ଭୁବନେଶ୍ୱର, ୨୧/୭ : ସାଇବର ଲୁଟେରାଙ୍କ ଟାର୍ଗେଟରେ ଅଗ୍ନିଶମ ଡିଜି । ଫେକ୍ ହ୍ୱାଟସାପ୍ ଆକାଉଣ୍ଟ ଖୋଲି ମାଗୁଛନ୍ତି ଟଙ୍କା । ମେଡିକାଲ ବାହାନା କରି ପରିବାର ଓ ପରିଚିତ ଲୋକଙ୍କ ପାଖକୁ ଯାଉଛି ମେସେଜ୍ ।ଖବର ଅନୁଯାୟୀ, ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନାଁରେ ଫେକ୍ ହ୍ୱାଟସାପ୍ ଆକାଉଣ୍ଟ ଖୋଲିଛନ୍ତି ସାଇବର ଲୁଟେରା ।ଯାହାଫଳରେ ଅଗ୍ନିଶମ ଡିଜିଙ୍କ ଫେକ୍ ଆକାଉଣ୍ଟରୁ ପରିଚିତ ଲୋକ ଓ ପରିବାର ସଦସ୍ୟଙ୍କୁ ଯାଉଛି ମେସେଜ୍ । ଆଉ ଏହି ମେସେଜ୍ରେ […]Continue Reading