Home Posts tagged Ganjam
Top Stories
By Prasan Paikray Bhubaneswar, Aug. 4:President Droupadi Murmu will embark on a rare rail pilgrimage to the revered Maa Kandhuni Devi Temple at Taptapani in Odisha’s Ganjam district on Tuesday, with Indian Railways mounting an unprecedented security and operational exercise for the VVIP journey. A special train brought from New Delhi will carry the President […]Continue Reading
Odisha News
ଗଞ୍ଜାମ , ୨୨/୭ :ଗଞ୍ଜାମ ଜିଲ୍ଲାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ଆକ୍ରାନ୍ତ ଜଣଙ୍କ ଜଣେ ମହିଳା। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ମହିଳା ଜଣଙ୍କୁ ଥଣ୍ଡାଜ୍ୱର ଲାଗି ରହିଥିବାରୁ ସେ ଏମକେସିଜିରେ ବେଶ କିଛି ଦିନ ହେବ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କର କରୋନା ଟେଷ୍ଟ କରା ଯାଇଥିଲା। ଏହି ସମୟରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭି ଆସିଥିଲା। […]Continue Reading
Odisha News
ଗଞ୍ଜାମ, ୫/୫ : ପ୍ରେମ ପାଇଁ ଗଡ଼ିଛି ମୁଣ୍ଡ । ଗଞ୍ଜାମ ଜିଲ୍ଲାରେ ନ୍ୟାୟ ମାଗୁଥିବା ଜଣେ ଯୁବତୀଙ୍କୁ ଗାଁ ଦାଣ୍ଡରେ ବିଭତ୍ସ ଭାବେ ହତ୍ୟା କରାଯାଇଛି ।ଗଞ୍ଜାମ ଜିଲ୍ଲା ହିଞ୍ଜିଳା ଥାନା ଅନ୍ତର୍ଗତ ଖିରିଡ଼ା ଗ୍ରାମରେ ଜଣେ ଯୁବତୀଙ୍କୁ ଅତି ବିଭତ୍ସଭାବରେ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇଛି । ନିଜ ୩ ବର୍ଷର ଝିଅକୁ ଧରି ନ୍ୟାୟ ପାଇଁ ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣାରେ ବସିଥିବାବେଳେ କରାଯାଇଛି ହତ୍ୟା ।ପ୍ରେମିକଙ୍କ ଭାଇ ଯୁବତୀ ଜଣକଙ୍କୁ ତାଙ୍କ […]Continue Reading
Odisha News
କବିସୂର୍ଯ୍ୟନଗର/ ଗଞ୍ଜାମ,୯।୧୧ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଖଜାପଲ୍ଲୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମୃତକ ରଣିପଡ଼ା ଗାଁରେ ମିଟୁ ପରିଡ଼ା ଓ ଶାଳବଣ ଗାଁର କାଶୀନାଥ ସେଠୀ ବୋଲି ଜଣାପଡିଛି ।ଖବର ଅନୁଯାୟୀ, ରବିବାର ଭୋର ସମୟ । ସ୍ଥାନ ଖଜାପଲ୍ଲୀ । ଏହି ସମୟରେ ବାଇକ୍ ଆରୋହୀ ମିଟୁ ପରିଡ଼ା ନାମକ ଯୁବକ କୌଣସି କାମରେ ଯାଉଥିଲେ । ଏହି ସମୟରେ ଖଜାପଲ୍ଲୀ […]Continue Reading
Odisha News
ଗଞ୍ଜାମ, ୧୪/୭: ପୁଣି ଯୌତୁକ ପାଇଁ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ବଧୂ ହତ୍ୟା ଉଦ୍ୟମ । ଏପରି ଏକ ଅଭାବନୀୟ ଘଟଣା ଖଲ୍ଲିକୋଟ ଥାନା କହ୍ନେଇପୁର ଗାଁରେ ଘଟିଛି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ବୋହୂ ଆରତୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।ସୂଚନା ଅନୁସାରେ, ଦୁଇ ବର୍ଷ ପୂର୍ବେ ପୁଅ ଆକାଶ ପରିଡ଼ା ଆରତୀଙ୍କୁ ପ୍ରେମ ବିବାହ କରିଥିଲେ। ଯୌତୁକ ପାଇଁ ଶାଶୂ ଅଧିକାଂଶ ସମୟରେ ନିର‌୍ୟାତନା ଦେଉଥିବା ବୋହୂ ଆରତୀଙ୍କ ବାପା ଅଭିଯୋଗ […]Continue Reading
Odisha News
