Home Posts tagged Gajapati (Page 24)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟପାରଳାଖେମୁଣ୍ଡି, ୨୬/୯ : ଉପୋଭକ୍ତା ଓକିଲାତି ସଂଘ ତଥା ଗଞ୍ଜାମ ଜିଲ୍ଲା କୁଲାଡ ଗ୍ରାମର ଭଞ୍ଜମଣ୍ଡପ ସ୍ଥିତ ଭଞ୍ଜ ଗ୍ରାମୀଣ ବିକାଶ ସଂସ୍ଥା (ବାର୍ଡ) ପକ୍ଷରୁ ଭାରତ ସରକାର\’ଙ୍କ ଟେଲିକମ ସଞ୍ଚାର ପ୍ରାଧିକରଣ ସଂସ୍ଥା “ଟ୍ରାଇ” ସହଯୋଗରେ ଏକ ଦିନିକିଆ ଟେଲିକମ ଓ ଡ଼ିଟିଏଚ ଗ୍ରାହକ ଅଧିକାର ଓ ଅଭିଯୋଗ ସମ୍ଭନ୍ଧୀୟ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଓଡ଼ିଶା ବିକଳାଙ୍ଗ ମଞ୍ଚର ସଭାପତି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୬/୯: ଗୁଣୁପୁର କଟକ ମେମୋ ଟ୍ରେନରେ ସଫେଇ କାର୍ଯ୍ୟରେ ଚରମ ଅବ୍ୟବସ୍ଥା କରା ଯାଉଥିବା ଯୋଗୁଁ ବହୁ ସମ୍ପୂର୍ଣ୍ଣ ଦୁର୍ଗନ୍ଧମୟ ହୋଇପଡିଛି । ଯାତ୍ରୀମାନେ ଦୁର୍ଗନ୍ଧ ଯୋଗୁଁ ନାହିଁ ନ ଥିବା ଦୁର୍ଗନ୍ଧମୟ ପରିବେଶ ମଧ୍ୟରେ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି ।ପଲାଶା -ଭୁବନେଶ୍ୱର ନଂ- ୦୮୪୨୧/୦୮୪୨୨ ମେମୋ ଟ୍ରେନକୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ଚଳାଚଳ କରିବା ପାଇଁ ପାରଳାଖେମୁଣ୍ଡି ଓ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟପାରଳାଖେମୁଣ୍ଡି, ୨୬/୯: ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତ ୨୩-୯-୨୦୨୨ ଓ ୨୪-୯-୨୦୨୨ ଦୁଇ ଦିନ ଧରି ମୋହନା ଓ ଆର୍.ଉଦୟଗିରି ଅଞ୍ଚଳରେ ଏପିଆର: ପୋଲିସ ଫୋର୍ସ , ଅବକାରୀ ବିଭାଗ , ଆର୍ . ଉଦୟଗିରି ଓ ମୋହନା ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନ ଯଥା :- ପାତ୍ର ବସା , ତୁବୁରୁବା […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୩/୯: ଜମିକୁ ଯିବ ଜଳ – କ୍ଷେତରେ ଫଳିବ ସୁନାର ଫସଲ । ଏବେ ରାଜ୍ୟ ସରକାରଙ୍କ ଫୋକସରେ ରହିଛି ଜଳସେଚନ ବ୍ୟବସ୍ଥା । “ପାର୍ବତୀ ଗିରି” ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଯୋଜନା ଅନ୍ତର୍ଗତ ଏକାଧିକ ପ୍ରସ୍ତାବ ଉପରେ କେବିନେଟ୍ ମୋହର ଲାଗିଥିବା ବେଳେ ସେଥି ମଧ୍ୟରୁ ସବୁଜ ସଂକେତ ମିଳିଥିବା ଗଜପତି ଜିଲ୍ଲା ଅନ୍ୟତମ । ଆଜି ପାରଳାଖେମୁଣ୍ଡି ସ୍ଥିତ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେଡି ଦଳ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୨/୯: ଗଜପତି ଜିଲ୍ଲା କାଶୀନଗର ବ୍ଲକ ହାଡୁଭାଙ୍ଗି ପଞ୍ଚାୟତର ହାଡୁଭାଙ୍ଗି ଠାରେ ଆଜି ସ୍ୱଚ୍ଛ ଭାରତ ମିଶନ(ଗ୍ରାମୀଣ) ଅନ୍ତର୍ଗତ ସ୍ବଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ରାଜେନ୍ଦ୍ର ରଥ’ଙ୍କ ନେତୃତ୍ୱ’ରେ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା ।