Home Posts tagged gajapati district (Page 37)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୪/୧୨: ଗଜପତି ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ଅଧ୍ୟକ୍ଷ ଓ ସଭ୍ୟସଭ୍ୟା ପଦବୀ ଚୟନ ଓ ନିଯୁକ୍ତି ପ୍ରକ୍ରିୟାରେ ଚଞ୍ଚକତା କରାଯାଇ ଜିଲ୍ଲାବାସୀଙ୍କ ପ୍ରତି ଘୋର ଅନ୍ୟାୟ , ଉପେକ୍ଷା ଓ ଅବହେଳା କରା ଯାଇଛି ବୋଲି ଜିଲ୍ଲାର ଆଶାୟୀ ପ୍ରାର୍ଥୀ ଓ ପାରଳାଖେମୁଣ୍ଡି ସହରର ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଛନ୍ତି ।ଏମାନେ ଏଭଳି ଚଞ୍ଚକତା ହୋଇଥିବା ବିରୋଧରେ ଗଜପତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ସରକାରଙ୍କ ଉଦ୍ଦେଶ୍ୟରେ ଏକ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୧/୧୨:ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଆଜି ଗଜପତି ଜିଲ୍ଲା ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ଆନୁକୁଲ୍ୟରେ ବିଶ୍ଵ ମାନବ ଅଧିକାର ଦିବସ-୨୦୨୨ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମାନବ ଅଧିକାର ରକ୍ଷକ ଜିଲ୍ଲା ଶାଖା ସଭାପତି ଶ୍ରୀ କୈଳାଶ ଚନ୍ଦ୍ର ଗୌଡଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ଏବଂ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୦/୧୨: ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଲକ ଗୁମ୍ମା ସ୍ଥିତ କୃଷି କାର୍ଯ୍ୟାଳୟ ଠାରେ ସ୍ବେଛାସେବୀ ଅନୁଷ୍ଠାନ ସିସିଡ଼ି ଏବଂ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା ଓଡିଶା ମିଲେଟ ମିଶନ ମିଳିତ ସହଯୋଗରେ ମାଣ୍ଡିଆ କ୍ରୟ ପାଇଁ ଚାଷୀ ପଞ୍ଜିକରଣ ସଚେତନତା ରଥକୁ ବ୍ଲକ୍ କୃଷି ଅଧିକାରୀ ଶ୍ରୀ ନାରାୟଣ ଚାନ୍ଦ , ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅତିରିକ୍ତ କୃଷି ଅଧିକାରୀ ସୁଶ୍ରୀ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୮/୧୨ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆନିକଟ ନିଳକଣ୍ଠ ପୁର ଗ୍ରାମ ଠାରେ ଅବସ୍ଥିତ ତଥା ବିଗତ ୦୭ ଡିସେମ୍ବର ୨୦୧୫ ସାଲରେ ପ୍ରତିଷ୍ଠା ହୋଇଥିବା ଗିଫ୍ଟ ମଡେଲ ସ୍ଖୁଲର ସପ୍ତମ ମହିଳା ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ।ପ୍ରତିବର୍ଷ ଏହି ଦିନଟିକୁ ବିଦ୍ୟାଳୟରେ ଡାଇରେକ୍ଟର ରେଭ୍ ଆମୋଦ୍ କୁମାର ବର୍ଦ୍ଧନ ତତ୍ତ୍ବାବଧାନ ଓ ରେଭ୍ ଶାନ୍ତ ମୂର୍ତ୍ତୀ ବର୍ଦ୍ଧନ\’ଙ୍କ ପରିଚାଳନାରେ ପରିଚାଳିତ । Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୫/୧୨: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସମେତ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ–ଜିଲ୍ଲାପରିଷଦ ଶ୍ରୀ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧/୧୨ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରଶିକ୍ଷଣ କକ୍ଷ ଠାରେ ଆଜି ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ଏଡ଼ସ ଦିବସ -୨୦୨୨ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପ୍ରଥମେ ଏକ ଦସ୍ତଖତ ଅଭିଯାନ ଓ ବାର୍ତ୍ତା ପ୍ରେରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପରେ ପ୍ରଶିକ୍ଷଣ କକ୍ଷ ଠାରେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୮/୧୧: ପାରଳାଖେମୁଣ୍ଡି ସ୍ଥିତ ରାଧାରାଣୀ କଲ୍ୟାଣ ମଣ୍ଡପର ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ:)ର ଗଜପତି ୟୁନିଟର ଜିଲ୍ଲାସ୍ତରୀୟ ସାଧାରଣ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମରେ ଗଜପତି ୟୁନିଟର ଜିଲ୍ଲା ସଭାପତି ଶ୍ରୀ ଗରୁଡ଼ ଧ୍ଵଜ ଚୌଧୁରୀଙ୍କ ସଭାପତିତ୍ବରେ ୟୁନିଟର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ତାରିଣୀ ପ୍ରସାଦ ପଣ୍ଡା ସହର ଓ ବିଭିନ୍ନ ବ୍ଲକରୁ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୭/୧୧: ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣାଙ୍କ ପୌରହିତ୍ୟରେ ଏକ ସଚେତନତା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ମାନସ କୁମାର ପଣ୍ଡାଙ୍କ ସମେତ ସବଜଜ୍ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , ଜେଏମଏଫସି ଶ୍ରୀ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୭/୧୧: ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଥିବା ସ୍ୱାମୀ ଆୟାପ୍ପା ଭକ୍ତଧାରୀ ମାନଙ୍କ ବିଶେଷ ସୁବିଧା ଦୃଷ୍ଟିରୁ ଆସନ୍ତା ଡ଼ିସେମ୍ବର ମାସ ପ୍ରଥମ ସପ୍ତାହ ଠାରୁ ଆରମ୍ଭ କରି ଜାନୁଆରୀ ମାସ ୩ୟ ସପ୍ତାହ ମଧ୍ୟରେ ଭୁବନେଶ୍ଵର ଠାରୁ ଏର୍ନାକୁଲମ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ , ଭୁବନେଶ୍ଵର ସ୍ଥିତ ପୂର୍ବତଟ ରେଳ ମହା ପ୍ରବନ୍ଧକଙ୍କୁ ଏକ ପାତ୍ର ଲେଖି […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୧/୧୧: ଗଜପତି ଜିଲ୍ଲା କାଶୀନଗର ବ୍ଲକ ସଦର ମହକୁମା କାଶୀନଗର ଠାରେ ରାଜ୍ୟ ସାମ୍ବାଦିକ ୟୁନିଅନ ଓଡିଶା (ଏସ୍ୟୁଜେ)ର କାଶୀନଗର ବ୍ଲକ ଶାଖା ସାମ୍ବାଦିକ ସଙ୍ଘର ଏକ ସାଧାରଣ ବୈଠକ କାର୍ଯ୍ୟକ୍ରମ ଓ ଏସ୍ୟୁଜେ: କାଶୀନଗର ବ୍ଲକ ଶାଖାର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏସ୍ୟୁଜେ: ଗଜପତି ଜିଲ୍ଲା ଶାଖାର ସଭାପତି ଶ୍ରୀ ଗରୁଡଧ୍ୱଜ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା Continue Reading