ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୮/୪: ୧୬ ଦଫା ଦାବୀ ପୂରଣ ନେଇ ଆଜି ଗଜପତି ଜିଲ୍ଲା ଅଲ ଓଡିଶା ଅଙ୍ଗନବାଡ଼ି ଲେଡ଼ିଜ ୱାର୍କରସ ଆସୋସିଏସନ ପକ୍ଷରୁ ପାରାଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସି ବିକ୍ଷୋଭ ସଭାରେ ରାଜ୍ୟ ସରକାରଙ୍କ ନୀତି ଉପରେ ଗର୍ଜିଥିଲେ ।ରାଜ୍ୟ ସରକାର ଯଦି ଅଙ୍ଗନବାଡି କର୍ମୀ ମାନଙ୍କ ଯଥୋଚିତ ନ୍ୟାର୍ଯ୍ୟ ଦାବୀ ଗୁଡ଼ିକ ଯଦି ପୂରଣ ନ କରନ୍ତି ତା ହେଲେ ସେମାନେ ଅଙ୍ଗନବାଡି Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୮/୩ : ସେଞ୍ଚୁରିଅନ ୟୁନିଭରସିଟିର ବାର୍ଷିକ ଉତ୍ସବ ଗଜଜ୍ୟୋତି-୨୦୨୨ର ତୃତୀୟ ତଥା ଶେଷ ଦିବସର ରଙ୍ଗାରଙ୍ଗ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ରେ ଧୂମ-ମଚାଇଛନ୍ତି ପ୍ରସିଦ୍ଧ ଗାୟିକା ତଥା ଇଣ୍ଡିଆନ ଆଇଡଲ ବିଜେତା ସୁଶ୍ରୀ ଅନନ୍ୟା ଶ୍ରିତମ ନନ୍ଦ ।ଆଜି ସନ୍ଧ୍ୟା ରେ ସେଞ୍ଚୁରିଆନ ୟୁନିଭରସିଟିର ଖେଳ ପଡିଆ ଠାରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଭାରତ ବିଖ୍ୟାତ ଇଣ୍ଡିଆନ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୧/୩ : ଓଡିଶା ରାଜ୍ୟ ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଡ: ଜଷ୍ଟିସ ଏସ: ମୁରଲୀଧର ସୋମବାର ପାରଳାଖେମୁଣ୍ଡି ଗ୍ରସ୍ତରେ ଆସି ଜିଲ୍ଲା ଦୌରା ଜଜଙ୍କ କୋର୍ଟ ପରିସରରେ ଇ-ଫାଇଲିଙ୍ଗ ଷ୍ଟେସନ ତଥା ଇ-ପଞ୍ଜିକରଣ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି ।ପ୍ରଥମେ ମାନ୍ୟବର ମୁଖ୍ୟ ବିଚାରପତି ଡ: ମୁରଲୀଧର ବାର କକ୍ଷ ଠାରେ ଓକିଲ ମାନଙ୍କ ସହ ଏକ ଖୋଲା ଆଲୋଚନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ବାର ସଙ୍ଘ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୬/୩ : ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ପାରାଳାଖେମୁଣ୍ଡି ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଆଜି ୧୨ ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ କୋରବିଭାକ୍ସ କୋଭିଡ ଟୀକାକରଣର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ପାରାଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ମୁଖ୍ୟ ଚିକିତ୍ସା୍ଧିକାରୀ ଡା: ପ୍ରଦୀପ କୁମାର ପାତ୍ର Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୧/୩: ପାରାଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତେଇସିଣୀ ସମାଜର ସମ୍ମିଳନୀ କକ୍ଷ ଠାରେ ଆଜି ଉତ୍କଳ ହିତେଇସିଣୀ ସମାଜ ଓ ସାମ୍ବାଦ ସାହିତ୍ୟ ଘରର ମିଳିତ ଆନୁକୂଲ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।ସମାଜର ସମ୍ପାଦକ ଉପାନ୍ତ ପ୍ରହରୀ ସାହିତ୍ୟିକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅଧ୍ୟାପକ ଶ୍ରୀ ଦେବାଶିଷ ମହାପାତ୍ର ଏବଂ ଶିକ୍ଷାବିତ ଶ୍ରୀମତୀ ଆଶାଆଲତା ପାଣିଗ୍ରାହୀ Continue Reading