ଶୋଭାଯାତ୍ରାରେ ପଞ୍ଚାୟତ ପ୍ରତିନିଧି, ଅଙ୍ଗନବାଡ଼ି ଓ ଆଶା କର୍ମୀ , ଏମବିକେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୨/୯: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି “ବିଶ୍ଵ ଆଲଜିମର୍ସ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ବିଭିନ୍ନ ସଚେତନତା ମୂଳକ ସ୍ଲୋଗାନ ମାନ ଦେଇ ଗ୍ରାମ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୧/୯:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ନୂଆ ବସଷ୍ଟାଣ୍ଡ ପରିସରରେ ଥିବା ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ପରିବେଷଣକୁ ନେଇ ଅଭିଯୋଗ ହୋଇଛି ।ଅଭିଯୋଗ ପ୍ରକାରେ , ଏଠାରେ ନିମ୍ନମାନର ଡାଲମା ସାଙ୍ଗକୁ ଦରସିଝା ଭାତ ପରିବେଷଣ କରା ଯାଉଥିବାର ଅଭିଯୋଗ ପାଇବା ପରେ ଗତକାଲି ଅର୍ଥାତ୍ ମଙ୍ଗଳବାର ଦିନ ମଧ୍ୟାହ୍ନ ସମୟରେ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂସ୍ଥାର ଜିଲ୍ଲା ସଭାନେତ୍ରୀ ତନୁଜା ଶତପଥି ଏବଂ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋଟପାରଳାଖେମୁଣ୍ଡି,୨୧/୯: ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିକୁ ସ୍ମରଣ କରିବା ଊଦ୍ଦେଶ୍ୟରେ ସାରା ରାଜ୍ୟରେ ଗତ ୧୫ ଅଗଷ୍ଟରୁ ଅହିଂସା ରଥ ପରିକ୍ରମା କରୁଚ୍ଥି । ଏହି କ୍ରମରେ ବୁଧବାର ପୂର୍ବାହ୍ନରେ ୨ ଗୋଟି ଅହିଂସା ରଥ ଗଜପତି ଜିଲ୍ଲାରେ ଆସି ପହଞ୍ଚିବ । ଗାନ୍ଧିଜୀଙ୍କ ପରିଦର୍ଶନ ସ୍ଥାନ ପାରଳାଖମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବା ପରେ ଜିଲ୍ଲାର ୭ ଗୋଟି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟପାରଳାଖେମୁଣ୍ଡି,୨୧/୯: ଗଜପତି ଜିଲ୍ଲାର ବାଳିକା ଶିଶୁ ଅନୁଷ୍ଠାନରେ ରହୁଥିବା ଦୁଇଜଣ ମାତୃପିତ୍ରୁହୀନ ଶିଶୁକନ୍ୟା ଓ ଅଣ ଅନୁଷ୍ଠାନର ଜଣେ ମାତୃପିତ୍ରୁହୀନ ଶିଶୁକନ୍ୟା ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଯୋଗୁଁ ସେମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଭୁବନେଶ୍ଵର ସ୍ଥିତ ସିଭି: ରମଣ ବୈଷୟିକ ବିଶ୍ୱବିଦ୍ୟାଳୟରେ ସେମାନଙ୍କ ନାମଲେଖା କରାଯାଇଛି । Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୯/୯ : ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ପାରଳାର ପ୍ରାକ୍ତନ ବିଧାୟକ ସ୍ବର୍ଗତ ତ୍ରିନାଥ ସାହୁଙ୍କ ୧୨ତମ ପୂଣ୍ୟତିଥି ଅବସରରେଏକ ସ୍ମୃତିଚାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ଃ ରୀନା ସାହୁ , ସ୍ୱର୍ଗତ ସାହୁଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅଧ୍ୟକ୍ଷା ଡଃ ରୀନା Continue Reading