Home Posts tagged FILM ACTOR SAHRUKH KHAN VISIT TIRUPATI TEMPLE
Bollywood
ମୁମ୍ବାଇ,୫/୯: ୨୦୨୩ ମସିହାରେ ଆରମ୍ଭରେ କିଙ୍ଗ ଖାନ ଶାହରୁଖ୍ ଖାନ୍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ୍’ ବକ୍ସ ଅଫିସରେ କମାଲ୍ କରିବା ପରେ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜୱାନ’ ମୁକ୍ତିଲାଭ କରିବାକୁ ଯାଉଛି । ଶାହରୁଖଙ୍କ ଏହି ଫିଲ୍ମ ସେପ୍ଟେମ୍ବର ୭ ତାରିଖରେ ରିଲିଜ୍ ହେବାକୁ ଥିବା ବେଳେ ଏହାର ଚାହିଦା ଏବେଠାରୁ ଦେଖିବାକୁ ମିଳିଲାଣି ।ବିଶେଷ କରି ସିନେପ୍ରେମୀଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି । ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ Continue Reading
Seo wordpress plugin by www.seowizard.org.