Home Posts tagged film jailer
Bollywood
ନୂଆଦିଲ୍ଲୀ,୧୦/୮: ଦୀର୍ଘଦିନ ପରେ ପରଦାକୁ ଫେରିଛନ୍ତି ରଜନୀକାନ୍ତ। ଆଜି ତାଙ୍କ ଅଭିନୀତ ସିନେମା ଜେଲର୍ ରିଲିଜ୍ ହୋଇଛି। ବିଶ୍ୱବ୍ୟାପୀ ରିଲିଜ୍ ହୋଇଥିବା ଏହି ସିନେମାକୁ ମିଳିଛି ଫ୍ୟାନ୍ସଙ୍କ ଜବରଦସ୍ତ ରେସ୍ପନ୍ସ।୭୨ ବର୍ଷୀୟ ରଜନୀକାନ୍ତଙ୍କ ସିନେମା ଦେଖିବାକୁ ଏବେ ଫ୍ୟାନ୍ସ ଖୁବ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି। କେବଳ ଯେ ଦେଶ କାହିଁକି, ସିନେମା ଦେଖିବା ପାଇଁ ବିଦେଶରୁ ମଧ୍ୟ ତେର ନଈ ସାତ ଦରିଆ ଡେଇଁ ଆସିଛନ୍ତି ରଜନୀକାନ୍ତଙ୍କ ଫ୍ୟାନ୍ସ।ଜାପାନର Continue Reading
Seo wordpress plugin by www.seowizard.org.