Home Posts tagged Gajapati (Page 27)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୪/୮: ଗଜପତି ଜିଲ୍ଲାର ଉପଲଡ଼ା ଓ ଅଡାସିଂ ଗ୍ରାମାଞ୍ଚଳରେ ଅବକାରୀ ଚଢାଉ କରାଯାଇ ଏଥିରେ ୩ ଜଣ ଆସାମୀଙ୍କୁ ଗିରଫ କରାଯିବା ସହ ୨ ଟି ମୋଟର ସାଇକଲ ଓ ୩୦ କେଜି ଗଞ୍ଜେଇ ଜବତ କରାଯାଇଛି ।ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଆଦେଶ ଅନୁଯାୟୀ ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠୀଙ୍କ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୪/୮:ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ନାରାୟଣପୁର ଠାରେ ଆର-ଆଇ: ଅଫିସ୍ କରିବା ଦାବୀ ନେଇ ଏକ ବିଶାଳ ରାଲୀ ଅନୁଷ୍ଠିତ ହୋଇଯାଇଛି ।ରାୟଗଡ଼ ବ୍ଲକର ନାରାୟଣପୁର ଓ ଏସ୍.କରଡ଼ାସିଙ୍ଗି ପଞ୍ଚାୟତର ଅଞ୍ଚଳବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ନାରାୟଣପୁର ଠାରେ ଆର-ଆଇ: ଅଫିସ୍ କରିବା ଦାବୀରେ ଆଜି ଲାଞ୍ଜିପଦର୍ ଛକ ଠାରୁ ଦୁଇ ପଞ୍ଚାୟତର ପ୍ରାୟ ୧୦୦୦ରୁ ଉର୍ଦ୍ଧ ଅଞ୍ଚଳ ବାସୀ ଏକତ୍ରିତ ହୋଇ ଏକ ବିଶାଳ ରାଲୀ ରେ ବାହାରି ନାରାୟଣପୁର Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୨/୮: ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ଭାଷାତତ୍ତ୍ଵ ବିତ୍ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମାଙ୍କ ୧୫୪ତମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସକାଳେ ଏକାଡେମୀ ଜିଲ୍ଲା ସଦସ୍ୟ ଓ ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୨/୮: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା କୋର୍ଟ ପରିସରରେ ଆଜି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ଆଇନ ସାକ୍ଷରତା ମହୋତ୍ସବ ଅବସରରେ ଆଇନ ସମ୍ବନ୍ଧୀୟ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠିତ ଏହି ସାକ୍ଷରତା ମହୋତ୍ସବର ପ୍ରତିଯୋଗିତା କାର୍ଯ୍ୟକ୍ରମରେ ୧୭ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତା ଯଥା: ପ୍ରବନ୍ଧ , Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୯/୮:ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତ୍ତକ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଗଜପତି ଜିଲ୍ଲା ନିର୍ବାଚନ କାର୍ଯ୍ୟାଳଳୟ ପକ୍ଷରୁ ଏକ ଭୋଟର ସଚେତନତା ତଥା ଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ସହକାରୀ କଲେକ୍ଟର ଶ୍ରୀ ରାଜେନ୍ଦ୍ର ପ୍ରସାଦ ଭୂୟାଁ , ମାଷ୍ଟର ଟ୍ରେନର ଭାବେ ଯୋଗଦେଇ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୯/୮: ପାରଳାଖେମୁଣ୍ଡି ଠାରେ ଆଜି ଫଟୋଗ୍ରାଫ ୟୁନିଅନ ଯଥା:- “ଇନକ୍ରେଡିବୁଲ ପ୍ରଫେସନାଲ ଫଟୋଗ୍ରାଫର୍ ୟୁନିଅନ” ପକ୍ଷରୁ “ବିଶ୍ୱ ଫଟୋଗ୍ରାଫି ଦିବସ” ପାଳିତ ହୋଇଯାଇଛି ।ଦୁଇ ଫରାସୀ ବୈଜ୍ଞାନିକ ଲୁଇସ୍ ଜେକସ୍ ମାଣ୍ଡେ ଡାଗୁଏରୋ ଏବଂ ଜୋସେଫ ନିସଫୋର୍ଟ ନିପସେ , ଡାଗୁଏରୋ ଟାଇପ ପ୍ରକ୍ରିୟାରେ ପ୍ରଥମେ ବିଶ୍ୱର ପ୍ରଥମ ଫଟୋଗ୍ରାଫି ୧୮୩୯ ମସିହା ଜାନୁଆରି ୯ ତାରିଖରେ ଆରମ୍ଭ କରିଥିଲେ ।ଫ୍ରାନସ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୯/୮: ଗଜପତି ଜିଲ୍ଲା କାଶୀନଗର ସ୍ଥିତ ସ୍ୱାସ୍ଥ୍ୟ ବିଳାସ ଫାର୍ମାସୀ ପରିସରରେ ଫାର୍ମାସୀ ପକ୍ଷରୁ ଅବିଭକ୍ତ ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ଆୟୁର୍ବେଦ ଚିକିତ୍ସା ବିଶାରଦ ସ୍ବର୍ଗତ କବିରାଜ ସତ୍ୟ ନାରାୟଣ ପାତ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଅନନ୍ତମୁଖି ଭାଗବତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅନନ୍ତମୁଖି ଭାଗବତ ପାରାୟଣ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଓ କାଶୀନଗର ଅଞ୍ଚଳର ବହୁ ମଠାଧୀଶ Continue Reading
Birthday Wedding Day & Anniversary Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୭/୮: ପାରଳାଖେମୁଣ୍ଡି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଦୀର୍ଘ କାଳ ଧରି ଓଡ଼ିଆ ଶିକ୍ଷକ ଭାବେ ଶିକ୍ଷକତା କରି ଆସୁଥିବା ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ସୁରଳ ଗ୍ରାମର ବଡ଼ସାହି ଠାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଡମ୍ବରୁ ଧର ବେହେରାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ , ଭୁବନେଶ୍ଵର ଆନୁକୁଲ୍ୟରେ ସନନ୍ଦ ପାତ୍ର ପ୍ରଦାନ କରାଯାଇଛି ।ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟପାରଳାଖେମୁଣ୍ଡି,୧୬/୮: ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଁଣୀ ସମାଜ ସଭା ଗୃହ ଠାରେ ମଙ୍ଗଳବାର ଦିନ ଆଜାଦିକା ଅମୃତ ମହୋତ୍ସବ ଅବସରରେ ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଵ ରଚିତ ଦେଶାତ୍ମ୍ ବୋଧକ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଉପାନ୍ତ ପ୍ରହରୀ , ସାହିତ୍ୟିକ ତଥା ଗବେଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ Continue Reading
Top Stories
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୬/୮: ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଁଣୀ ସମାଜ ସଭା ଗୃହ ଠାରେ ଆଜି ଆଜାଦିକା ଅମୃତ ମହୋତ୍ସବ ଅବସରରେ ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଵ ରଚିତ ଦେଶାତ୍ମ୍ ବୋଧକ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଉପାନ୍ତ ପ୍ରହରୀ , ସାହିତ୍ୟିକ ତଥା ଗବେଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମର Continue Reading