Home Posts tagged ganja seized
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୩/୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବାଲିଗୁଡା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡା ଜଙ୍ଗଲରୁ ୪ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବେଆଇନ୍ ଗଞ୍ଜେଇ ଜବତ କରିଛି ବାଲିଗୁଡ଼ା ପୋଲିସ।ଘଟଣା ସ୍ଥଳରୁ ୪୦ କ୍ବିଣ୍ଟାଲ୍ ୬୫୦ ଗ୍ରାମ୍ ଗଞ୍ଜେଇ ସହ ୫ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ କାହାକୁ ଗିରଫ କରିବାରେ ସକ୍ଷମ ହୋଇନଥିବା ଜଣାପଡ଼ିଛି ।ପ୍ରକାରେ ସାଧାରଣ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୬/୪: ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ୨ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ୧୦ କେଜି ୩ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି ।ଗିରଫ ଅଭିଯୁକ୍ତମାନେ ହେଲେ ବିହାର ଔରଙ୍ଗାବାଦ ଆମ୍ବା ଥାନା ଅଞ୍ଚଳର ବିଷ୍ଣୁ ଚୌହାନ ଏବଂ ମଦନପୁର ଥାନା ଅଞ୍ଚଳର ରାହୁଲ କୁମାର । ଉଭୟ ଅଭିଯୁକ୍ତ ଦଶପଲ୍ଲା ପଟୁ ଏକ କଳା ପଲସର ବାଇକରେ ଗଞ୍ଜେଇ ଧରି ଆସୁଥୁବା ନେଇ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୨/୩ : କନ୍ଧମାଳ ପୁଲିସ ପଞ୍ଝାରେ ପଡିଛି ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣକାରୀ ରାକେଟ । ଯାହାକୁ ନେଇ ପୁଲିସ ଏବେ ଚଳଚଞ୍ଚଳ ହୋଇ ପଡିଛି । ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ବାଲିଗୁଡା ପୁଲିସ ପକ୍ଷରୁ ବାରଖମା ନିକଟସ୍ଥ ଡାବୁଡାକା ଘାଟିରେ ବୁଧବାର ଦିନ ବାଲିଗୁଡା-ଲଣ୍ଡାଗାଁ ରାସ୍ତା ରେ ବ୍ଲକିଂ କରି ଗାଡି ମୋଟର ଚେକିଙ୍ଗ କରୁଥିବା ବେଳେ ସେହି ରାସ୍ତା ଦେଇ ଦୁଇଟି କାର ଆସୁଥିବା ବେଳେ […]Continue Reading
Odisha News
ବଲାଙ୍ଗିର,୨୦/୨ : ପାଣି ଭର୍ତ୍ତି ଗାତରେ ପଡ଼ିଥିଲା କାର୍। ପୁଲିସ ଉଦ୍ଧାର କରିବା ପରେ କାରରୁ ମିଳିଲା ଗଞ୍ଜେଇ। ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଭାଳେର ଗାଁରେ ଏପରି ଘଟଣା ଘଟିଛି।ଗାଁ ନିକଟରେ ଥିବା ପାଣି ଭର୍ତ୍ତି ଗାତରେ ଆଜି ସକାଳେ ଏକ କାର୍ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କ୍ରେନ ସାହାଯ୍ୟରେ ପାଣି ଭିତରୁ କାରକୁ ଉଦ୍ଧାର କରିଥିଲା। କାର ଭିତରେ କେହି ନଥିବା ବେଳେ ମିଳିଲା […]Continue Reading
Odisha News
ବୈପାରିଗୁଡ଼ା: ୨୦/୨ ତିନି ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ବୈପାରିଗୁଡ଼ା ପୁଲିସ। ଘଟଣା ଅନୁଯାୟୀ ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଦୋରାଗୁଡା ଗ୍ରାମରେ ତିନିଜଣ ଅଜଣା ଯୁବକ ବୁଲୁଥିବା ଦେଖିବାକୁ ମିଳିଥିଲା ଏବଂ ସେମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥିଲେ। ଏହି ଖବର ବୈପାରିଗୁଡ଼ା ପୁଲିସ ପାଇବା ପରେ ଗତକାଲି ରାତି ୧୦ଟା ବେଳେ ଏସ୍ଆଇ ଅନିତା ନାୟକଙ୍କ ନେତୃତ୍ୱରେ ଏକ ଗଠନ କରି ଦୋରାଗୁଡା ଗ୍ରାମରେ ପେଟ୍ରୋଲିଂ ପାଇଁ ବାହାରିଥିଲେ। ତିନିଜଣ Continue Reading
Odisha News
