ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୨/୧୦ : ସାଇବର ସୁରକ୍ଷା ଅଭିଯାନ , ଓଡ଼ିଶା ୨୦୨୫ ଅନ୍ତର୍ଗତ ଅବସରରେ ଗଜପତି ଜିଲ୍ଲା ଆର: ଉଦୟଗିରି ସ୍ଥିତ ଅନୁଗୁର ପଞ୍ଚାୟତ ଠାରେ ସାଇବର ଅପରାଧ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆର: ଉଦୟଗିରି ପୋଲିସ ଥାନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ଆର: ଉଦୟଗିରି ଥାନାଧିକାରୀ ମଞ୍ଚାସିନ ରହି ମୁଖ୍ୟତଃ ଆଜିକାଲି ଘଟୁଥିବା ବିଭିନ୍ନ ପ୍ରକାରର ସାଇବର ଅପରାଧ , ସାଇବର ଅପରାଧୀ ମାନେ କିଭଳି ଚତୁରତାର ସହ Continue Reading




