Home Posts tagged Gajapati (Page 29)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୯/୭: ଗଜପତି ଜ଼ିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ୱରେ ଆକାଂକ୍ଷା ଜ଼ିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ଗଜପତି ଜ଼ିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ପଦକ୍ଷେପ ସ୍ୱରୂପ “ଗଜପତି ଶିକ୍ଷା ଆରୋହଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟତଃ ଚଳିତ ରାଜ୍ୟ ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ସରକାରୀ ବିଦ୍ୟାଳୟର ଏ୧ ଗ୍ରେଡ୍ ରଖିଥିବା ଛାତ୍ରଛାତ୍ରୀଙ୍କ ପ୍ରଧାନଶିକ୍ଷକ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୯/୭: ପାରାଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର କେରିଅର କାଉନସେଲିଙ୍ଗ କକ୍ଷଠାରେ ସୋମବାର ଗୋପାଳପୁର-ଗୋଳାବନ୍ଧ ସ୍ଥିତ ଆର୍ମି ରିକୃଟମେଣ୍ଟ କାର୍ଯ୍ୟାଳୟ ଓ ଗଜପତି ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟାଳୟର ମିଳିତ ସହଯୋଗରେ ଭାରତ ସରକାରଙ୍କ “ଅଗ୍ନିପଥ ଯୋଜନା” ସ୍ରମ୍ପର୍କିତ ଏକ କେରିଅର କାଉନସେଲିଙ୍ଗ ମୋଟିଭେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୬/୭ : ଗଜପତିଜିଲ୍ଲାରେ ୨୩ ଟି ଟୀକାଦାନ କେନ୍ଦ୍ରରେ ୧୮୦୦ ଜଣଙ୍କ ପାଇଁ ଟିକା ନେବା ବ୍ୟବସ୍ଥା ହୋଇଛି ।ଦେଶବ୍ୟାପି ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ସାରା ଦେଶରେ ୧୮ରୁ ୫୯ ବର୍ଷ ବୟସ ବର୍ଗର ଲୋକଙ୍କୁ ମାଗଣାରେ କୋଭିଡର ବୁଷ୍ଟର ଡୋଜ୍ ଦିଆଯାଉଛି।ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ମଧ୍ୟ ଯୋଡ଼ି ହୋଇଛି । ଏହି ବୁଷ୍ଟର ଡୋଜ ଟିକାକରଣ ପାଇଁ ଜିଲ୍ଲାର ପାରଳାଖେମୁଣ୍ଡି ସହର ସମେତ ୭ଟି ବ୍ଲକରେ ୨୩ଟି […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୬/୭ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିର କାଳିଆପଟ୍ଟା ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆଇ) ପରିସରରେ କାଳିଆପଟ୍ଟା ଆଇଟିଆଇ: ଏବଂ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ “ବିଶ୍ବ ଯୁବ କୌଶଳ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ବିଭିନ୍ନ ସ୍କୁଲର ୧୫୦ ଜଣରୁ ଅଧିକ ଛାତ୍ରଛାତ୍ରୀଙ୍କ ସମେତ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟପାରାଳାଖେମୁଣ୍ଡି,୧୬/୭ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟ ଠାରେ ଆଜି ଜନ ଶିକ୍ଷା ସଂସ୍ଥାନ ଓ ମହାବିଦ୍ୟାଳୟର ୟୁଥ ରେଡକ୍ରସ ଅନ୍ତର୍ଗତ ରେଡ ରିବନ କ୍ଲବର ମିଳିତ ଆନୁକୂଲ୍ୟରେ ଆଜି ‘ବିଶ୍ବ ଯୁବ କୌଶଳ ଦିବସ-୨୦୨୨’ କାର୍ଯ୍ୟକ୍ରମ ପାଳନ ଅବସରରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୩/୭: ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ପରିମଳ ପଞ୍ଚାୟତର ନୂଆପଲ୍ଲୀ ଗ୍ରାମ ନିକଟସ୍ଥ ପାହାଡରେ ଭୁ-ସ୍ଖଳନ ଘଟିଛି ।