ଗଞ୍ଜାମ,୧୫/୨: ବିବାହ ସରିଥିଲା। ଚାଲିଥିଲା ବାଟବରଣ। ଆଉ କିଛି ସମୟରେ ଶାଶୁ ଘରେ ପାଦ ଦେଇଥାନ୍ତା କନିଆ। ଆରମ୍ଭ କରିଥାନ୍ତା ନୂଆ ଜୀବନ । ହେଲେ ତା’ ପୂର୍ବରୁ ଘଟିଗଲା ଅଘଟଣ ।ବାଟବରଣ ବେଳେ କନିଆ ଯାତ୍ରୀଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗାଁରେ ଗତକାଲି ବିଳମ୍ବିତ ରାତିରେ […]Continue Reading
ଗଞ୍ଜାମ,୯/୨: ବେଶ୍ ହସଖୁସିରେ ଅଟୋରେ ସ୍କୁଲ ବାହାରିଥିଲେ ୫ ଛାତ୍ରଛାତ୍ରୀ। ଆଉ କିଛି ସମୟ ପରେ ସ୍କୁଲରେ ପହଞ୍ଚି ବି ଯାଇଥାନ୍ତେ। ମାତ୍ର ତା’ ପୂର୍ବରୁ ଘଟିଗଲା ଅଘଟଣ ।ଏକ ଇଟା ବୋଝେଇ ଟ୍ରାକ୍ଟର ଧକ୍କାରେ ଗୁରୁତର ହୋଇ ପଡ଼ିଲେ ୫ ଛାତ୍ରଛାତ୍ରୀ । ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଳାସପୁର କାଳୀ ମନ୍ଦିର ନିକଟରେ ଘଟିଛି।ସାନଖେମୁଣ୍ଡି ବ୍ଲକ ଛନମେରି ଆଦର୍ଶ ବିଦ୍ୟାଳୟକୁ ଏକ ଅଟୋରେ ୫ ଛାତ୍ରଛାତ୍ରୀ […]Continue Reading
ଗଞ୍ଜାମ,୩/୨: ହଜିଗଲା ମାନବିକତା। ବସ୍ରେ ଯାଉଥିବା ମହିଳା ଅସୁସ୍ଥ ହେବାରୁ ରାସ୍ତାରେ ଓହ୍ଲାଇ ଦେଇ ପଳାଇଲେ ବସ୍ କର୍ମଚାରୀ। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଯୋଗ ହୋଇଛି। ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଥାନା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ।ଗଞ୍ଜାମ ଜିଲ୍ଲା ପାଟପୁର ବ୍ଲକ ଗୌତମି ପଞ୍ଚାୟତର ପଦ୍ମତୋଳା ଗାଁର ସୁଜିତ ସ୍ୱାଇଁ। ନିଜର ମାଆ ରୁନୁଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କର ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ନେଇଥିଲେ। Continue Reading
ଗଞ୍ଜାମ,୩୦/୧: ମଦୁଆ ଡ୍ରାଇଭରଙ୍କ ଉନ୍ମକ୍ତ କାଣ୍ଡ। ପରିବା ବିକାଳି ଓ ଗ୍ରାହକଙ୍କ ଉପରେ ଚଢ଼ାଇ ଦେଲା ପିକ୍ଅପ୍ ଭ୍ୟାନ୍। ଦୁର୍ଘଟଣାରେ ୨ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଏଭଳି ଅଘଟଣ ଆଜି ସକାଳେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବୁରୁଡି ଓଭରବ୍ରିଜ ଉପରେ ଘଟିଛି।ମୃତ ମହିଳା ଦ୍ୱୟ ହେଲେ ପରିବା ବିକାଳି ଲକ୍ଷ୍ମୀ ପାତ୍ର ଓ ଅନ୍ୟ ଜଣେ ମହିଳା ଗ୍ରାହକ। ତାଙ୍କ ପରିଚୟ […]Continue Reading
By Akshaya Patnaik Bhadrak/Jajpur/ Keonjhar, Jan. 19: Hundreds of farmers in Odisha on Thursday took to the streets and dumped paddy on the roads as a mark of the protests against Katni Chatni in paddy procurement. ‘Katni Chhatni’ is a local colloquial Odia term which implies deduction of a certain quantity of farm produce by […]Continue Reading
ଖଲ୍ଲିକୋଟ,୧୮/୧୨: ଗଞ୍ଜାମ ଜିଲ୍ଲା ଛତ୍ରପୁର କସ୍ତୁରବା ଗାନ୍ଧି ଆବାସିକ ବାଳିକା ବିଦ୍ୟାଳୟରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କର ରବିବାର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇପାରି ନାହିଁ। ତେବେ ତାଙ୍କ ମୃତ୍ୟୁ ପାଇଁ ସ୍କୁଲ କର୍ତ୍ତୃପକ୍ଷ ଦାୟୀ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।ମୃତ ଛାତ୍ରୀଙ୍କ ନାଁ ରୋଜା ବେହେରା। ସେ ଛତ୍ରପୁର ଥାନା ଅନ୍ତର୍ଗତ ତରେଇପାଟପୁର ଗ୍ରାମର ବାସିନ୍ଦା ଥିଲେ। ଛତ୍ରପୁର କସ୍ତୁରବା ଗାନ୍ଧୀ ଆବାସିକା Continue Reading
ଭଂଜନଗର,୧୪/୧୨: ମାମୁ ଘରେ ଖେଳୁଥିବା ବେଳେ ପାଇଖାନା ଟାଙ୍କିରେ ଗଳି ପଡ଼ିଲେ ଦୁଇ ଭଉଣୀ। ଯାହାଫଳରେ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅଞ୍ଚଳରେ ଘଟିଛି। ମୃତ ଦୁଇ ଭଉଣୀଙ୍କ ବୟସ ପ୍ରାୟ ୫ ବର୍ଷ ହେବ।ମାମୁ ଘର ବାହାଘର। ସେଥିପାଇ ସିଦ୍ଧପୁର ଗାଁର ବାସୁମତି ସେଠୀ ଓ କାଳିଆ ଗୁଡା ଗ୍ରାମର ଦିବ୍ୟା ସେଠୀ ନିଜ ମାଆଙ୍କ ସହିତ ମାମୁ ଘରକୁ ଯାଇଥିଲେ। ଆଜି ଦୁଇ […]Continue Reading
ଖଲ୍ଲିକୋଟ,୬/୧୨: ଗଞ୍ଜାମ ପୋଲିସ ଜିଲ୍ଲା ଛତ୍ରପୁର ପୋଲିସ ପଡିଆ ଠାରେ ଗୃହରକ୍ଷୀ ବାହିନୀର ୬୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଏଥିରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅନୁଷ୍ଠିତ ପରେଡ୍ରେ ଅଭିଭାଦନ ଗ୍ରହଣ କରିଥିଲେ । ନିଷ୍ଠାପର ସେବା ଦ୍ୱାରା ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇ ସର୍ବଦା ପ୍ରଂଶସାର ପାତ୍ର ହେବାକୁ ଗୃହରକ୍ଷୀ ମାନଙ୍କୁ ଏସପି ଆହ୍ୱାନ ଦେଇଥିଲେ ।ଗୃହରକ୍ଷୀମାନେ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, Continue Reading
ବ୍ରହ୍ମପୁର,୧୭/୧୧: ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଛତ୍ରୀ ରାଗିଂ ଘଟଣାରେ କଲେଜରୁ ତଡା ଖାଇଲେ ୧୨ ଛାତ୍ର, ଗିରଫ ସଂଖ୍ୟା ୫କୁ ବୃଦ୍ଧି ।ଗତକାଲି ଉକ୍ତ ଘଟଣାରେ ୨ ଛାତ୍ର ଗିରଫ ହୋଇଥିବା ବେଳେ ଆଜି ୩ ଜଣ ଛାତ୍ରଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଗିରଫ ୫ ଜଣ ଛାତ୍ରଙ୍କ ମଧ୍ୟରୁ ୨ ନାବାଳକ ଥିବା ଏସପି କହିଛନ୍ତି । ଦୁଇ ନାବାଳକଙ୍କୁ ଜୁଭେନାଇଲକୁ ହସ୍ତାନ୍ତର କରାଯିବା ନେଇ […]Continue Reading
ସାନଖେମୁଣ୍ଡି,୨୭/୧୦: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମଧୁରଝୋଳି ଗାଁରେ ଗୁଣିଆ ସନ୍ଦେହରେ ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଗ୍ରାମବାସୀ । ଦୁଇ ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଘଟଣାକୁ ନେଇ ଗାଁରେ ଅଶାନ୍ତ ଲାଗି ରହିଛି ।ଅନ୍ୟପଟେ କବିସୂର୍ଯ୍ୟନଗର ପୋଲିସ ପୋଲସରା ପୁରୁଷୋତ୍ତମପୁର ଥାନାର ବରିଷ୍ଠ ଅଧିକାରୀଙ୍କ ସହ ୪ ପ୍ଲାଟୁନ ପୋଲିସ ଫୋର୍ସ ଧରି ଅଚାନକ ରାତି ଅଧରେ ଗାଁରେ ଚଢାଉ କରିବା ସହ ୯ ଜଣକୁ ଅଟକ ରଖି ଘଟଣାର Continue Reading