Home Posts tagged FILM EMERGNCY
Bollywood
ନୂଆଦିଲ୍ଲୀ ୨୧/୮: କଙ୍ଗନା ରଣାୱତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଏମରଜେନ୍ସି’ ରେ ଜଣେ ଦିଗଜ ଅଭିନେତ୍ରୀ ଏଣ୍ଟ୍ରି କରିଛନ୍ତି। ଫିଲ୍ମର ଏକ ନୂଆ ପୋଷ୍ଟର ସେୟାର କରି କଙ୍ଗନା ଏ ବିଷୟରେ ସୂଚନା ଦେଇଛନ୍ତି।ସେ ପୋଷ୍ଟର ସେୟାର କରି ଲେଖିଛନ୍ତି, ଫିଲ୍ମରେ ମହିମା ଚୌଧରୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିବେ। ସେ ଏହି ଫିଲ୍ମରେ ପୁପୁଲ ଜୟକର ଭୂମିକାରେ ଅଭିନୟ କରିବେ।ପୁପୁଲ ଇନ୍ଦିରା ଗାନ୍ଧୀଙ୍କ ଅତି ନିକଟତର ଥିଲେ। ସେ ତାଙ୍କର ବନ୍ଧୁ, ଲେଖିକା ଏବଂ ବିଶ୍ୱସ୍ତ Continue Reading
Bollywood
ନୂଆଦିଲ୍ଲୀ ୨୦/୭: ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ପର୍ଦାରେ ଅଲଗା ଅଲଗା ଭୂମିକାରେ ବେଶ୍ ଅଭିନୟ କରିଛନ୍ତି। ଏବେ ଫିଲ୍ମ ‘ଏମାର୍ଜେନ୍ସୀ’ରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଦେଖିବାକୁ ମିଳିବେ।ନିକଟରେ ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ ହୋଇଥିଲା। ଏଥିରେ କଂଙ୍ଗନାଙ୍କ ଦମଦାର ଚେହେରା ସମସ୍ତଙ୍କୁ ଚକିତ କରିଦେଇଥିଲା।ଫାଷ୍ଟ ଲୁକ୍ରେ ଅଭିନେତ୍ରୀ ଇନ୍ଦିରାଙ୍କ ପରି ଲାଗୁଛନ୍ତି। ହେଲେ ଏବେ ଆସୁଥିବା ଖବର ଅନୁସାରେ କଂଗ୍ରେସ Continue Reading
Seo wordpress plugin by www.seowizard.org.