ଗତକାଲି ରାତିସାରା ବର୍ଷା ଲାଗି ରହିବା ସହ ଆଜି ସକାଳେ ମଧ୍ୟ ଲଗାଣ ବର୍ଷା ଜାରୀ ରହିଥିଲା ।ଫଳରେ ଗ୍ରାମକୁ ଲାଗି ରହିଥିବା ପାହାଡରେ ଭୁ-ସ୍ଖଳନ ଘଟିଥିଲା ଭୁ-ସ୍ଖଳନର ପ୍ରକୋପରେ ପାହାଡ଼ ଉପରୁ ଛୋଟ-ବଡ଼ ପଥର ସହ ଗଛ ଉପାଡି ହୋଇ ବିରାଟ ଶବ୍ଦ ହୋଇ ଝରଣା ଭଳି ମାଟି ଓ ପଥର […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୨/୭ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି ।ଦୀର୍ଘ ୧୨ ଦିନର ଲୀଳା ଖେଳ ସାରି ଆଜି ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିର ରତ୍ନ ବେଦୀକୁ ଯାଇଛନ୍ତି ।ବାହୁଡା ଯାତ୍ରା ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ତିନି ରଥଟଣା ବେଳେ ପାରମ୍ପରିକ ପ୍ରକାରେ ବଡଦାଣ୍ଡର ଅଧ ବାଟରେ ଅଟକି ରହିଥିଲା ।ଆଜି ନୀଳାଦ୍ରି ବିଜେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୧/୭ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରିର କାଲିଆପଟା ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଶିଳ୍ପ ତାଲିମ କେନ୍ଦ୍ର ଏବଂ ଗଜପତି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସସିପ ମେଳା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନମନ୍ତ୍ରୀ ଦକ୍ଷତା ଇଣ୍ଡିଆ ମିଶନ ଅଧିନସ୍ଥ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗୀତା ମନ୍ତ୍ରଣାଳୟ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୧/୭: ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ବଡଦାଣ୍ଡରେ ଶ୍ରୀଜୀଉ ମାନେ ରଥ ଉପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଆଜି ପବିତ୍ର ବଡ ଏକାଦାଶି ତିଥିରେ ସୁନା ବେଶରେ ଦର୍ଶନ ଦେଇଛନ୍ତି ।ଶ୍ରୀ ଜୀଉ ମାନଙ୍କ ଏହି ଦୁର୍ଲଭ ସୁନାବେଶ ଦେଖିବା ପାଇଁ ୫୦ ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ଲୋକଙ୍କ ସମାଗାମ ହୋଇଥିଲା ।ଶ୍ରୀଜୀଉ ମାନଙ୍କ ସୁନାବେଶ ଅବସରରେ ପାରଳାଖେମୁଣ୍ଡି ମହାରାଜାଙ୍କ ରାଜ ଉଆସରେ ଥିବା ରତ୍ନ ଭଣ୍ଡାରରୁ ଠାକୁର Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟପାରଳାଖେମୁଣ୍ଡି,୭/୭: ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ: ସୀତାପୁର ପଞ୍ଚାୟତର ସିଙ୍ଗିପୁର ଗ୍ରାମର ମହିଳା ସ୍ୱୟ ସହାୟକ ଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉଦ୍ଦେଶ୍ୟରେ କୁକୁଡ଼ା ପାଳନ ନିମନ୍ତେ କୁକୁଡ଼ା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଗୋଟିଏ ଏସଏଚଜି ଗୋଷ୍ଠୀକୁ ପଚିଶଟି ଲେଖାଏଁ ଏଭଳି ଭାବେ ଶହେ ଗୋଷ୍ଟିଙ୍କୁ ପଚିଶି ଶହ କୁକୁଡ଼ା ଚିଆଁ ବଣ୍ଟନ କରାଯାଇଛି ।ଏହି ବଣ୍ଟନ Continue Reading