ଛତ୍ରପୁର,୨୪/୬ : ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମ୍ମା ଗାଁରେ ଗୋଚାଲାଣ ଅଭିଯୋଗରେ ୨ଜଣ ବ୍ୟକ୍ତିଙ୍କୁ ଅଧାଲଣ୍ଡା କରି ଆଣ୍ଠୁରେ ଚଲାଇବା ସହ ନିର୍ଯ୍ୟାତନା ଦିଆଯାଇଥିଲା।ଉଭୟ ବୁଲୁ ନାୟକ ଏବଂ ବାବୁଲା ନାୟକ ଧରାକୋଟ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଏହି ମାମଲାରେ ୯ ଜଣ ଅଟକ ରଖଯାଇଛି ବୋଲି ଉପଜିଲ୍ଲାପାଳ କହିଛନ୍ତି ।ଏହି ମାମଲାରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଥିବା ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଛତ୍ରପୁରଠାରେ ସୂଚନା Continue Reading
Odisha News
ବ୍ରହ୍ମପୁର,୨୭/୧୨: ବ୍ରହ୍ମପୁରର ଏକ ଇଲେକ୍ଟ୍ରି ଗାଡ଼ି ଶୋ’ ରୁମ୍‌ରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଟାଉନ ଥାନା ରେଡ୍ଡୀ ଗ୍ୟାରେଜ ଛକ ନିକଟ ଶୋ’ ରୁମ୍‌ରେ ଶଟ୍‌ସର୍କିଟ୍‌ରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଏହି ଅଗ୍ନିକାଣ୍ଡରେ ଏକାଧିକ ଗାଡ଼ି ଜଳିପୋଡ଼ି ଛାରଖାର ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।Continue Reading
Odisha News
ଗଞ୍ଜାମ, ୧/୧୨ : ଅସୁର ଭୂମିକାରେ ଅଭିନୟ କରୁଥିଲେ। କିନ୍ତୁ ସତକୁ ସତ ଅସୁର ପାଲଟି ଯାଇଥିଲେ। ମଞ୍ଚ ଉପରେ ଜୀଅନ୍ତା ଘୁଷୁରୀକୁ ମାରି ତା’ ମାଂସ ଖାଇଥିଲେ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ।ଏମିତି ଏକ ନୃଶଂସ ଦୃଶ୍ୟ ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍ ରାଲବ ଗାଁରେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଆହୁରି ଆଶ୍ଚର୍ଯ୍ୟର କଥା, ଶହ ଶହ ଲୋକ ଏ ଦୃଶ୍ୟ ଦେଖୁଥିଲେ ବି କେହି ସେହି […]Continue Reading
Odisha News
ଗଞ୍ଜାମ,୨୭/୧୧: ଲାଞ୍ଚ ନେବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କୁ ଧରିଛି । ତାଙ୍କ ନିକଟରୁ ୧୨,୦୦୦ ଟଙ୍କା ଜବତ କରାଯାଇଛି । ସିଡିପିଓଙ୍କ ବିରୋଧରେ ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛନ୍ତି ।ବେଗୁନିଆପଡ଼ାର ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ବକେୟା ଦରମା ମୁକ୍ତ କରିବାକୁ ଲାଞ୍ଚ ମାଗିଥିଲେ । ଏ ନେଇ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ଭିଜିଲାନ୍ସକୁ ଜଣାଇଥିଲେ ।ପୂର୍ବ ଯୋଜନା Continue Reading
Odisha News
ଗଞ୍ଜାମ,୨୫/୧୧ : ବହୁ ଚର୍ଚ୍ଚିତ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାର ଶୁଣାଣି ହୋଇଛି। ସୋମବାର ରାୟ ଶୁଣାଇଛନ୍ତି ଗଞ୍ଜାମ ଜିଲା ଓ ଦୌରାଜଜ୍ ରୂପଶ୍ରୀ ଚୌଧୁରୀ। ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଅଦାଲତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।ଦୁଇ ଜଣ କୋର୍ଟରେ ଅନୁପସ୍ଥିତ ଥିବାରୁ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି କୋର୍ଟ। ଟାଉନ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଓ ଏକ ସ୍ୱତନ୍ତ୍ର ଟିମ୍ […]Continue Reading