ହ୍ମବ୍ରହ୍ମପୁର,୨୨/୧୦: : ଗଞ୍ଜାମ ଜିଲ୍ଲାରେ ବ୍ୟାପି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଦିନକୁ ଦିକ ସ୍ଥିତି ସଙ୍ଗିନ୍ ହେଉଛି । କିଛିକିଛି ଦିନର ବ୍ୟବଧାନରେ ଜିଲ୍ଲାରୁ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଜିଲ୍ଲାରେ ମୋଟ ଡେଙ୍ଗୁ ପଜିଟିଭ୍ ସଂଖ୍ୟା ୧୩୩ରେ ପହଞ୍ଚି ସାରିଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ସେପଟେ ଆନ୍ଧ୍ର ସୀମାନ୍ତ ବ୍ଲକ୍ ପାତ୍ରପୁରରେ ସ୍ଥିତି ସଙ୍ଗିନ୍ ହୋଇ ପଡ଼ିଛି। ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍ରୁ Continue Reading
ବ୍ରହ୍ମପୁର,୨୦/୧୦: ଦୀପାବଳି ପୂର୍ବରୁ ବାଣ ପ୍ରସ୍ତୁତକାରୀ ଓ ବ୍ୟବସାୟୀମାନେ ଅଧିକ ସକ୍ରିୟ ଦେଖାଯାଇଛନ୍ତି। ବାଣ ପ୍ରସ୍ତୁତ ଓ ବେପାର କରିବା ପାଇଁ ଲାଇସେନ୍ସର ଆବଶ୍ୟକତା ଥିବା ବେଳେ କିଛି ସ୍ଥାନରେ ଏହି ନିୟମର ଉଲ୍ଲଂଘନ ହେଉଥିବା ଦେଖାଯାଉଛି। ତେଣୁ ଏହିଭଳି ସ୍ଥାନଗୁଡ଼ିକରେ ପୁଲିସ ଅତର୍କିତ ଚଢ଼ଉ କରୁଛି।ଗଂଜାମ ଜିଲ୍ଲା ଆସିକାର ନଳବଣ୍ଟାରେ ପୁଲିସ ଆଜି ଅତର୍କିତ ଭାବେ ଚଢ଼ଉ କରି ବାଣ ବୋଝେଇ ୫ଟି ପିକ୍ଅପ୍ ଭ୍ୟାନ୍ ଜବତ କରିଛି। ଚଢ଼ଉ ସମୟରେ ଜଣେ ବ୍ୟକ୍ତି Continue Reading
ବ୍ରହ୍ମପୁର, ୧୩/୧୦: ବ୍ରହ୍ମପୁର ଉପକଣ୍ଠ ଅଟୋନଗର ଅଞ୍ଚଳରୁ ବିପୁଳ ପରିମାଣର ଗୁଟଖା ଜବତ କରିଛି ଗୋଳନ୍ଥରା ଥାନା ପୁଲିସ । ଦିର୍ଘ ଦିନ ଧରି ବେଆଇନ୍ ଭାବେ ଚାଲିଥିବା ଏକ ବଡ ଧରଣର ନକଲି ଗୁଟଖା କାରଖାନା ଉପରେ ଗୋଳନ୍ଥରା ଥାନା ପୁଲିସ ଚଢାଉ କରିଥିଲା । ଏହି ଚଢ଼ାଉରେ ବିପୁଳ ପରିମାଣର ସାମଗ୍ରୀ ସହ ଅନେକ ସରଞ୍ଜାମ ମଧ୍ୟ ଜବତ କରିଥିବା ଜଣାପଡିଛି ।Continue Reading
ସାନଖେମୁଣ୍ଡି, ୨/୯: ଗଣେଶ ପୂଜାରେ ଅଘଟଣ । ଗଣେଷ ମେଢ଼ ନିକଟରେ ମହାଭାରତ ନାଟକ ଚାଲିଥିବା ବେଳେ ସର୍ଟସର୍କିଟରେ ୪ଜଣ ଆହତ । ଘଟଣା ଘଟିଛି ଗଂଜାମ ଜିଲ୍ଲା ପାତ୍ରପୁର ବ୍ଳକ ନୁଆପେଣ୍ଠ ଗ୍ରାମରେ । ନାଟକ ଚାଲିଥିବା ବେଳେ ପାଖରେ ଥିବା ଗୋଟିଏ ଘରେ ସର୍ଟସର୍କିଟ ହୋଇଥିଲା ।ସେଠାରେ ବସିଥିବା ୪ ଜଣକୁ ବିଦୂତ ଝଟକା ଲାଗିଥିବା ରୁ ଆହତ ହୋଇଛନ୍ତି । ଆହତମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ମେଡିକାଲରେ ଭର୍ତ୍ତି କରି ଚିକିତ୍ସିତ […]Continue Reading
ଭଞ୍ଜନଗର,୨୫/୫: ଗଞ୍ଜାମ -କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟ କଳିଙ୍ଗା ଘାଟିରେ ରାତି ପ୍ରାୟ ଗୋଟାଏରେ ଏକ ଟୁରିଷ୍ଟ ବସ ଓଲଟି ୬ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ୪ ପୁରୁଷ ଓ ୨ ମହିଳା ଥିବା ପୁଲିସ କହିଛି।ପୁଲିସ ଓ ଦମକାଳବାହିନୀ ସହାୟତାରେ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇଛି। ୪୨ ଜଣ ଆହତ ହୋଇଥିବାବେଳେ ୧୪ ଜଣଙ୍କୁ ଗୁରୁତର ଅବସ୍ଥାରେ ମେକେସିଜିରେ ଭର୍ତ୍ତି କରାଯାଇଥିବାବେଳେ ୧୬ଜଣଙ୍କୁ ଭଞ୍ଜନଗର ହସପିଟାଲରେ ଭର୍ତ୍ତି କରାଯାଇଛି। Continue Reading
