Home Posts tagged found dead at home
Odisha News
ମୁମ୍ବାଇ, ୨୦/୬: ଜଣେ କି ୨ ଜଣ ନୁହଁ। ଏକାଥରକେ ଗୋଟିଏ ପରିବାରର ୯ ଜଣ ଜୀବନ ହାରିଛନ୍ତି। ଜୀବନ ଯନ୍ତ୍ରଣାର ଭାରକୁ ସହିନପାରି ଏମାନେ ମୃତ୍ୟୁକୁ ସୁବୁଦିନ ପାଇଁ ଆଦରି ନେଇଛନ୍ତି।ଏମିତି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ସଙ୍ଗଲି ଜିଲ୍ଲାରେ ଘଟିଛି। ସୋମବାର ମୁମ୍ବାଇଠାରୁ ୩୫୦ କିମି ଦୂରରେ ଏହି ଘଟଣା ଘଟିଛି। ଗୋଟିଏ ଡାକ୍ତର ପରିବାରର ୯ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି।ଗୋଟିଏ ଘର ଭିତରୁ ମିଳିଛି ୯ଟି […]Continue Reading
Seo wordpress plugin by www.seowizard.org.