ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୪/୫ : ପାରଳାଖେମୁଣ୍ଡି ସହରର ନଡିଆତୋଟା ସାହି ସ୍ଥିତ ଡ଼: ସତ୍ୟ ନାରାୟଣ ରାଜାଗୁରୁ ବିଦ୍ୟାଳୟ ପରିସରରେ ଜିଲ୍ଲା ମିଶନ ଶକ୍ତି ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ସହଯୋଗରେ ମହିଳା ଉଦ୍ୟୋଗ ସଂଗଠନ ପକ୍ଷରୁ ମହିଳା ମାନଙ୍କ ନିମନ୍ତେ ଛଅ ମାସିଆ ସିଲେଇ ତାଲିମର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ବର ଚନ୍ଦ୍ର ନାୟକ ଓ ପାରଳା Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟପାରାଳାଖେମୁଣ୍ଡି,୧୨/୫: ପାରାଳାଖେମୁଣ୍ଡିର ଅବସର ପ୍ରାପ୍ତ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶିକ୍ଷାବିତ ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନାଙ୍କୁ ନୂଆଦିଲ୍ଲୀ ଠାରେ ଜାତୀୟ ସ୍ତରୀୟ ପ୍ରତିଭା ସମ୍ମାନରେ ସମ୍ଭର୍ଦ୍ଧିତ କରାଯାଇଛି ।ନୂଆଦିଲ୍ଲୀର କୋଲେରା ବାଗ ସ୍ଥିତ ମେଟ୍ରୋଭ୍ୟୁ ହୋଟେଲ ପରିସରରେ ଗତ ୧୧ ତାରିଖ ଦିନ ଏକ ବର୍ଣ୍ଣଢ୍ୟପୂର୍ଣ୍ଣ ସମାବେଶ କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଶ୍ରୀ ଜେନାଙ୍କୁ ମୁମ୍ବାଇ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୯/୫ : ପାରଳାଖେମୁଣ୍ଡି ସ୍ଥିତ “ୟୁ- ଟେକ କମ୍ପୁଟର ଏଜୁକେଶନ ଇନ୍ଷ୍ଟିଚ୍ୟଟ ପରିସରରେ ଅଗ୍ରଣୀ ମହିଳା ସଂଗଠନ “ପ୍ରଗତି” ଆନୁକୂଲ୍ୟରେ ଆନ୍ତର୍ଜାତିକ ମାତୃ ଦିବସ ଓ ପ୍ରଗତି ମହିଳା ସଂଗଠନର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବର୍ଷୀୟାନ ମହିୟସୀ ମହିଳା ମନୋହରା ବେବର୍ତ୍ତା , ଶଶିରେଖା ମିଶ୍ର ଓ କୁମୁଦିନୀ ପାତ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୯/୫: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ଓ ରେଡକ୍ରସ ସଂସ୍ଥାର ପ୍ରତିଷ୍ଠାତା ଜିନ ହେନେରୀ ଡୁନାଣ୍ଟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।ଗ୍ରାମଣୀ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କକ୍ଷ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡିଆରଡିଏର ପ୍ରକଳ୍ପ ନିର୍ଦେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଆଜି ଆମେ ସମସ୍ତେ ଏକତ୍ରିତ ଜିନ ହେନରୀ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟପାରାଳାଖେମୁଣ୍ଡି,୫/୫: ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ବ ହାତ ସ୍ୱାସ୍ଥ୍ୟକର ତଥା ହାତଧୂଆ ଦିବସ ସ୍ଥାନୀୟ ଏସକେସିଜି ହାଇସ୍କୁଲ ଛାତ୍ରବାସ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ୟ୍ୟକ୍ରମରେ ଗୁରାଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଗୋଷ୍ଠୀ ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ (ପିଏଚଇଓ) ମମତା ପାଢ଼ୀ ଏବଂ ବ୍ଲକ ଏକାଉଣ୍ଟସ ମ୍ୟାନେଜର (ବିଏଏମ) Continue Reading
ଗଜପତି : ପବିତ୍ର ମହେନ୍ଦ୍ରଗିରି ଶିଖରରେ ଥିବା ପର୍ଶୁରାମ ଧାମରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୪/୫: ଗଜପତି ଜିଲ୍ଲା ର୍ୟାଗଡ଼ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବପୀଠ ପବିତ୍ର ମହେନ୍ଦ୍ରଗିରି ଶିଖରରେ ଥିବା ବିଶ୍ବ ପ୍ରସିଦ୍ଧ ସପ୍ତ କୁଳାଚଳ ପର୍ଶୁରାମ ଧାମରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ମଙ୍ଗଳବାର ପବିତ୍ର ଅକ୍ଷୀ ତୃତୀୟା ଦିନରେ ଅନୁଷ୍ଠିତ ହୋଇଯାଇଛି ।ଚିରଞ୍ଜିଵୀ ଭଗବାନ ପର୍ଶୁରାମ ପବିତ୍ର ମହେନ୍ଦ୍ରଗିରି ଶିଖରରେ ତପସ୍ୟା ରତ ଥିବା ବେଳେ ତ୍ରେତୟା , ଦ୍ୱାପର ଓ କଳିଯୁଗର ସମସ୍ତ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୪/୫ :ଗୀତ ଗୋବିନ୍ଦ ମହାକାବ୍ୟର ସ୍ରଷ୍ଠା ତଥା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି ସମର୍ପିତ ପ୍ରାଣ କବି ଶ୍ରୀ ଜୟଦେବଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ଉତ୍ସବ , ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଗ୍ରାମିଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭା କାର୍ଯ୍ୟକ୍ରମରେ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି , ୩୦/୪: ପାରାଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଶନିବାର ଗଜପତି ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପ୍ରାଣୀ ଚିକିତ୍ସା ଦିବସ-୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।: ଆୟୋଜିତ କାର୍ଯ୍ୟକ୍ରମରେ ସିଡିଭିଓ ଡ଼ା: ଗିରିଶ ଚନ୍ଦ୍ର ମହାନ୍ତି ସଭାପତିତ୍ୱ କରି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହି ଆମର ଜୀବନ ଜୀବିକା ସହିତ ପ୍ରାଣୀ ସମ୍ପଦ ଓତୋପ୍ରୋତଃ Continue Reading
By Pravakara Sahoo Paradip, April 25: Union minister of ports, shipping and waterways Sarbananda Sonowal on Sunday asked Paradip Port authorities to augment the cargo handling capacity of the all-weather port to 500TPA by 2030. The Paradip Port presently has a capacity of 279TPA. Sonowal, who undertook his maiden visit to Paradip Port here, reviewed […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୪/୪ : ଦେଶ ସ୍ୱାଧୀନତା ର ୭୫ ବର୍ଷ ଅଂଶ ବିଶେଷ ଆଜାଦିକ ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ପାରଳାଖେମୁଣ୍ଡି ସ୍ଥିତ ମହାରଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସଭାଗୃହ ଠାରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଦ୍ୟାଳୟର ଛାତ୍ର ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ବିଭିନ୍ନ ଅପରାଧ ଆଇନ ସମ୍ପର୍କିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମାନ୍ୟବର ଓଡିଶା ରାଜ୍ୟ ପ୍ରାଧିକରଣ କଟକ […]Continue Reading