ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୫/୨: ପଡୋଶୀ ଆନ୍ଧ୍ରର ତିରୁପତି ସ୍ଥିତ ନବଜୀବନ ସେବା ଟ୍ରଷ୍ଟ ଅନ୍ତର୍ଗତ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା ଶାଖା ନବଜୀବନ ଟ୍ରଷ୍ଟ ସହଯୋଗ କ୍ରମେ ସହରର ଶତାଧିକ ଗରିବ ବୃଦ୍ଧା-ବୃଦ୍ଧଙ୍କୁ ମାସିକିଆ ମାଗଣା ରେସନ୍ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ମାଗଣା ରେସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ନବଜୀବନ ଟ୍ରଷ୍ଟ ତିରୁପତିର ପ୍ରତିଷ୍ଠାତା ସଭାପତି ଡଃ କେ: ଶ୍ରୀଧର ଆଚାର୍ଯ୍ୟା ଯୋଗଦେଇ Continue Reading
ଗଜପତି,୪/୨: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଧୁରାମ୍ବ ଗାଁ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ରାସ୍ତା ପାଶ୍ୱର୍ରେ ଥିବା ଖୁଣ୍ଟକୁ ଧକ୍କା ଦେଇ ୧୫ ଫୁଟ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।ମୃତ ଜଣକ ହେଲେ ଶିକୁଳିପଦର୍ ପଞ୍ଚାୟତ ପଦ୍ମପୁର ଗାଁର ଟିଟୁ ନାୟକ। ଆହତ ଜଣଙ୍କ ହେଲେ ବଡଗଡ ଥାନା ଅନ୍ତର୍ଗତ ବଳରାମପୁର ଗାଁର କାଳିଆ ନାୟକ। ଟିଟୁ ଓ କାଳିଆ […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୮/୧: ପାରଳାଖେମୁଣ୍ଡି ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବିଜେପି ଦଳର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି ।ବିଜେପି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ ଶ୍ରୀ କେ: ନାରାୟଣ ରାଓଙ୍କ ସଭାପତିତ୍ବରେ ବୈଠକ କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ ଯୁବ ସଭାପତି ଶ୍ରୀ ଇରାଶିସ ଆଚାର୍ଯ୍ୟ ଏବଂ ବିଜେପିର ରାଜ୍ୟ ଉପସଭାପତି ତଥା ପୂର୍ବତନ ଏମପି ଶ୍ରୀ ବଳଭଦ୍ର ମାଝୀ ଅତିଥି ଭାବେ ଯୋଗ ଦେଇ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୫/୧: ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ ବ୍ୟାଙ୍କ୍ ଅନ୍ତର୍ଗତ ଆରସେଟି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଗଜପତି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ୧୩ ତମ ଜାତୀୟ ମତଦାତା ଦିବସ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ କହି ଅଧିକରୁ ଅଧିକ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୫/୧: ପାରଳାଖେମୁଣ୍ଡି ସ୍ଥିତ ସିଡିଏମଓ: ଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପ୍ରଥମେ ସିଡିଏମଓ:ଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଥିଲା । ଏହାକୁ ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୫/୧: ଭାରତର ସର୍ବୋତ୍ତମ ବେସରକାରୀ ଦକ୍ଷତା ବିକାଶ ବିଶ୍ୱବିଦ୍ୟାଳୟ ଗଜପତି ଜିଲ୍ଲା ସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର କୃଷି ବୈଷୟିକ ଶିକ୍ଷା ଏବଂ ଗବେଷଣା ଭିତ୍ତିକ ଶିକ୍ଷା କେନ୍ଦ୍ରର ଏକ ଅଙ୍ଗ ଏମ:ଏସ ସ୍ୱାମୀନାଥନ୍ ସ୍କୁଲ୍ ଅଫ୍ କୃଷି ଓଡିଶା , ସାଉଥ୍ ଆଫ୍ରିକା ସ୍ଥିତ ଏଓଏମ: ଗ୍ଲୋବାଲ ସହ ଏକ ସହଭାଗିତା କରିଅଛି । ଏହା ଗବେଷଣାକାରୀ , ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନଙ୍କ ସହଯୋଗରେ କୃଷି କ୍ଷେତ୍ରର ବିକାଶ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୪/୧: ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ତଥା ପରାକ୍ରମ ଦିବସ ଉପଲକ୍ଷେ ଶିକ୍ଷା ମନ୍ତ୍ରଣାଳୟ , ଭାରତ ସରକାରଙ୍କ ତରଫରୁ ଦେଶର ବିଭିନ୍ନ ବିଦ୍ୟାଳୟ\’ରେ ଅନେକ ରଚନାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।ଏହି ଅବସରରେ ଗଜପତି ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କ ମନରୁ ପରୀକ୍ଷା ଚାପକୁ ଦୂର କରିବା ପାଇଁ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା ରେ ଦେଇଥିବା ମନ୍ତ୍ର କୁ ଛାତ୍ରଛାତ୍ରୀଙ୍କ ମନରେ Continue Reading
ଗଜପତି,୨୦/୧: ଘାଟିରେ ବସ୍ ଓଲଟି ୨ ମହିଳା ମୃତ ଓ ୧୫ ଆହତ। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ପାତ୍ରପୁର ବ୍ଲକ କାନକଟା ଘାଟିରେ ଏହି ଦୁର୍ଘଟଣା ଘଟିଛି। ଏହି ବସ୍ ଗଜପତି ଜିଲ୍ଲା ରାୟଗଡ଼ରୁ ପାତ୍ରପୁର ଫେରୁଥିଲା।ମୃତକଙ୍କ ମଧ୍ୟରୁ ଜଣେ ମୋହନା ଅଞ୍ଚଳରେ ଥିବା ବେଳେ ଅନ୍ୟଜଣକ ପାତ୍ରପୁର ବୋଲି ଜଣାପଡିଛି। ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ି ଦ୍ୱାରା ପାତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଡ୍ରାଇଭର ଭାରସାମ୍ୟ ହରାଇବା ପରେ ବସ୍ […]Continue Reading
ଗଜପତି: ପାରଳାଖେମୁଣ୍ଡି ବନଖଣ୍ଡର ପକ୍ଷୀ ଗଣନା କାର୍ଯ୍ୟକ୍ରମ,-୭ଟି ରେଞ୍ଜରେ ୪୦ଟି ପ୍ରଜାତିର ୯,୮୨୮ ଟି ପକ୍ଷୀ ଚିହ୍ନଟ
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୬/୧ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ୭ ଟି ବନ-ରେଞ୍ଜର ଥିବା ୪୦ଟି ୟୁନିଟରେ ସରିଲା ପକ୍ଷୀ ଗଣନା କାର୍ଯ୍ୟକ୍ରମ ।ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ତଥା ଡିଏଫଓ: ଶ୍ରୀ ଅମ୍ଳାନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏସିଏଫଓ: ଶ୍ରୀ ଅଶୋକ କୁମାର ବେହେରାଙ୍କ ନେତୃତ୍ୱରେ ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି ।ଏହି Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୬/୧: ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସାମନା ରାଜଦାଣ୍ଡ ଠାରେ ପାରଳାଖେମୁଣ୍ଡି ସହରର ଏକ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ” ପୁଷ୍ପାଞ୍ଜଳି ସାଂସ୍କୃତିକ ସଂସଦ ” ପକ୍ଷରୁ ପବିତ୍ର ମକର ଉତ୍ସବ-୨୦୨୩ ପାଳନ ଅବସରରେ ରଙ୍ଗାରଙ୍ଗ ନୃତ୍ୟ ଓ ଭକ୍ତି ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ସଂସଦର ସଭାପତି ଶ୍ରୀ ହରୀ ମୋହନ Continue Reading