Home Posts tagged FILM THE KERALA STORY
Odisha News
କୋଲକାତା, ୧୧/୫: ବିବାଦୀୟ ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’ ପ୍ରଦର୍ଶନ ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେତୃତ୍ବାଧୀନ ପଶ୍ଚିମବଙ୍ଗ ସରକାର ନିଷେଧାଜ୍ଞା ଜାରି କରିଥିଲେ ବି ବଙ୍ଗ ‘ବିଜେପି’ ୟୁନିଟ୍ ବୁଧବାର ଦିନ ଉକ୍ତ ଚଳଚ୍ଚିତ୍ରର ସ୍ବତନ୍ତ୍ର ପ୍ରଦର୍ଶନ ଆୟୋଜନ କରିଥିଲା।‘ବିଜେପି’ର ବାରୁଇପୁର ଜିଲ୍ଲା ଅଫିସ୍ରେ ଏହି ବିଶେଷ ପ୍ରଦର୍ଶନ ଆୟୋଜିତ ହୋଇଥିଲା। ‘ବିଜେପି’ର ଉତ୍ତର ୨୪ ପ୍ରଗଣା ଜିଲ୍ଲା ସଭାପତି ଫାଲ୍ଗୁନୀ ପାତ୍ରଙ୍କ ସମେତ ଦଳର ମହିଳା Continue Reading
Seo wordpress plugin by www.seowizard.org.