Home Posts tagged gajapati district (Page 27)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୭/୬:ପାରଳାଖେମୁଣ୍ଡି ସ୍ଥିତ ୟୁଟେକ କମ୍ପ୍ୟୁଟର ଏଡୁକେସନ କେନ୍ଦ୍ର ଠାରେ ରଜ ଉତ୍ସବ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଆଡମ୍ବର ସହକାରେ ପ୍ରଗତି ମହିଳା ସଂଗଠନ ପକ୍ଷରୁ ପାଳିତ ହୋଇଯାଇଛି ।ଏହି ଅବସରରେ ସ୍କୁଲ ଓ କଲେଜର ଛାତ୍ରୀ ମାନଙ୍କ ସମେତ ଗୃହିଣୀ ମାନଙ୍କୁ ନେଇ ୟୁ-ଟେକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ବିଭିନ୍ନ ପ୍ରତିଯୋଗିତା ଯଥା:- ରଜ-ନୃତ୍ୟ , କାକରା ପିଠା ପ୍ରସ୍ତୁତି ଓ ରଜ କୁଇନ ପ୍ରତିଯୋଗିତା ମାନ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୭/୬: ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା” ତରଫରୁ ରଜ ଉତ୍ସବ ପାଳିତ ହେବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।ରଜ ଦୋଳିର ସୁନ୍ଦର ଆୟୋଜନ କରା ଯାଇଥିଲା। ଏଥିରେ ଦୋଳ ବନ୍ଧ କମିଟିର ସଦସ୍ୟ ବୃନ୍ଦ ଓ ପଥଚାରୀ ମାନେ ଆଗ୍ରହ ର ସହିତ ରଜ ଉତ୍ସବର ମଜା ନେଇ ଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ଆଶା ଲତା ପାଣିଗ୍ରାହୀ , Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୪/୬: ପାରଳାଖେମୁଣ୍ଡି ସ୍ଥିତ ଶାସକ ପ୍ରଶାସକ ଖବର କାଗଜର ଜିଲ୍ଲା ସାମ୍ବାଦିକ ଶ୍ରୀ ବାଳକୃଷ୍ଣ ପାଣିଗ୍ରାହୀଙ୍କ ମାଆ ଶାନ୍ତିଲତା ପାଣିଗ୍ରାହୀଙ୍କ ୭୦ ବର୍ଷ ବୟସରେ ବିୟୋଗ ହୋଇଛି ।ଗତ ସୋମବାର ଦିନ ମଧ୍ୟାହ୍ନ ସମୟରେ ତାଙ୍କର ହଠାତ୍ ଛାତି ଯନ୍ତ୍ରଣା ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ସ୍ଥିତ ରାଘୁବୁଲୁ ହସପିଟାଲରେ ଭର୍ତ୍ତି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୩/୬: ଯଥୋଚିତ ତଥା ଯୁକ୍ତିଯୁକ୍ତ ପୂର୍ଣ୍ଣ ଯଥାର୍ଥ ଦାବୀ ପୁରଣ ଦିଗରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ପ୍ରାୟ ଦୁଇ ସପ୍ତାହ ଧରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରୀ ରହିଥିବା ଏବଂ ଏ ଦିଗରେ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ ପରିଲକ୍ଷିତ ହେଉଥିବା ବେଳେ ଆଜି ପୁଣି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ସହ ଏହା ସମସ୍ତ ଜିଲ୍ଲା ସଦର […]Continue Reading
Odisha News
ଗଜପତି,୧୨/୬: ମହାରାଷ୍ଟ୍ରର ନାଗପୁର ଠାରେ “ଡ୍ରିମ୍ ଷ୍ଟୁଡିଓ ଭେଞ୍ଚର” ଡିଏସଭି: କମ୍ପାନୀ ପକ୍ଷରୁ ଆୟୋଜିତ ହୋଇଥିବା ମେଡିକୋ ଡିଭା ତଥା ପ୍ରସିଦ୍ଧ ଚିକିତ୍ସକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ପାରଳାଖେମୁଣ୍ଡି ସହରର ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀ ଅଂଶଗ୍ରହଣ କରି ପ୍ରଥମ ହୋଇ “ମିସ ଇଣ୍ଡିଆ କନଫିଡେଣ୍ଟ କୁଇନ” ସମ୍ମାନ ଜନକ ମୁକୁଟ ଅଳଙ୍କୃତ କରିଛନ୍ତି । ତାଙ୍କର ଏହି ଜାତୀୟ ସ୍ତର କୃତିତ୍ୱ ହାସଲ ଯୋଗୁଁ ପାରଳାଖେମୁଣ୍ଡି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୮/୬ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଣ୍ଡାହତୀ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ଦିନିଆ ଡ୍ରେସ ଡିଜାଇନ ଓ ଉଦ୍ୟୋଗୀ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ମହାସଂଘର ୫୬ ଜଣ ସଭ୍ୟା ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଆର:କେ:ଏସ:ଏସ: ଅନୁଷ୍ଠାନ ପକ୍ଷରୁ ପରିଚାଳନା କରା ଯାଇଥିଲା ।ଆଜିର ଏହି ଉଦଘାଟନ ଉତ୍ସବରେ ଆରସେଟି: ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୭/୬: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡୀ ଗ୍ରାମ ସ୍ଥିତ ପ୍ରାଣୀ ଚିକିତ୍ସାଳୟ ପରିସରରେ ଗଜପତି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସ୍ୟାଧିକାରୀଙ୍କ କାର୍ଯ୍ୟାଳୟର ଆୟୋଜକରେ ଏବଂ ଗଜପତି ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗର ସୌଜନ୍ୟତାରେ ଆଜି କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଗୋକୁଳ ମିଶନ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ମେଗା ଗୋ-ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଓ ଚାଷୀ ସଚେତନତା କାର୍ଯ୍ୟକ୍ରମ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୬/୬: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ: କୁମାର , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୩୦/୫:କେନ୍ଦ୍ର ଜନଜାତି ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ଶିଳାନ୍ୟାସ ଦେଇ ଫେରି ଯାଇଛନ୍ତି ।ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଟୁଡୁ ପ୍ରଥମେ ନୂଆଗଡ ବ୍ଲକ ଅନ୍ତର୍ଗତ ଏନ ଝାଲର ସିଂ ଠାରେ ଶବର ସମାଜ କଲ୍ୟାଣ ସମିତିର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜ ସଂସ୍କାରକ ପରମ ପୂଜନୀୟ ସ୍ବର୍ଗତ ପ୍ରଧାନି ଗମାଙ୍ଗଙ୍କ ସ୍ମୃତି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୩୦/୫: ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନ ସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିବଦ୍ଧ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାରେ ୨ ଟି ବୃହତ୍ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ୩୭୯ କୋଟି ୧୮ ଲକ୍ଷ୍ ଟଙ୍କା ଅନୁମୋଦନ କରିଛନ୍ତି ।ଏଥିପାଇଁ ଜିଲ୍ଲା ବିଜୁ ଜନତା ଦଳ ମାନ୍ୟବର Continue Reading