ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୬/୨: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଖାଉଟି ଅଧିକାର ସୁରକ୍ଷା କମିଟି ଆନୁକୁଲ୍ୟରେ ଖାଉଟି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପାରଳାଖେମୁଣ୍ଡି ଠାରେ କମିଟିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ତନୁଜା ଶତପଥୀଙ୍କ ନେତୃତ୍ୱରେ ଏକ ସଚେତନତା ଶୋଭାଯାତ୍ରା ବାହାରି ବିଭିନ୍ନ ସଚେତନତା ମୂଳକ ନାରା ଦେଇ ନଗର ପରିକ୍ରମା କରିବା ସହ ସରକାରଙ୍କ ନିକଟରେ ତିନୋଟି ଦାବି ଉପସ୍ଥାନ କରା Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୫/୨: ପାରଳାଖେମୁଣ୍ଡି ସ୍ଥିତ ୧୯୧୯ ମସିହାରେ ସ୍ଥାପିତ ହୋଇଥିବା ମହାରାଜାଙ୍କ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର “ଶତବାର୍ଷିକୀ ଉତ୍ସବ ” ଚଳିତ ମାସର ଆସନ୍ତା ୨୮ ତାରିଖ ଦିନ ମହା ଆଡମ୍ବର ସହକାରେ ସ୍ଥାନୀୟ ଟାଉନ ହଲ ଠାରେ ପାଳନ ହେବ ।ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚେମ୍ବରରେ ଶେଷ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ପ୍ରଧାନଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସଭାପତିତ୍ବରେ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୧/୨: ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ମାର୍ଟ-ରୁମ ଠାରେ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ “ଆନ୍ତର୍ଜାତୀୟ ମାତୃଭାଷା ଦିବସ” ପାଳିତ ହୋଇଯାଇଛି ।ଏହି ଅବସରରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ ଅଜୟ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ Continue Reading
ଗଜପତି,୨୦/୨:ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସଭାଗୃହ ଠାରେ ଯୁବ-ପ୍ରତିଭା ସଂଗଠନ ପକ୍ଷରୁ ଗାଳ୍ପିକ ନରସିଂହ ପଟ୍ଟନାୟକଙ୍କ ଗଳ୍ପ ସଙ୍କଳନ ପୁସ୍ତକ “ଏକବିଂଶ ଶତାବ୍ଦୀର ରେବତୀ ” ଏକ ବର୍ଣ୍ଣାଢ଼୍ୟପୂର୍ଣ୍ଣ କାର୍ଯ୍ୟକ୍ରମ ମଧ୍ୟରେ ପାଠକାର୍ପିତ ଓ ହୋଇଯାଇଛି ।ଅନୁଷ୍ଠିତ ପାଠକାର୍ପିତ ତଥା ସାରସ୍ବତ ସଭା କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଗଳ୍ପ ସଙ୍କଳନ ପୁସ୍ତକ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୭/୨: ପାରାଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସମ୍ମିଳନୀ କକ୍ଷ ଠାରେ ଆଜି ନାଟ୍ୟକାର ଆପନ୍ନା ପରିଛା ସ୍ମୃତି ସଂସଦ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର ଓ ଗଜପତି ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ପାରଳାର ଯୁଗଜ୍ମା ତଥା ମହାନ ଦେଶଭକ୍ତ ନାଟ୍ୟକାର ଆପନ୍ନା ପରିଛାଙ୍କ ୧୪୫ତମ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ଆୟୋଜିତ ସାରସ୍ୱତ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୭/୨:କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗରିବ ହିତାଧିକାରୀଙ୍କୁ ୧୦ କେଜି ବଦଳରେ ୫ କେଜି: କାଟି ୫ କେଜି ଚାଉଳ ଦେଉଥିବା ପ୍ରତିବାଦରେ ଆଜି ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ସମ୍ମୁଖରେ ଜିଲ୍ଲା ବିଜେଡି ପକ୍ଷରୁ ବିକ୍ଷୋଭ ଓ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ଚାଉଳ କାଟି ଦେଇ ଗରିବଙ୍କ ପେଟ ସହ ପଖାଳ କଂସା ଉପରେ ଲାତ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୧/୨: ଓଡ଼ିଶା ବିଧାନସଭାର କ୍ରିୟାନୁଷ୍ଠାନ କମିଟି-୬ ଶନିବାର କମିଟି ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଢ଼ାଲିଙ୍କ ନେତୃତ୍ୱରେ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ବିଭିନ୍ନ ଯୋଜନା କାର୍ଯ୍ୟକ୍ରମର କ୍ଷେତ୍ର ପରିଦର୍ଶନ କରିବା ସହ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।ଏହି କମିଟିରେ ଅଧ୍ୟକ୍ଷ ଭୁବନେଶ୍ଵରର ଜୟଦେବ-ବିଧାୟକ ଶ୍ରୀ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୯/୨: ପାରଳାଖେମୁଣ୍ଡି ସ୍ଥିତ ସିୟୁଟିଏମ: କେମ୍ପସରେ ସିୟୁଟିଏମ: ର ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା କେନ୍ଦ୍ର ବଜେଟ ୨୦୨୩-୨୪ ର ବିଶ୍ଳେଷଣ ର ହିସାବ-ନିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ କୁ ସିୟୁଟିଏମ: ର ରେଜିଷ୍ଟ୍ରାର ଡଃ ଅନିତା ପାତ୍ର ଉଦଘାଟନ କରିଥିବା ବେଳେ ଡଃ ଦେବୀ ପ୍ରସାଦ ଶତପଥୀ ସ୍ଵାଗତ ସମ୍ଭାଷଣ ଦେଇଥିଲେ ଏବଂ ଡିନ- ଏକାଡେମୀକସ ଏମଏସଏସଏସଓଏ: ଡଃ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୫/୨: ପଡୋଶୀ ଆନ୍ଧ୍ରର ତିରୁପତି ସ୍ଥିତ ନବଜୀବନ ସେବା ଟ୍ରଷ୍ଟ ଅନ୍ତର୍ଗତ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା ଶାଖା ନବଜୀବନ ଟ୍ରଷ୍ଟ ସହଯୋଗ କ୍ରମେ ସହରର ଶତାଧିକ ଗରିବ ବୃଦ୍ଧା-ବୃଦ୍ଧଙ୍କୁ ମାସିକିଆ ମାଗଣା ରେସନ୍ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ମାଗଣା ରେସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ନବଜୀବନ ଟ୍ରଷ୍ଟ ତିରୁପତିର ପ୍ରତିଷ୍ଠାତା ସଭାପତି ଡଃ କେ: ଶ୍ରୀଧର ଆଚାର୍ଯ୍ୟା ଯୋଗଦେଇ Continue Reading
ଗଜପତି,୪/୨: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଧୁରାମ୍ବ ଗାଁ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ରାସ୍ତା ପାଶ୍ୱର୍ରେ ଥିବା ଖୁଣ୍ଟକୁ ଧକ୍କା ଦେଇ ୧୫ ଫୁଟ ତଳକୁ ଖସି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।ମୃତ ଜଣକ ହେଲେ ଶିକୁଳିପଦର୍ ପଞ୍ଚାୟତ ପଦ୍ମପୁର ଗାଁର ଟିଟୁ ନାୟକ। ଆହତ ଜଣଙ୍କ ହେଲେ ବଡଗଡ ଥାନା ଅନ୍ତର୍ଗତ ବଳରାମପୁର ଗାଁର କାଳିଆ ନାୟକ। ଟିଟୁ ଓ କାଳିଆ […]Continue Reading