ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୨/୧୦: ଗତ ରାତିରେ ଗଜପତି ଜିଲ୍ଲାର କାଶୀନଗର ପୋଲିସ ରାତ୍ର ପେଟ୍ରୋଲିଙ୍ଗ ଚାଲିଥିବା ବେଳେ ଚନ୍ଦନ କାଠ ଚୋରକୁ ଧରିବାରେ ଏକ ବଡ଼ ସଫଳତା ମିଳିଥିବା ଜଣାପଡିଛି ।କାଶୀନଗର ପୋଲିସର ରାତ୍ର ପେଟ୍ରୋଲିଁଙ୍ଗ ସମୟରେ ଏମଭି: ଚେକିଙ୍ଗ ବେଳେ ଜଣେ ଚନ୍ଦନ କାଠ ଚୋର ଅମିତ ଦେବ ମଣ୍ଡଳ ସୀତାପୁର ଗ୍ରାମଠାରେ ମଦ୍ୟପନ କରି ରାତିରେ ବୁଲୁଥିଲା ।ତାକୁ ଦେଖି ପୋଲିସ ସନ୍ଦେହରେ ପଚରା ଉଚରା କରି ତା ଠାରୁ ୨୦ କେଜି […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୨/୧୦: ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ପାରଳଖେମୁଣ୍ଡି ଉପ କାରାଗାରରେ ଉପ କାରାଗାରର ଅନ୍ତେବାସୀ ମାନଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଏକ ପାଠାଗାର ଉଦଘାଟନ ହେବା ସହ ସେମାନଙ୍କୁ ବିଭିନ୍ନ ପ୍ରକାର ପାଠ୍ୟ ପୁସ୍ତକ , କେରମ୍ ବୋର୍ଡ ଓ ଚେସ ପ୍ରଭୃତି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମାନ୍ୟବର ଗଜପତି ଜିଲ୍ଲା ଓ ଦୌରା ଜଜ ଶ୍ରୀ ପ୍ରଣବ କୁମାର ରାଉତରାୟ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୫/୧୦: ପାରଳାଖେମୁଣ୍ଡି ଠାରେ ଗ୍ଲୋବାଲ ତଥା ବିଶ୍ଵ ହାତଧୁଆ ଦିବସ -୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ “ବିକାଶ ବିଦ୍ୟା ନିକେତନ” ସ୍କୁଲ ପରିସରରେ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ହାତଧୁଆ ଦିବସ ସମ୍ପର୍କରେ ଏକ ସଚେତନତା ସଭା ଓ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨/୧୦: ଜାତିର ଜନକ ମହାତ୍ମା ଗାନ୍ଧିଜଙ୍କ ୧୫୩ ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ ଅବସରରେ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୌଜନ୍ୟତାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସକାଳ ସମୟରେ ଗାନ୍ଧିଛକ ସ୍ଥିତ ଗୌରହରି ପାଠାଗାର ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଉପରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଓ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟପାରଳାଖେମୁଣ୍ଡି, ୨୫/୯:- ନବ ଉତ୍କଳର ନିର୍ମାତା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନାମରେ ରାଜ୍ୟ ସ୍ତରରେ ଏକ ଯୋଜନା ନାମିତ କରି ପ୍ରଣୟନ କରିବା ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ମହଲରେ ଦୃଢ଼ ଦାବୀ ଦୋହରା ଯାଇଛି ।ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଜଣେ ଅସାଧାରଣ ଓ ବିରଳ ବ୍ୟକ୍ତିତ୍ୱର ମଣିଷ ଥିଲେ । ତାଙ୍କର ଶିକ୍ଷା ସମେତ କୃଷି, […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୨/୯: ଆଜାଦିକା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ଶିଶୁ ସୁରକ୍ଷା ସମିତି ତଥା ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ଗୁଡିକର ଶିଶୁ ମାନଙ୍କୁ ସେମାନଙ୍କ ନିଜ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ବ୍ୟାଙ୍କ୍ , ପୋଷ୍ଟ ଅଫିସ ଏବଂ ଶିଶୁମିତ୍ର ଥାନା ଆଜି ପରିଦର୍ଶନରେ ନିଆ ଯାଇଥିଲା । ଉକ୍ତ ପରିଦର୍ଶନ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୨/୯: ଗଜପତି ଜିଲ୍ଲା ପ୍ରଶାସନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଅରୁଣା”ର ମିଳିତ ସହଯୋଗ କ୍ରମେ ପାରଳାଖେମୁଣ୍ଡି ସ୍ଥିତ ଜଳ ବିଭାଜିକା ସଭାଗୃହ ଠାରେ ମାତୃପିତ୍ରୁହୀନ ଶିଶୁଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ଥଇଥାନ ନିମନ୍ତେ ଜିଲ୍ଲାରେ ଥିବା ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କ ସଭାପତି , ସମ୍ପାଦକ ଏବଂ ପରିଚାଳକ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୯/୯: ପାରଳାଖେମୁଣ୍ଡି ପାଥପାଟନାମ ରୋଡ଼ ସ୍ଥିତ ବାଲାଜୀ କଲ୍ୟାଣୀ ମଣ୍ଡପ ନିକଟସ୍ଥରେ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରର ପାରଳାଖେମୁଣ୍ଡି ଶାଖା ଶୁକବ୍ରାରଉଦଘାଟିତ ହୋଇଯାଇଛି ।ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂପୃକ୍ତ ବ୍ୟାଙ୍କ୍ ଶାଖାକୁ, ରିବନ୍ କାଟି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ପୁଷ୍ପ ଦୀପ ଦେଇ ଉଦଘାଟନ କରିଥିଲେ ।ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର , Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧/୯: ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ପକ୍ଷରୁ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପୌର ପରିଷଦ ଠାରେ ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷା ଶ୍ରୀମତୀ ସେଠୀଙ୍କ ସମେତ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୯/୮: ଆଜାଦିକା ଅମୃତ ମହୋତ୍ସବ ଅବସରରେ ପାରଳାଖେମୁଣ୍ଡି ସ୍ଥିତ କୁମ୍ଭାର ସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ଜାଗା ମିଶନର ପରିଚୟ ଗୃହ ଠାରେ ଜିଲ୍ଲାର ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏଚଏଲ୍ଏଫପିପିଟି ଏମ ରାଇଟ ସହଯୋଗରେ ଟ୍ରାନସଜେଣ୍ଡର ମାନଙ୍କ ନିମନ୍ତେ କୋଭିଡ ସଚେତନତା ଓ ବୁଷ୍ଟର ଡୋଜ ଟୀକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ର ଏମ:ଓ: Continue Reading