Home Posts tagged former mla pravat tripathy
Odisha News
ଭୁବନେଶ୍ୱର,୪/୬: ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ୯ ଘଣ୍ଟାର ଜେରା ପରେ ଛାଡ଼ିଲା ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଶୁକ୍ରବାର ଦିନ ଇଡିରେ ହାଜର ହୋଇଥିଲେ। ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍ରେ ତାଙ୍କୁ ହାଜର ପାଇଁ ଇଡି ପକ୍ଷରୁ ନୋଟିସ୍ ହୋଇଥିଲା।ଇଡି ଅଫିସରେ ଏକ ୫ ଜଣିଆ ଟିମ୍ ତାଙ୍କୁ ଜେରା କରିଥିଲେ। ଏଟି ଗ୍ରୁପ୍ ଲିଙ୍କରେ ତାଙ୍କୁ ଜେରା ହୋଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ୨୦୧୯ରେ Continue Reading
Seo wordpress plugin by www.seowizard.org.