Home Posts tagged Gajapati (Page 19)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟପାରଳାଖେମୁଣ୍ଡି, ୧୬/୧୧: ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର ସମ୍ମିଳନୀ ଲକ୍ଷ୍ୟ ଠାରେ ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ଗଣମାଧ୍ୟମ(ପ୍ରେସ) ଦିବସ -୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ “ରାଷ୍ଟ୍ର ଗଠନରେ ଗଣ ମାଧ୍ୟମର ଭୂମିକା ସମ୍ପର୍କିତ ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଜିଲ୍ଲା Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୬/୧୧ : ଭାରତ ଦେଶରେ ପ୍ରଥମ କରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ ଅଧିକାର ଅଧିନିୟମ ଧାରା – ୨୦୧୬ ଅନ୍ତର୍ଗତ ଅଧ୍ୟାୟ -୧୩(ସ୍ବତନ୍ତ୍ର ଅଦାଲତ) ଓ ଅଧ୍ୟାୟ -୧୬( ଅପରାଧ ଜୋରିମାନା) ସମ୍ପର୍କିତ ଏକ ସ୍ବତନ୍ତ୍ର ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଜିଲ୍ଲାର ଆଇନ ରକ୍ଷକ ପୋଲିସ ଅଧିକାରୀ ମାନଙ୍କୁ ନେଇ ଜିଲ୍ଲାର ଅଗ୍ରଣୀ ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥ ପକ୍ଷରୁ ସିସିଡି ଓ ସାଇଟ୍ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୬/୧୧: ପାରଳାଖେମୁଣ୍ଡି ସହରରେ ଥିବା ଅଗ୍ରଣୀ ମହିଳା ସାଂସ୍କୃତିକ ଅନୁଷ୍ଠାନ “ପ୍ରଗତି ମହିଳା ସଂଗଠନ” ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ କେନ୍ଦ୍ରର ମିଳିତ ସହଯୋଗରେ ” ଶିଶୁ ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ।ପ୍ରଗତି ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତୀ କଳ୍ପନା ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟ ଗଜପତି,୧୫/୧୧: ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ସହଯୋଗରେ ଜିଲ୍ଲାର ସମସ୍ତ ଶିଶୁଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ ଗଜପତି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ -୨୦୨୨” ରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲା ଦୌରାଜଜ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୦/୯: ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଗୁମ୍ମା ସ୍ଥିତ ବ୍ଲକ୍ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡ଼ି , ମିଲେଟ ମିଶନ , କୃଷି ଓ କୃଷକ ସଶକ୍ତି କରଣ ବିଭାଗର ମିଳିତ ଆନୁକୁଲ୍ୟରେ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ , ବ୍ଲକ୍ ବିଡ଼ିଓ: , ବ୍ଲକ କୃଷି ଅଧିକାରୀ , ମିଶନ ଶକ୍ତି […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୮/୧୧: ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରଳାଖେମୁଣ୍ଡି ସମେତ ଆଖପାଖ ଅଞ୍ଚଳର ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଓ “ବୋଇତ-ବନ୍ଦାଣ” ତଥା “ଡଙ୍ଗା-ଭଷା” କାର୍ଯ୍ୟକ୍ରମ ପାରମ୍ପରିକ ଶ୍ରଦ୍ଧା ଓ ଭକ୍ତିର ସହ ଉତ୍ସବ ମୁଖର ହୋଇ ଉଠିଛି ।ଓଡ଼ିଶାର ଇତିହାସ ଓ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପାଳନ କରାଯାଇଛି ଏହି ପବିତ୍ର ବୋଇତ ବନ୍ଦାଣ ବା ଡଙ୍ଗା-ଭଷା କାର୍ଯ୍ୟକ୍ରମ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୭/୧୧: ପାରଳାଖେମୁଣ୍ଡି ସ୍ଥିତ ସିସିଡି: ଅନୁଷ୍ଠାନର ପ୍ରଶିକ୍ଷଣ କକ୍ଷ ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଏବଂ ରାଜ୍ୟ ସରକାରଙ୍କ ପାନୀୟ ଜଳ ବିଭାଗ ସହାୟତାରେ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡ଼ି: ଅନୁକୁଲ୍ୟରେ ତିନିଦିନ ଧରି ଚାଲିଥିବା ପଞ୍ଚାୟତ ୱାର୍ଡ ସଭ୍ୟାସଭ୍ୟ ମାନଙ୍କ ସଚେତନତା ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ୪ଟି ପଞ୍ଚାୟତ ଯଥା: ଅଜୟଗଡ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୬/୧୧: ପାରଳାଖେମୁଣ୍ଡି ସ୍ଥିତ ଆରସେଟି: ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ଜାତୀୟ ଆଇନସେବା ପ୍ରାଧିକରଣର ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ପ୍ରଶାସନ ସହଯୋଗରେ ଜିଲ୍ଲାସ୍ତରୀୟ ଏକ ମେଗା ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ସହ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ଓ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ସଚେତନତା ସଭା କାର୍ଯ୍ୟକ୍ରମରେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୪/୧୧: ପାରଳାଖେମୁଣ୍ଡି ରେଳ ଷ୍ଟେସନର ବିଭିନ୍ନ ମୌଳିକ ସମସ୍ୟାର ଉନ୍ନତି କରଣ ଦିଗରେ ଅନୁଧ୍ୟାନ କରିବା ପାଇଁ ଗୁରୁବାର ପୂର୍ବତନ ରେଳପଥ ୱାଲଟେର ଡିଭିଜନର ଡିଆରଏମ: ଶ୍ରୀ ଅନୁପ କୁମାର ଶତପଥୀ ଆସି ଫେରି ଯାଇଛନ୍ତି ।ଡିଆରଏମ: ଶ୍ରୀ ଶତପଥି ଏକ ସ୍ଵତନ୍ତ୍ର ଟ୍ରେନ୍ ଯୋଗେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଗସ୍ତରେ ଆସିବା ପରେ ତାଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଭବ୍ୟ ସ୍ଵାଗତ କରା ଯାଇଥିଲା ।ପରେ ଡିଆରଏମ: ଶ୍ରୀ ଶତପଥି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୩/୧୧: ପାରଳାଖେମୁଣ୍ଡି ସ୍ଥିତ ନଗର ଭବନ ଠାରେ ସନ୍ଧ୍ୟାରେ ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର ପକ୍ଷରୁ ୨ୟ ଆନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସଭା , ସମାବେଶ ଗୁରୁ ପୂଜନ , ସମ୍ମାନୀତ ଓ ସମ୍ଭର୍ଦ୍ଧାନା , ନୃତ୍ୟ ଓ ସଙ୍ଗୀତ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଅନୁଷ୍ଠିତ ଉଦଘାଟନୀ ସମାରୋହ ସଭାରେ ଅନୁଷ୍ଠାନର ସଭାପତି Continue Reading