ଗଣେଶ କୁମାର ରାଜୁଙ୍କ ରିପୋର୍ଟ ପାରଳାଖେମୁଣ୍ଡି,୬/୯: ପାରଳାଖେମୁଣ୍ଡି ସ୍ଥାନୀୟ ସାଇନଗର ସ୍ଥିତ ଭାଗିରଥି ପାଢି ସ୍ମୃତି କଳା ପରିଷଦ ଭବନ ପରିସରରେ ଭକ୍ତିସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥଙ୍କ ସଭାପତିତ୍ବରେ ଦେବୀ ମଠର ମହନ୍ତ ମହାରାଜ ରାମାନନ୍ଦ ଦାସଜୀ , ଗୁରୁ ରଘୁନାଥ ପାତ୍ର ଓ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟ ଗଜପତି,6/9: ପାରଳାଖେମୁଣ୍ଡି ସ୍ଥିତ ଆଜି ୟୁ ଟେକ୍ କମ୍ପ୍ୟୁଟର ଏଜୁକେସନ୍ ପରିସରରେ ସୋମବାର ଦିନ ପ୍ରଗତି ମହିଳା ସଂଗଠନ ଏବଂ ୟୁ-ଟେକ୍ କମ୍ପ୍ୟୁଟର ଏଜୁକେସନ୍ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ଗୁରୁ ପୂଜନ ଉତ୍ସବ ଏବଂ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ଉତ୍ସବ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ୟୁ ଟେକ୍ କମ୍ପ୍ୟୁଟର ଶିକ୍ଷା Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟ ପାରଳାଖେମୁଣ୍ଡି,6/9: ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଗୌରଚନ୍ଦ୍ର ଗଜପତି ସଭାକାକ୍ଷ ଠାରେ ଆଜି ବିଦ୍ୟାଳୟ ପକ୍ଷରୁ ଗୁରୁ ପୂଜନ ଉତ୍ସବ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଜନ୍ମ ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଉତ୍ସବରେ ଅତିଥି ମାନେ ଭଗବାନ ଗଣେଶ ମୂର୍ତ୍ତି ଠାରେ ଦୀପ ପ୍ରଜ୍ଜ୍ୱଳନ ଓ ସର୍ବପଲ୍ଲୀ ଡଃ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ Continue Reading

BY AKSHYA ROUT Jajpur, Sept 5 : Odisha Papular Chief Minister Naveen Patnaik was today conferred with a lifetime achievement award by the Capital Foundation Society (CFS) in New Delhi. The award was given to Patnaik in recognition of his distinctive and outstanding leadership qualities. Former Chief Justice of India NV Ramana presented him the […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟ ଗଜପତଯ, ୫/୯ : ପାରଳାଖେମୁଣ୍ଡି ସ୍ଥିତ ଐତିହାସିକ ପୀଠ ଉତ୍କଳ ହିତୈଷିଣି ସମାଜ ସଭାଗୃହ ଠାରେ ରବିବାର ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ , ଗଜପତି ଜିଲ୍ଲାଶାଖା ପକ୍ଷରୁ “ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଓ ପାରଳାଖେମୁଣ୍ଡି” ପ୍ରସଙ୍ଗ ଉପରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ମାନଙ୍କୁ ନେଇ ଦାବୀ ଉପସ୍ଥାପନା କ୍ଷେତ୍ରରେ ସହଯୋଗ କରିବା ପାଇଁ ଏକ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୩/୯: ଗଜପତି ଜିଲ୍ଲାରେ ଥିବା ସରକାରୀ ପଲିଟେକନିକ୍ ଓ ଆଇଟିଆଇ ଶିଳ୍ପାନୁଷ୍ଠାନ ମାନଙ୍କରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରି କିଭଳି ଏଡମିଶନ୍ ନେବେ , ସେ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଓଡ଼ିଶା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ସରକାରୀ ପଲିଟେକନିକ୍ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାର ୧୨୦ ଟି ହାଇସ୍କୁଲର Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨/୯: ଆଜାଦିକା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଭାରତୀୟ ସୈନ୍ୟ ବାହିନୀରେ ଅଗ୍ନିବୀର୍ ଭାବେ ନିଯୁକ୍ତି ନିମନ୍ତେ ଗଜପତି ଜିଲ୍ଲାର ନିର୍ଦ୍ଧାରିତ ବୟସର ପଞ୍ଜିକୃତ ଶିକ୍ଷିତ ଓ ବେକାର ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ମିଳିତ ସହଯୋଗରେ ଏକ ଜିଲ୍ଲାସ୍ତରୀୟ ପ୍ରାକ୍-ତାଲିମ ଶିବିର ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆରମ୍ଭ ହୋଇଯାଇଛି ।ଆସନ୍ତା Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୭/୮: ଗଜପତି ଜିଲ୍ଲାର ଏକମାତ୍ର ଅଗ୍ରଣୀ ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥ ଓ ଭୁବନେଶ୍ଵର ସ୍ଥିତ ସାଇଟ୍ ସେଭର୍ସ ଇଣ୍ଡିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଭାଗିଦାରୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।ସମର୍ଥ ଦୀର୍ଘ ୧୮ ବର୍ଷ ଧରି ଗଜପତି ଜିଲ୍ଲାର ଭିନ୍ନକ୍ଷମ ମାନଙ୍କ ସଶକ୍ତିକରଣ ସମେତ ସାମାଜିକ ଓ ଅର୍ଥନୈତିକ ପୂନଃ ଥଇଥାନ ଦିଗରେ କାର୍ଯ୍ୟ କରି ଆସୁଅଛି ।ସରକାରଙ୍କ ବିଭନ୍ନ ଉନ୍ନୟନମୁଳକ ଯୋଜନା Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୬/୮: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଭିନ୍ନ ମହିଳା ମାନଙ୍କୁ ନେଇ “ବିଶ୍ଵ ମହିଳା ସମାନତା ଦିବସ” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।ଏହି ଅବସରରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢୀଙ୍କ ନେତୃତ୍ୱରେ ବିଭିନ୍ନ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଏକ ସଚେତନତା Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୫/୮: ଗୁରୁବାର ୩୭ ତମ ଜାତୀୟ ଚକ୍ଷୁଦାନ ପକ୍ଷ (୨୫ ଅଗଷ୍ଟ ଠାରୁ ୮ ସେପ୍ଟେମ୍ବର-୨୦୨୨) ଅବସରରେ ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଫରେଷ୍ଟ ଛକ ଠାରେ ଥିବା ବୃଦ୍ଧାଶ୍ରମ “ଆଶ୍ରା”ର ଅନ୍ତେବାସୀଙ୍କ ନିମନ୍ତେ ଆଜି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡୀ ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଗୋଷ୍ଠୀ ସ୍ୱାସ୍ଥ୍ୟ Continue Reading