ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୨/୭: ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ କେ: ସିତାପୁର ପଞ୍ଚାୟତର ସିଂଙ୍ଗିପୁର ଗୁଡ଼ା ଅଞ୍ଚଳର ମାଳତୀ ପାହାଡ ପାଦ ଦେଶରେ ରହିଥିବା ତଥା ଦୀର୍ଘବର୍ଷ ଧରି ପୋତିହୋଇ ଏବଂ ଜବରଦଖଲ ହୋଇ ଅତ୍ୟନ୍ତ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ଜଳସେଚନ ଉପଯୋଗୀ “ରଙ୍ଗବନ୍ଧ” ର ଉଦ୍ଧାର ଓ ଉନ୍ନତି କରଣ କରାଯିବାକୁ ଅଞ୍ଚଳବାସୀ ଦୃଢ଼ ଦାବୀ ଜଣାଇଛନ୍ତି ।ପୂର୍ବରୁ ୩ ଏକର ପରିମିତ ଜମିରେ ରହିଥିବା ଏହି Continue Reading
ଗଜପତି: ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ସମ୍ପୂର୍ଣତା ଅଭିଯାନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୬/୭ : ଅକାଂକ୍ଷୀ ଜିଲ୍ଲା ଭାବେ ପରିଚିତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଭାରତ ସରକାରଙ୍କ ନୀତି ଆୟୋଗ ପକ୍ଷରୁ ପ୍ରାୟୋଜିତ ସମୂର୍ଣ୍ଣତା ଅଭିଯାନ ଅବସରରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ମାନ ଜିଲ୍ଲାସ୍ତରୀୟ ଭାବେ ପାଳିତ ହୋଇଯାଇଛି। ।ଏହି ଅବସରରେ ସକାଳ ୫-୩୦ ମିନିଟ ସମୟରେ ବିଭିନ୍ନ ସ୍କୁଲ – କଲେଜର ଛାତ୍ରଛାତ୍ରୀ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୫/୭: ଗଜପତି ଜିଲ୍ଲାର ଆକାଙ୍ଗକ୍ଷୀ ଜିଲ୍ଲା ଭାବେ ପରିଚିତ ଗୁମ୍ମା ଏବଂ ଆର:ଉଦୟଗିରି ଠାରେ ଆଜି କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପକ୍ଷରୁ ପ୍ରାୟୋଜିତ ସମ୍ପୂର୍ଣତା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଏକକାଳୀନ ଭାବେ ଶୁଭାରମ୍ଭ ହୋଇଯାଇଛି ।ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ରାମସ୍ଵାମୀ ମନ୍ଦିରରୁ ପୂଜାର୍ଚ୍ଚନା ହୋଇ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଇପି: ଶ୍ରୀ ସୁରେନ୍ଦ୍ର Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨/୭: ଭାରତ ସରକାରଙ୍କ ପକ୍ଷରୁ ୩ ଟି ନୂତନ ଅପରାଧିକ ଆଇନ ଅଣାଯାଇଛି । ବ୍ରିଟିଶ ଅମଳରୁ ଚଳି ଆସୁଥିବା ଆଇନ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡ଼ି ଏବେ ତାହାର ସ୍ଥାନ ନେଇଛି ସମ୍ପୂର୍ଣ ନୂତନ ସ୍ୱଦେଶୀ ନ୍ୟାୟ ବ୍ୟବସ୍ଥା ।ଏହି ୩ଟି ନୂତନ ଅପରାଧିକ ଆଇନ ହେଉଛି (୧):- ଭାରତୀୟ ନ୍ୟାୟ ସଂହିତା (୨):- ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ(୩):- ଭାରତୀୟ ସାକ୍ଷ୍ୟ ଅଧିନିୟମ ।ଏହି ୩ଟି ନୂତନ ଅପରାଧିକ […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୨/୬: ଓଡିଶା-ଆନ୍ଧ୍ର ସୀମାନ୍ତ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଶ୍ରୀମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପ ଠାରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ପାରମ୍ପରିକ ରୀତିନୀତି ପ୍ରକାରେ ପବିତ୍ର ଦେବସ୍ନାନ ପୁର୍ଣିମା ଉତ୍ସବ କାର୍ୟ୍ୟକ୍ରମ ଉତ୍ସାହ ଓ ଗଜାନନ ବେଶ ଉଦ୍ଦୀପନା ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପୂର୍ବାହ୍ନ ସମୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୬/୬: ପାରଳାଖେମୁଣ୍ଡି ସ୍ଥିତ ୟୁ-ଟେକ. କମ୍ପ୍ୟୁଟର ଏଜୁକେସନ ସେଣ୍ଟର ପ୍ରଶିକ୍ଷଣ ହଲ ଠାରେ ପାରଳାଖେମୁଣ୍ଡି ସହରର ଅଗ୍ରଣୀ “ପ୍ରଗତି ମହିଳା ସଂଗଠନ” ଅନୁଷ୍ଠାନ ପକ୍ଷରୁ ପବିତ୍ର ରଜ ପର୍ବ ପାଳନ ଅବସରରେ ସଭା , ସାଂସ୍କୃତିକ ଓ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।ଏହି ଅବସରରେ ସଭା କାର୍ଯ୍ୟକ୍ରମ ପ୍ରାରମ୍ଭ ପୂର୍ବରୁ ମହିଳା ଓ ଝିଅ ଓ ଯୁବତୀ ମାନଙ୍କ ମଧ୍ୟରେ ବିଭିନ୍ନ Continue Reading
ଗଣେଶ କୁମାରେ ରାଜୁଙ୍କ ରିପୋର୍ଟଗଜପତି, ୧୬/୬: ରଜ ପର୍ବ ପାଇଁ ସମଗ୍ର ପାରଳାଖେମୁଣ୍ଡି ସହର ଓ ଆଖପାଖ ଅଞ୍ଚଳ ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି । ତିନିଦିନ ଧରି ଏହି ରଜ ପର୍ବ ଅତି ଧୁମ୍ ଧାମରେ ପାଳିତ ହୋଇ ଆସିଥିବା ବେଳେ ଏଥିରେ ଛୋଟ ଝିଅ ମାନଙ୍କ ଠାରୁ ଆରମ୍ଭ କରି ଯୁବତୀ , ବିବାହିତା ଯୁବତୀ ଓ ମହିଳା ମାନେ ଏଥିରେ ସାମିଲ ହୋଇ ମସଗୁଲ ହୋଇ ପଡିଛନ୍ତି ।ଏହି ଅବସରରେ […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୫/୬: ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଆଜି ସନ୍ଧ୍ୟାରେ ପାରଳାଖେମୁଣ୍ଡି ସମ୍ବାଦ ସାହିତ୍ୟ ଘରର ଦ୍ୱାଦଶ ବାର୍ଷିକୋତ୍ସବ ଏବଂ ରଜୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠାନର ସଭାପତି ଉପାନ୍ତପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ଏଡିସନ୍ \”ସମ୍ବାଦ\” ର ବାର୍ତ୍ତା ବିଭାଗ ସହ ସମ୍ପାଦକ ଶ୍ରୀ ମନୋଜ ସାମଲ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୨/୬: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଏଙ୍ଗାରସିଂ ପଞ୍ଚାୟତର ଏଙ୍ଗାରସିଂ ଗ୍ରାମରେ ଦେଶାଇ ଫାଉଣ୍ଡେସନ ଟ୍ରଷ୍ଟ ସହାୟତାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସିସିଡ଼ି” ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ସହ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।ଏହି ଶିବିର କାର୍ଯ୍ୟକ୍ରମରେ ଡକ୍ଟର . ସୁଶ୍ରୀ ଏଶ୍ଵରୀୟା ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ ଜଣାଇ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟପାରଳାଖେମୁଣ୍ଡି,୧୨/୬ : ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥ ଆଜି ଜିଲ୍ଲାରେ ଶୁଭାରମ୍ଭ ହୋଇ ଯାଇଅଛି।ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲାପାଳଙ୍କ କାର୍ୟ୍ୟଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୁଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ ଓ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ସଚେତନତା ରଥ , ଜିଲ୍ଲାର ପାରଳାଖେମୁଣ୍ଡି ପୌରାଞ୍ଚଳ ଓ ବିଜ୍ଞାପିତ Continue Reading




