ଦିଗପହଣ୍ଡି,୨୭/୬: ପୁଣି ଭିଜିଲାନ୍ସ ଜାଲରେ ଆଉଜଣେ ସରକାରୀ ବାବୁ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ଦିଗପହଣ୍ଡି ସରକାରୀ କାର୍ୟ୍ୟାଳୟ, ସରକାରୀ ବାସଭବନ ଏବଂ ବ୍ରହ୍ମପୁର ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଉଛି। ବ୍ରହ୍ମପୁର ଭିଜିଲାନ୍ସର ୬ଜଣିଆ ଟିମ ଚଢ଼ଉ କରିଥିବାର ସୂଚନା ରହିଛି।ପ୍ରାପ୍ତ ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ Continue Reading
ଦିଗପହଣ୍ଡି,୨୬/୬: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୧୧ଜଣଙ୍କର ଜୀବନ। ହେଲେ ଏହି ୧୧ ଜଣ ହେଉଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ। ଏବେ ବି ଏହି ଦୁର୍ଘଟଣାକୁ ନେଇ ନିଜର ପରିବାର ଲୋକ ଓ ସଂପର୍କୀୟମାନଙ୍କୁ ମନେ ପକାଇ କାନ୍ଦୁଛନ୍ତି ପୂର୍ବତନ ସାଂସଦ। ରେଣୁବାଳା ପ୍ରଧାନ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ତାଙ୍କର ଦିଅର, ଝିଆରୀ, ଜ୍ୱାଇଁ ଓ ନଣନ୍ଦେଇ ଅଛନ୍ତି। ବହୁତ ହସଖୁସିରେ ସେମାନେ ଝିଅ ବିଦା Continue Reading
ଗଞ୍ଜାମ,୨୬/୬ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୧୨ ଜୀବନ ଚାଲି ଯାଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି।ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ମୃତକଙ୍କ ପରିବାରପାଇଁ ସହାୟତା ରାଶି ଘୋଷଣା କରାଯାଇଛି।ଖେମୁଣ୍ଡି କଲେଜ ନିକଟରେ ବସ୍ Continue Reading
ଗଞ୍ଜାମ,୨୪/୬: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ହଳଦିଆପଦରରେ ଜଣେ ଗ୍ୟାରେଜ ମାଲିକଙ୍କ ଆଖିରେ ଲଙ୍କା ଗୁଣ୍ଡ ପକାଇ ଓ ତାଙ୍କ ହାତକୁ ଖଣ୍ଡାରେ ହାଣି ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ୨ରୁ ୩ ଜଣ ଦୁର୍ବୃତ୍ତ।ଲୁଟର ଶିକାର ହୋଇଥିବା ତଥା ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଥିବା ଗ୍ୟାରେଜ ମାଲିକଙ୍କ ନାଁ କୁନାଚନ୍ଦ୍ର କଠୁଆ। ଆଜି ଦିନ ପ୍ରାୟ ୧୧ଟା ବେଳେ ସେ ଘରୁ ଟଙ୍କା ନେଇ ତାଙ୍କ ଗ୍ୟାରେଜକୁ ଯାଉଥିଲେ। ହଳଦିଆପଦର ଇସ୍କନ ମନ୍ଦିର ନିକଟରେ […]Continue Reading
Bhubaneswar, May 18: The Odisha government has extended the ‘Mo Bus’ service under the Capital Region Urban Transport (CRUT) in three more districts of the State. “The government, after careful consideration is pleased to extend the area of operation of Capital Region Urban Transport (CRUT) to the urban cluster areas covering Continue Reading