କୋରାପୁଟ,୨/୫ : ନିଶାବେପାରୀମାନେ ପୁଲିସକୁ ଚକମା ଦେବାପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ ଆଉ କେତେବେଳେ ମାଛ ଗାଡ଼ିରେ ଚାଲାଣ କରୁଛନ୍ତି। ଏପରି ସମାନ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ।ମାଛକୁଣ୍ଡ ଥାନା ନୂଆପୁଟ ନଦୀଘାଟ ପାର୍ଶ୍ୱରୁ ଗତକାଲି ପୁଲିସ ଏକ ସିମେଣ୍ଟ ବୋଝେଇ ଟ୍ରକ୍ରୁ ୫୦୨ କେଜି ଗଞ୍ଜେଇ ଜବତ କରିଛି। ଯାହାରୁ ଅନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ।ସୂଚନାଅନୁସାରେ, Continue Reading
Odisha News
ବୌଦ୍ଧ,୨୬/୪ : ନିଶା ବେପାରୀମାନେ ପୁଲିସକୁ ଚକମା ଦେବାକୁ ଆପଣାଉଛନ୍ତି ଭିନ୍ନ ଭିନ୍ନ ତରିକା। କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ ଆଉ କେତେବେଳେ ପୁଲିସକୁ ଆଖିରେ ଧୂଳି ଦେବା ପାଇଁ ଜଙ୍ଗଲରେ ଗଞ୍ଜେଇ ଲୁଚେଇ ରଖୁଛନ୍ତି। ଏପରି ସମାନ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ।ଗତକାଲି ମନମୁଣ୍ଡା ଥାନା ଅନ୍ତର୍ଗତ ନଳୀକୁପା ଜଙ୍ଗଲରୁ ୩୮ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ। ଯାହାର ଆନୁମାନିକ ମୂଲ୍ୟ ୩କୋଟି ୮୦ ଲକ୍ଷ ଟଙ୍କା ହେବ।ବୌଦ୍ଧ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୯/୩: ଗଞ୍ଜେଇ ଚାଲାଣ ବେଳେ ବାଲିଗୁଡା ପୋଲିସ ଚଢଉ କରି ୩୫ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଜଣକୁ ଗିରଫ କରିବା ସହ ଏକ ହୋଣ୍ଡା ଆମାଜି କାର ନଂ. ଓଡି-୦୨-କ୍ୟୁ-୭୫୮୭ କୁ ମଧ୍ୟ ଜବତ କରିଛନ୍ତି ।ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଗାଙ୍ଗପୁର ଗ୍ରାମର ସତ୍ୟଜିତ ପାଣିଗ୍ରାହୀ ବୋଲି ପୋଲିସ କହିଛି । ଏ ନେଇ ବାଲିଗୁଡା ପୋଲିସ କେଶ ନଂ.୭୪/୨୩ […]Continue Reading
Odisha News
କୋରାପୁଟ,୧୮/୩: ନନ୍ଦପୁର ପୁଲିସ ୩୫ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିବା ସହ ଏହି ମାମଲାରେ ୮ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି।ସୂଚନା ଅନୁଯାୟୀ, ସଦାନନ୍ଦ ଗୁଣ୍ଠଙ୍କ ନେତୃତ୍ୱରେ ପାଞ୍ଚ ଜଣ କଲେଜ ଛାତ୍ର ଭୀଷ୍ମ ଗୁଣ୍ଠ, ଯୋଗେଶ ଖାଡା, ଡମ୍ବରୁଧର ଖାଡା ଓ ଦାମୋଦର ଗୁଣ୍ଠ ୩୫ କିଲୋଗ୍ରାମ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ।ଲକ୍ଷ୍ମୀଧର ଖିଲାଙ୍କ ଠାରୁ ଚମ୍ପାରନ(ବିହାର)ର ରାହୁଲ କୁମାର ଏବଂ ସଦାମ ହୁସେନଙ୍କୁ ଗଞ୍ଜେଇ ନେବା ପାଇଁ ଦାମନଯୋଡ଼ି ରେଳ ଷ୍ଟେସନରେ Continue Reading
Odisha News
ବୌଦ୍ଧ,୨୩/୨: ସାଇରନ ବଜାଇ ଦ୍ରୁତ ଗତିରେ ରାସ୍ତାରେ ମାଡ଼ି ଚାଲିଥିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଭିତରେ କେହି ଗୁରୁତର ରୋଗୀ ଥିବେ ଭାବି ରାସ୍ତାରେ ଯାଉଥିବା ଲୋକେ ବି ବାଟ ଛାଡ଼ି ଦେଉଥିଲେ।ମାତ୍ର ହଠାତ୍ ଆମ୍ବୁଲାନ୍ମକୁ ଅଟକାଇଲା ଅବକାରୀ ବିଭାଗ ଗାଡ଼ି। ଯାଞ୍ଚ ବେଳେ ଆମ୍ବୁଲାନ୍ସ ଭିତରୁ କୌଣସି ରୋଗୀ ନୁହେଁ ବାହାରିଲା ୪ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ । ଏହା ଦେଖି ଅବକାରୀ ବିଭାଗ କର୍ମଚାରୀ ତାଜୁବ । ଏପରି ଘଟଣା ସୋନପୁର ଜିଲ୍ଲାର କୁଞ୍ଜ […]Continue Reading
Seo wordpress plugin by www.seowizard.org.