Home Posts tagged flood in odisha
Odisha News
ଭୁବନେଶ୍ୱର, ୨୭/୯ : ରାଜ୍ୟରେ ବର୍ଷାର ପରିମାଣ କମୁଥିଲେ ମଧ୍ୟ ମହାନଦୀ ଅବବାହିକାରେ ପୁଣି ଏକ ଛୋଟ ବନ୍ୟା ଆସୁଛି। ଛତିଶଗଡ଼ ଉପରମୁଣ୍ଡରେ ହୋଇଥିବା ପ୍ରବଳ ବର୍ଷା ଏବଂ ଲଘୁଚାପ ପ୍ରଭାବରୁ ମହାନଦୀର ଜଳସ୍ତର ପୁଣିଥରେ ବୃଦ୍ଧି ପାଇଛି। ଚଳିତ ମୌସୁମୀରେ ମହାନଦୀରେ ଏହା ଚତୁର୍ଥ ଛୋଟ ବନ୍ୟା ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତଙ୍କ ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୨/୮ : ରାଜ୍ୟରେ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ବନ୍ୟା ସ୍ଥିତିରେ କ୍ରମଶଃ ସୁଧରିବାରେ ଲାଗିଛି। ମୁଣ୍ଡଳୀରେ ଜଳପ୍ରବାହ କମିବା ପରେ ହୀରାକୁଦ ଜିଅର୍‌ରୁ ଜଳ ନିଷ୍କାସନ କରାଯାଇଛି।ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୩ ଫୁଟକୁ ହ୍ରାସ ପାଇଥିବା ବେଳେ ଏହା କମିବାରେ ଲାଗିଛି ଏବଂ ଆସନ୍ତା ଅଗଷ୍ଟ ୪ ସୁଦ୍ଧା ଏହା ୬୧୫ ଫୁଟକୁ ଖସିବ ବୋଲି ଆକଳନ କରାଯାଇଛି। ଏହି ସୂଚନା ଦେଇଛନ୍ତି ଜଳସଂପଦ ବିଭାଗର Continue Reading
Odisha News
ଭୁବନେଶ୍ୱର, ୧/୮ : ରାଜ୍ୟର ବନ୍ୟା ପରିସ୍ଥିତିର ଆକାଶ ମାର୍ଗରୁ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବନ୍ୟା ଯୋଗୁ ପ୍ରାୟ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।ସେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରର ୧୨ଟି ବ୍ଲକର ବନ୍ୟା ସ୍ଥିତି ଆକାଶ ମାର୍ଗରୁ ଅନୁଧ୍ୟାନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର (SRC) ମଧ୍ୟ Continue Reading