ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୯/୧୦: ରାଜ୍ୟ ସରକାରଙ୍କ ଓ.ପେ.ପା: ବିଭାଗ ସହାୟତାରେ କାଶୀନଗର ବ୍ଲକ ଶିକ୍ଷାଧିକାରୀଙ୍କ ଆନୁକୁଲ୍ୟରେ ସରକାରଙ୍କ ସୁନେତ୍ର ଯୋଜନାରେ କାଶୀନଗର ଏନଏସି: ଅଧୀନସ୍ଥ ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପାଠ ପଢା -ଲେଖାରେ ଛାତ୍ରଛାତ୍ରୀ ମାନଙ୍କ ଚକ୍ଷୁରେ ଯେଭଳି କୌଣସି ପ୍ରକାର ଅସୁବିଧା ନ ହୁଏ , ସେଥିପ୍ରତି ଦୃଷ୍ଟି ଦେଇ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟପାରଳାଖେମୁଣ୍ଡି,୧୮/୧୦ :ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁନ୍ଦର ଓ ଉତ୍କୃଷ୍ଟ ଘର ନିର୍ମାଣ କରି ପ୍ରଧାନମନ୍ତ୍ରୀଙ୍କ ଠାରେ ସମ୍ମାନୀତ ହେବାପାଇଁ ଓଡିଶାରେ ତିନି ଜଣଙ୍କୁ ଚୟନ କରାଯାଇଛି । ସେହି ତିନି ଜଣଙ୍କ ମଧ୍ୟରୁ ଜଣେ ଗଜପତି ଜିଲ୍ଲା କାଶୀନଗର ଗ୍ରାମର ପୋଲାକି ସଞ୍ଜିବ ଅନ୍ୟତମ ।ମାତ୍ର ପ୍ରାୟ ନଅ ଫୁଟ ଓସାରିଆ କୁ ପ୍ରାୟ ୫୦ଫୁଟ ଲମ୍ବ ରେ ଘର ଉପରେ ମାତ୍ର ଛାତ ଟିଏ ପଡ଼ିଛି । ଘରକୁ ସାମନା ପଟରୁ […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୯/୧୦: ଆଜି ପୂର୍ବାହ୍ନ ସମୟରେ ପାର୍ଡଡା ଗ୍ରାମ ପଞ୍ଚାୟତ ଠାରେ ସ୍ବୟଂ ସହାୟକ ଦଳର ସଭ୍ୟମାନଙ୍କୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ କେକେଏସ: ର ଆର୍ଥିକ ସହାୟତାରେ , ସିସିଡ଼ି ଅନୁଷ୍ଠାନ ପକ୍ଷରୁ ଆୟୋଜନ କରା ଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପାର୍ତ୍ତଡା ଗ୍ରାମ ପଞ୍ଚାୟତର ଥିବା ୫୭ ଗୋଟି ସ୍ବୟଂ ସହାୟକ ଦଳ ମଧ୍ୟରୁ ୧୭୯ ଜଣ ସଭ୍ୟା ଯଥା:- ସଭାନେତ୍ରୀ , ସମ୍ପାଦିକା ଓ ସଭ୍ୟା ମାନେ ଯୋଗ ଦେଇଥିଲେ […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୯/୧୦: ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ , ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ , ଓଡିଶା ସରକାରଙ୍କ ସହାୟତାରେ ସିସିଡି , ଗଜପତି ଆନୁକୁଲ୍ୟରେ ୱାର୍ଡ ସଭ୍ୟସଭ୍ୟାଙ୍କ ନିମନ୍ତେ ତିନି ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ସିସିଡି ତାଲିମ କେନ୍ଦ୍ର ଠାରେ ଉଦଘାଟିତ ହୋଇଯାଇଛି ।ଗୁମ୍ମା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଗୁମ୍ମା ବ୍ଲକ୍ର Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୮/୧୦ : ପୂଜ୍ୟପୂଜା ଅନୁଷ୍ଠାନ ଆନୁକୁଲ୍ୟରେ ବିଭିନ୍ନ ବର୍ଗ ତଥା ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଭାରତ ରତ୍ନ ଆବଦୁଲ୍ କାଲାମଙ୍କ ଜନ୍ମ-ତିଥିରେ ଆଭାସି (ଭର୍ଚୁଆଲ) ମାଧ୍ୟମରେ ଆଲୋଚନା କାର୍ଯ୍ୟକ୍ରମ ଆବାହକ ତଥା ଅଧ୍ୟକ୍ଷ ଭାଗବତ ପାଢ଼ୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ।ଓଡ଼ିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ଅନୁଷ୍ଠିତ ସମସ୍ତ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୭/୧୦: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା କାଯ୍ୟକ୍ରମର ଏକ ସମୀକ୍ଷା ବୈଠକ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ , ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟରତ ବିଭିନ୍ନ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୭/୧୦: ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ୧୭ ବର୍ରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ୍ , ପାରଳାଖେମୁଣ୍ଡି ପରିସରରେ ଉଦଯାପିତ ହୋଇ ଯାଇଛି ।ଆଜିର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ଉତ୍ସବରେ ଶ୍ରୀ ଜୟରାମ ଶତପଥି , ଆରକ୍ଷୀ ଅଧିକକ୍ଷ , ଗଜପତି ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ , ଗଜପତି , ଶ୍ରୀ […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି ୧୭/୧୦: କରୋନା ମହାମାରୀ ସମୟରେ ସରକାରୀ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଯେଉଁଭଳି ପ୍ରଭାବିତ ତଥା ବାଧାପ୍ରାପ୍ତ ହୋଇଛି , ତାହାର ପରିପୂରଣ ନିମନ୍ତେ ଓଡିଶା ସରକାରଙ୍କ ପକ୍ଷରୁ “ଶିକ୍ଷଣ ପରିପୂରଣ କାର୍ୟ୍ୟକ୍ରମ” ଆରମ୍ଭ ହୋଇଛି । ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟର ସଭା ଗୃହ ପରିସରରେ ଏହି କାର୍ଯ୍ୟକ୍ରମ ସମ୍ବନ୍ଧିତ କର୍ମଶାଳାରେ ଗଜପତି ଜିଲ୍ଲାର ସମସ୍ତ ବ୍ଲକରୁ Continue Reading
ଗଣେଶ କୁମାର ରାଜୁପାରଳାଖେମୁଣ୍ଡି,୧୭/୧୦: ଷଷ୍ଠ ଦିବସ ରେ ଆଜି ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦ୍ୟାଳୟ ୧୭ ବର୍ଷ ରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହୋଯାଇଅଛି ।ପ୍ରଥମ ପର୍ୟ୍ୟାୟରେ ଗୁମ୍ମା ଓ କାଶୀନଗର ବାଳକ ଟିମ ମଧ୍ୟରେ ଫୁଟବଲ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କାଶୀନଗର ବାଳକ ଫୁଟବଲ ଟିମ ୨/୧ ରେ ବିଜେତା ହୋଇଥିବା ବେଳେ ଦ୍ୱିତୀୟ ପର୍ୟ୍ୟାୟ ଖେଳରେ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୫/୧୦: ପାରଳାଖେମୁଣ୍ଡି ସ୍ଥିତ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ର ସମ୍ମିଳନୀ କକ୍ଷ ଠାରେ ଆଜି ସମର୍ଥ ଅନୁଷ୍ଠାନ ପକ୍ଷରୁ ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ , ସାଇଟ୍ ସେଭର୍ସ୍ ଏବଂ ସିସିଡ଼ି” ଅନୁଷ୍ଠାନର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ “ବିଶ୍ଵ ଧଳାବାଡ଼ି ସୁରକ୍ଷା ଦିବସ-୨୦୨୨” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।“ସମର୍ଥ” Continue Reading