ପୁରୁଷୋତ୍ତମପୁର,୯/୫: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜୁନିୟର ଇଞ୍ଜିନିୟର (କନିଷ୍ଠ ଯନ୍ତ୍ରୀ) ଓ ଗ୍ରାମ୍ୟ ରୋଜଗାର ସେବକ (ଜିଆରଏସ୍)। ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଜଗଦୀଶ କୁମାର ସାହୁ ଓ ଜଗନ୍ନାଥପୁର ଜିଆରଏସ୍ ନାରାୟଣ ସ୍ବାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ଆଜି ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ସୂଚନା ଅନୁସାରେ ମନେରଗା ଅଧୀନରେ ହୋଇଥିବା ଏକ କାର୍ଯ୍ୟର ବିଲ୍ Continue Reading
ଗଂଜାମ,୪/୪ : ପ୍ରଥମ ପତ୍ନୀଙ୍କ ପୁଅ ଓ ଦ୍ଵିତୀୟ ପତ୍ନୀଙ୍କ ପୁଅ ମଧ୍ୟରେ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ବିବାଦ ହେଲା। ଯାହାକୁ ନେଇ ଦୁଇଦିନ ତଳେ ଦ୍ୱିତୀୟ ପତ୍ନୀ ସହ ସ୍ୱାମୀର ସାମାନ୍ୟ ହୋଇଥିଲା।ହେଲେ ଆଜି ସ୍ୱାମୀ ଉପରେ କିରାସିନି ଢାଳି ନିଆଁ ଲାଗାଇ ଦେଇଛି ଦ୍ୱିତୀୟ ପତ୍ନୀ । ଗୁରୁତର ଅବସ୍ଥାରେ ସ୍ୱାମୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ଆଜି ଗଂଜାମ ଭଞ୍ଜନଗର ଥାନା କୁଲାଡ଼ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟିଛି। ନିଆଁରେ ଜଳି […]Continue Reading
କବିସୂର୍ଯ୍ୟନଗର,୨୬/୩:ଗଞ୍ଜାମକୁ ଦେଶର ୧ ନମ୍ବର ଜିଲା କରିବାକୁ ଉଦ୍ୟମ ହେବ। ଗଞ୍ଜାମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବିସୂର୍ଯ୍ୟନଗର ସମାବେଶରେ ଏପରି ଆହ୍ବାନ ଦେଇଛନ୍ତି।ରବିବାର ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ଥିବା ବେଳେ ପ୍ରଥମେ କବିସୂର୍ଯ୍ୟନଗର ଠାରେ ପହଞ୍ଚିଥିଲେ। ବଡ଼ ଆଗୁଳ ପଡ଼ିଆରେ ବିଶାଳ ଜନ ସମାବେଶକୁ ଉଦ୍ବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଜୟ ମା’ ତାରାତାରିଣୀ କହି ମୁଖ୍ୟମନ୍ତ୍ରୀ ଭାଷଣ ଆରମ୍ଭ କରିଥିଲେ। ଗଞ୍ଜାମ ଜିଲାକୁ Continue Reading
ଗଞ୍ଜାମ,୧୨/୩ : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବ୍ରାହ୍ମଣଦେଇ ଗାଁରେ ନିଆଁ ଲାଗି ୧୧ଟି ପରିବାରର ୩୦ ବଖରା ଘର ଜଳି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ନଷ୍ଟ ହୋଇଯାଇଛି।ସୁଚନ ମୁତାବକ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଥିବା ଘର ଗୁଡ଼ିକ ମଧ୍ୟରୁ ଅନେକରେ କେହି ନଥିଲେ। କିଏ ଚାଷ ଜମିକୁ କାମ କରିବାକୁ ଯାଇଥିଲେ ତ ଆଉ କିଏ ଅନ୍ୟ କାମରେ। ପ୍ରଥମେ ଗୋଟିଏ ଘରେ ନିଆଁ ଲାଗିଥିଲା। ଆଉ ଆଖି ପିଛୁଳାକେ ନିଆଁ […]Continue Reading
ଗଞ୍ଜାମ,୬/୩: ଅନ୍ଲାଇନ୍ ଗେମ୍ ଖେଳି ପଇସା ଉଡ଼ାଉଥିଲେ ସ୍ୱାମୀ। ସ୍ତ୍ରୀ ପ୍ରତିବାଦ କରିବାରୁ ସୃଷ୍ଟି ହୋଇଥିଲା ଝଡ଼। ଉଭୟଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା। ଏହି ଝଗଡ଼ା ଏତେ ଉଗ୍ରରୂପ ନେଲା ଯେ ଶେଷରେ ସେମାନେ ନିଜ ଜୀବନକୁ ଶେଷ କରିଦେବାକୁ ନିଷ୍ପତ୍ତି ନେଇଥିଲେ।ଏକ ବନ୍ଦ ଘରେ ଉଭୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ସ୍ତ୍ରୀର ମୃତ୍ୟୁ ଘଟିଥିଲା। ସ୍ୱାମୀକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ Continue Reading