Home Posts tagged found hanging dead body
Odisha News
କଟକ,୧୩/୧: ନିଖୋଜ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଆଠଗଡ଼ର ଓରନ୍ଦା ଜଙ୍ଗଲରୁ ଉଦ୍ଧାର କରାଯାଇଛି। ମୃତଦେହଟି ରାଜଶ୍ରୀଙ୍କର ବୋଲି ମଙ୍ଗଳାବାଗ ଥାନା ପୁଲିସ ସ୍ପଷ୍ଟ କରିଛି ।ପ୍ରଥମେ ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ୍ ଓରନ୍ଦା ଜଙ୍ଗଲରୁ ମିଳିଥିଲା। ସ୍କୁଟି ଓ ହେଲମେଟ୍ ମିଳିଥିବା ସ୍ଥାନର ୨୦୦ ମିଟର ଦୂରରେ ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ରାଜଶ୍ରୀ ଗଛରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମଙ୍ଗଳବାଗ Continue Reading
Seo wordpress plugin by www.seowizard.org.