ଗଞ୍ଜାମ,୧୨/୫ : ୨୦୨୦ ମସିହାରେ ଗଞ୍ଜାମ ଜିଲ୍ଲା ମେଣ୍ଡରାଜପୁର ବସ୍ ଟ୍ରାଜେଡିରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଓ ୪ ଜଣ ଅକର୍ମଣ୍ୟ ପାଲଟିବା ଘଟଣା ମନରୁ ନଯାଉଣୁ, ବୁଧବାର ରାତିରେ ଏହାର ପୁନରାବୃତ୍ତି ଘଟିଛି ଗଞ୍ଜାମ ବ୍ଲକ୍ ଓ ରମ୍ଭା ଥାନା ଅଧୀନ ବି.ଟି.ନୂଆଗାଁରେ। ରାତି ପ୍ରାୟ ସାଢ଼େ ୮ଟାରେ କନ୍ୟାଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ୧୧ କେଭି ତାର ଛିଣ୍ଡି ପଡ଼ିଯିବାରୁ କନ୍ୟାରେ କକାଙ୍କ ମୃତ୍ୟୁ ଘଟିଥିବା ବେଳେ ବସ୍ ହେଲପର୍ […]Continue Reading
ଖଲ୍ଲିକୋଟ ୨୬/୪: ଗଞ୍ଜାମ ଖଲ୍ଲିକୋଟ ଛତ୍ରପୁର ଥାନା ଗଙ୍ଗାପୁରରେ ଅଘଟଣ । ଗାଁ ନିକଟ ଋଷିକୁଲ୍ୟା କଂସାରୀ ଗଣ୍ଡରେ ଗାଧୋଇଵାକୁ ଯାଇ ଛତିଶିଗଡର ଜଣେ ଯୁବକ ନିଖୋଜ ହୋଇଛନ୍ତି ।ନିଖୋଜ ଯୁବକ ଜଣକ ହେଉଛନ୍ତି ଆଶିଷ କୁମାର ବର୍ମା । ଅଗ୍ନିଶମ ବିଭାଗ ପକ୍ଷରୁ ଆଶିଷଙ୍କୁ ଖୋଜାଖୋଜି ଜାରି ରହିଛି ।ଆଶିଷଙ୍କ ଜଣେ ସମ୍ପକୀୟ ଭୋଜିକୁ ଆସିଥିବା ବେଳେ ଆଜି ସକାଳୁ ସେ ନଦୀକୁ ଗାଧୋଇଵାକୁ ଯାଇଥିଲେ । ଗାଧୋଇଵା ସମୟରେ କୌଣସି ଅସବଧାନତା ଯୋଗୁଁ ପାଣିରେ […]Continue Reading
ବ୍ରହ୍ମପୁର,୨୩/୩: ଗଞ୍ଜାମ ଜିଲ୍ଲା ପିତଳ ହତ୍ୟାକାଣ୍ଡ ମାମଲାକୁ ନେଇ ଦେଖାଦେଇଛି ପ୍ରବଳ ଉତ୍ତେଜନା । ଅଭିଯୁକ୍ତଙ୍କ ଗିରଫଦାରୀ ଦାବିରେ ରାସ୍ତାକୁ ଓହ୍ଲାଇଲେ ଉତ୍ତ୍ୟକ୍ତ ଲୋକେ । ପିତଳ ଛକରେ ବ୍ରହ୍ମପୁର- ଆସିକା ଏନ୍ଏଚ୍- ୫୯ ଅବରୋଧ କରି ଧାରଣାରେ ବସିଛନ୍ତି । ଫଳରେ ବ୍ରହ୍ମପୁରରୁ ଆସିକାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।-ଇଊଠଋଜଞଓଝଋଗଋଘଞ-ଗତକାଲି ରାତିରେ ପିତଳ Continue Reading
Bhubaneswar,March 13: Sulakhyana Gitanjali Devi, the scion of Dharakote Royal family has been elected as the youngest block chairman of Ganjam district. The 25-year-old political greenhorn has been voted as the chairman of Dharakote Block Samiti. Sulakhyana, who is the daughter of former MLA of Sanakhemundi, Nandini Devi, will start her political career as the […]Continue Reading
ବ୍ରହ୍ମପୁର/ଯାଜପୁର, ୩/୩ : ସରିଛି ପଞ୍ଚାୟତ ନିର୍ବାଚନ । ଘୋଷଣା ହୋଇସାରିଲାଣି ବିଜୟୀ ପ୍ରାର୍ଥୀଙ୍କ ନାମ । କିନ୍ତୁ ଏବେ ବି ଥମୁନି ହିଂସା ।ଏହି ହିଂସାକାଣ୍ଡରେ ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ଖବର ଅନୁଯାୟୀ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତରେ ନିର୍ବାଚନୀ ପରବର୍ତ୍ତୀ ହିଂସା ହୋଇଥିବା ଅଭିଯୋଗ ହୋଇଛି ।ଗାଁର ଶମ୍ଭୁନାଥ ମଲିକଙ୍କ ଘରେ ପଶି ଆକ୍ରମଣ ଓ ବ୍ୟାପକ Continue Reading