ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୯/୧୦: ପାରଳାଖେମୁଣ୍ଡି ସ୍ଥିତ ମହିଳା ଯୁକ୍ତ ୩ ମହିଳା ସ୍ନାତ୍ତକ ମହାବିଦ୍ୟାଳୟର ସଭାଗୃହ ଠାରେ ଆଜି “ଆନ୍ତର୍ଜାତୀୟ ମାଇଣ୍ଡ ଏଜୁକେଶନ (ଆଇ:ଏମ:ଇ:ଆଇ:) ଭୁବନେଶ୍ଵର ପକ୍ଷରୁ ଏକ ସଚେତନତା ମୁଳକ ଶିକ୍ଷଣୀୟ ଆଲୋଚନା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏକ ସଚେତନତା ସଭା କାର୍ଯ୍ୟକ୍ରମ ରେ ଭାରପ୍ରାପ୍ତ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୮/୧୦: ଗଜପତି ଜିଲ୍ଲା କାଶିନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ:ଏ:ସି:) ରେ ଜିଲ୍ଲା ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଜନସଂପର୍କ ପଦଯାତ୍ରାରେ ସମସ୍ତେ କାଶୀନଗର ଏନଏସି: ର ସମସ୍ତ ୱାର୍ଡ , ସାହିବସ୍ତି ବୁଲି ବୁଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକହିତକର ତଥା ଜନ କଲ୍ୟାଣ ଯୋଜନା Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୮/୧୦ : ପାରଳାଖେମୁଣ୍ଡି ଠାରେ ଆସନ୍ତା କାଲି ଅର୍ଥାତ ୨୯ ତାରିଖ ଦିନ ଜିଲ୍ଲାସ୍ତରୀୟ ଓଡିଶା ପ୍ରାକୃତିକ ବିପର୍ୟ୍ୟୟ ପ୍ରସ୍ତୁତି , ପରିଚାଳନା ଓ ପ୍ରଶମନ ଦିବସ ଏବଂ ଆସନ୍ତା ନଭେମ୍ବର ୩ ତାରିଖ ଦିନ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୬/୧୦: ଭାରତୀୟ ସଂସ୍କୃତିର ମହାନ୍ ପର୍ବ ତଥା ଆଲୋକର ପର୍ବ ଦୀପାବଳୀ ପୂଜା ଉତ୍ସବ ପାରଳାଖେମୁଣ୍ଡି ଓ ଆଖପାଖ ଅଞ୍ଚଳରେ ଆନନ୍ଦ ଓ ଉଦ୍ଦୀପନାର ସହ ଅତ୍ୟନ୍ତ ଧୁମଧାମରେ ପାଳିତ ହୋଇ ଯାଇଛି ।ଗତ ୨ ବର୍ଷ ଧରି କରୋନା କଟକଣା ଯୋଗୁଁ ଲୋକେ ଏହି ଦୀପାବଳୀ ଉତ୍ସବକୁ ଠିକ୍ ଭାବେ ପାଳନ କରି ପାରି ନ ଥିଲେ , ହେଲେ ଚଳିତ ବର୍ଷ କରୋନା କଟକଣା ଉଠି ଯାଇଥିବା ଯୋଗୁଁ ଏହି […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୩/୧୦: ଗଜପତି ଜିଲ୍ଲାର ଏକ ମାତ୍ର ଭିନ୍ନକ୍ଷମ ସଂସ୍ଥା “ସମର୍ଥ” ଓ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସିସିଡି” ର ମିଳିତ ଆନୁକୁଲ୍ୟରେ ଆରସିଏସବି ଏବଂ ସାଇଟ୍ ସେଭର୍ସ ଇଣ୍ଡିଆ ସହାୟତାରେ ପାରଳାଖେମୁଣ୍ଡି ସ୍ଥିତ ସିସିଡି ସମ୍ମୀଳନୀ ଗୃହ ଠାରେ ଜିଲ୍ଲାସ୍ତରୀୟ ସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମରୁ ୪୬ ଜଣ ଭିନ୍ନକ୍ଷମ ସଭ୍ୟସଭ୍ୟା Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୨/୧୦: ପାରଳାଖେମୁଣ୍ଡି ସ୍ଥିତ ଯୁକ୍ତ+୩ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ଅବସରରେ ଏକ ସଫେଇ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଏନଏସଏସ: ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ\’ର ଏନଏସଏସ: ବ୍ୟୁରୋଙ୍କ ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ ଶ୍ରୀମତୀ ରୀନା ସାହୁ ଏବଂ ଏନଏସଏସ ଅଧିକାରୀ ଡଃ ଶ୍ରୀମତୀ ଭାରତୀ ପାଣିଗ୍ରାହୀଙ୍କ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୧/୧୦: ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବେତାଗୁଡ଼ା ସ୍ଥିତ ରିଜର୍ଭ ପୋଲିସ କାର୍ଯ୍ୟାଳୟ ପଡିଆ ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ୬୩ ତମ ପୋଲିସ ସହିଦ ସ୍ମୃତି ଦିବସ ପ୍ୟାରେଡ଼ -୨୦୨୨ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା ଏସପି: ଶ୍ରୀ ଜୟରାମ ଶତପଥି , ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଲୋକଙ୍କ ଧନ ଜୀବନର ସୁରକ୍ଷା ସହ ସମାଜରେ ଶାନ୍ତି ପ୍ରତିଷ୍ଠା ଦିଗରେ Continue Reading
ଗଜପତି : କାଶୀନଗର ବ୍ଲକ ସ୍ତରୀୟ ବିଦ୍ୟାଳୟ ସମୂହ “ଆଜାଦିକା ଅମୃତ ମହୋତ୍ସବ” କାର୍ଯ୍ୟକ୍ରମ ଅନୁଷ୍ଠିତ ଦେଶ ସ୍ୱାଧୀନତାର
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୦/୧୦: ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ “ଆଜାଦୀକା ଅମୃତ ମହୋତ୍ସବ” କାଶୀନଗରର ସମସ୍ତ ବିଦ୍ୟାଳୟ”ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ କାଶୀନଗର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପୂର୍ବାହ୍ନରେ ସ୍ଥାନୀୟ ବାରଣାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଡିଆ ଠାରୁ ଏକ ବିରାଟ ସଚେତନତା ଶୋଭାଯାତ୍ରାରେ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୦/୧୦: ରାଜ୍ୟ ସରକାରଙ୍କ ଓ.ପେ.ପା: ବିଭାଗ ସହାୟତାରେ ଗୋଷାଣୀ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆନୁକୁଲ୍ୟରେ ସରକାରଙ୍କ ସୁନେତ୍ର ଯୋଜନାରେ ଗୋଷାଣୀ ବ୍ଲକ୍ ଗୁରାଣ୍ଡି ଗ୍ରାମର ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପଢା-ଲେଖା ବେଳେ ଛାତ୍ରଛାତ୍ରୀ ମାନଙ୍କ ଚକ୍ଷୁରେ ଯେଭଳି କୌଣସି ପ୍ରକାର ଅସୁବିଧା ନ ହୁଏ , ତାକୁ ଦୃଷ୍ଟି ଦେଇ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୦/୧୦: ଗଜପତି ଜିଲ୍ଲା ମୋହନା ଠାରେ ଆଞ୍ଚଳିକ ନିର୍ମାଣାଧୀନ ଶ୍ରମିକ ସଂଘ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପିସ”ର ମିଳିତ ସହଯୋଗରେ ଡେଙ୍ଗୁ ରୋଗର ନିରାକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଶ୍ରମିକ ସଂଘର ସଭାପତି ଶ୍ରୀ ଭଜହରି ସାହୁ ଏବଂ ପିସ୍ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଭିକାରୀ ଚରଣ ବେହେରାଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଶ୍ରମିକଙ୍କ ସମେତ Continue Reading