Home Posts tagged Gajapati (Page 35)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୬/୪ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ଭୁବନି, ଅଜୟଗଡ ଓ କୁଜାସିଂ ପଞ୍ଚାୟତରେ ଭିନ୍ନ ଭିନ୍ନ ଭାବେ ସେଠାକାର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓପିଇଏଲଆଇପି: ପ୍ରକଳ୍ପ ସହାୟତାରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ଜନ କଲ୍ୟାଣ ପ୍ରତିଷ୍ଠାନ’ ପକ୍ଷରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ନବ-ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୪/୪: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସମ୍ଭିଧାନ ପ୍ରଣେତା , ଦଳିତଙ୍କ ତ୍ରାଣକର୍ତ୍ତା ତଥା ଭାରତ ରତ୍ନ ବାବା ସାହେବ ଡ: ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ଉତ୍ସବ ଆଜି ସର୍ବ ଭାରତୀୟ ଅନୁସୂଚିତ ଜାତି , ଜନଜାତି , ପଛୁଆବର୍ଗ ଓ ସଂଖ୍ୟାଲଘୁ କର୍ମଚାରି କଲ୍ୟାଣ ମହାସଂଘ ଗଜପତି ଜିଲ୍ଲାଶାଖା (ସେବାସ୍ତମ୍ଭ) ଓ ଜିଲ୍ଲା ପ୍ରଶାସନର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୩/୪: ସମଗ୍ର ଗଜପତି ଜିଲ୍ଲାରେ ଶିଶୁ ମାନଙ୍କ ସୁରକ୍ଷାର ଦାୟିତ୍ବ ନେବେ ମହାବିଦ୍ୟାଳୟର ଥିବା ସ୍କାଉଟ ଓ ଗାଇଡ , ୟୁଥ ରେଡକ୍ରସ , ଏନଏସଏସ ଓ ଏନସିସି ଛାତ୍ରୀ ସ୍ବେଚ୍ଛାସେବୀ ମାନେ ।ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଜିଲ୍ଲାର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ “ପ୍ରତିଜ୍ଞା” ର ସଫଳ ରୂପାୟନ ପାଇଁ ଏଣିକି ଜିଲ୍ଲାରେ ଥିବା ପ୍ରତି ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ , ୟୁଥ୍ ରେଡକ୍ରସ , […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୧/୪ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସା୍ଳୟ ପରିସରରେ ଥିବା ପ୍ରସୂତି-କାଳୀନ ଓ ଶିଶୁସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ନିରାପଦ ମାତୃତ୍ୱ ଦିବସ କାର୍ଯ୍ୟକ୍ରମ ପାଳନ ଅବସରରେ ଗର୍ଭବତୀ ମହିଳା ମାନଙ୍କ ନିମନ୍ତେ ସଚେତନତା ଓ ସ୍ୱାସ୍ଥ୍ୟଗତ ବିଭିନ୍ନ ଆବଶ୍ୟକ ଓ ଜରୁରୀ ପରୀକ୍ଷା କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଗର୍ଭବତୀ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୯/୪ : ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧ ସ୍ଥିତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ସହାୟତାରେ ନୂତନ ଭାବେ ନିର୍ମିତ ହୋଇଥିବା ପ୍ରସୂତି କକ୍ଷ ଉଦଘାଟିତ ହୋଇଯାଇଛି ।ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା: ପ୍ରଦୀପ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରସୂତି-କକ୍ଷକୁ ଉଦଘାଟନ କରିଥିଲେ ।ନୂତନ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୮/୪ : ପାରାଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଗଜପତି ଜିଲ୍ଲାସ୍ତରୀୟ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା ।ଏହି Continue Reading
Odisha News
`ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୯/୩ :ପାରାଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠ ପରିସରରେ ବିବେକା ନନ୍ଦ କନ୍ୟାକୁମାରୀ କେନ୍ଦ୍ର ଶାଖା ସଂଯୋଜକ ଶ୍ରୀ ଭାଗବତ ପାଢ଼ିଙ୍କ ସଭାପତିତ୍ୱରେ ସ୍ୱାମୀ ବିବେକା ନନ୍ଦ କନ୍ୟାକୁମାରୀ କେନ୍ଦ୍ର ଶାଖା ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସୁଦୂର ବ୍ରହ୍ମପୁରରୁ ଆସିଥିବା ଅବସରପ୍ରାପ୍ତ ପ୍ରାଧ୍ୟାପକ ସଚ୍ଚିଦା ନନ୍ଦ ପାତ୍ର , ପ୍ରାଧ୍ୟାପକ ଶ୍ରୀ ପ୍ରଫୁଲ୍ଲ କୁମାର ରଥ , ଶ୍ରୀ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୩/୩ : ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ କମ୍ପ୍ୟୁଟର ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଠାରେ ବୁଧବାର ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟରେ ଜାତୀୟ ସହିଦ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସଂଗଠନର ସଭାନେତ୍ରୀ ସୁଶ୍ରୀ ଡି: ପ୍ରିୟଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଇନଜୀବୀ ଶ୍ରୀମତୀ ଇତିଶ୍ରୀ ମହାପାତ୍ର ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟ ଗଜପତି, ୨୩/୩ : ଆସନ୍ତା କାଲି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପୌର ପରିଷଦ ଓ କାଶୀନଗର ଏନଏସି: ରେ ଅଧ୍ୟକ୍ଷ ଓ କାଉନଶୀଲର ପଦବୀ ନିମନ୍ତେ ନିର୍ବାଚନର ମତଦାନ ଅନୁଷ୍ଠିତ ହେବ ।ଏଥିପାଇଁ ଜିଲ୍ଲା ନିର୍ବାଚନ ପ୍ରଶାସନ ପକ୍ଷରିଲୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୁଧବାର ପାରାଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟର ଲେ ପରିସରରେ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ଦିଲୀପ କୁମାର ମହାରଣାଙ୍କ ପ୍ରତ୍ୟକ୍ଷ Continue Reading
Top Stories
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୨/୩:ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ସ୍ଥିତ ବିଦ୍ୟା-ଭବନ ଠାରେ ହୋଲିଷ୍ଟିକ ମେଡ଼ିସିନ ରିସର୍ଚ୍ଚ ଫାଉଣ୍ଡେସନ ଆନୁକୂଲ୍ୟରେ ଆୟୋଜିତ “ନାରୀ ସମ୍ମାନ-୨୦୨୨” ସମ୍ପର୍କିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ୱାର୍ଲଡ ବୁକ ଅଫ ରେକର୍ଡ , ଯୁନାଇଟେଡ଼ କିଙ୍ଗଡମ , ଲଣ୍ଡନ ଦ୍ୱାରା ଡା: ନରସିଂହ ପ୍ରସାଦ ଚରତି\’ଙ୍କୁ ୱାର୍ଲଡ ବୁକ ଅଫ ରେକର୍ଡ ମାନପତ୍ର ସହ ମେଡାଲ ପ୍ରଦାନ କରାଯାଇଛି ।ଡା: ଚରତୀ ଜଣେ Continue Reading