Home Posts tagged garbage
Odisha News
ସ୍ୱାଗତିକା ଭୂତିଆସାଧାରଣରେ ସମସ୍ତେ ଭାବନ୍ତି ଯେ ରାଜଧାନୀରେ ବାସ କରୁଥିବା ଲୋକ ସ୍ୱଚ୍ଛ ଓ ପରିମଳ ପ୍ରତି ସଚେତନତା ଥିବେ । ଏଣେତେଣେ ଅଳିଆ ଆର୍ବଜନା ପକାଇବାରୁ ନିବୃତ ରହୁଥିବେ । କାରଣ ସାଧଣତଃ ଗ୍ରାମଞ୍ଚଳରେ ରହୁଥିବା ଲୋକ ଓ ରାଜଧାନୀରେ ରହୁଥିବା ଲୋକଙ୍କ ଭିତରେ ଏକ ଭିନ୍ନ ଚଳଣି ରହିଥାଏ । ପ୍ରାୟତଃ, କିଛି ଲୋକଙ୍କ ଭିତରେ ଧାରଣା ଥାଏ ଯେ ରାଜଧାନୀରେ ସେଇମାନେ ରୁହନ୍ତି ଯେଉଁମାନେ ବଡ଼ ଚାକିରି କରିଥାନ୍ତି । ସେମାନେ ଜ୍ଞାନି […]Continue Reading
Seo wordpress plugin by www.seowizard.org.