Home Posts tagged film actor akshaya kumar
Odisha News
ମୁମ୍ବାଇ,୩/୬ : ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ୍’ ଶୁକ୍ରବାର ଅର୍ଥାତ୍ ଆଜି ରିଲିଜ୍ ହେଉଛି। ଏହାକୁ ନେଇ ଦର୍ଶକ ଖୁବ୍ ଉତ୍ସାହିତ ଅଛନ୍ତି। ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି ।ୟୁପି ପରେ ଆଜି ମଧ୍ୟପ୍ରଦେଶରେ ମଧ୍ୟ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି। ରିଲିଜ୍ ହେବା ପୂର୍ବରୁ ଅକ୍ଷୟ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ସେୟାର କରିଛନ୍ତି।ସେ କହିଛନ୍ତି ଯେ ଫିଲ୍ମ ମାଧ୍ୟମରେ ଆପଣ ସେହି ଲୋକମାନଙ୍କ ବିଷୟରେ Continue Reading
Odisha News
ମୁମ୍ବାଇ ୨୧/୪ : ଗୁଟଖା ବିଜ୍ଞାପନ ନେଇ ଗତ କିଛି ଦିନ ହେବ ସମାଲୋଚନାର ଶିକାର ହେଉଛନ୍ତି ଅକ୍ଷୟ କୁମାର। ଚାରି ଆଡେ ତାଙ୍କୁ ନେଇ ମିମ୍ ତିଆରି ହେଉଛି ।ହେଲେ ଏବେ ଅକ୍ଷୟ କୁମାର ତାଙ୍କ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି କି-ସେ ତାଙ୍କ ପ୍ରଶଂସକଙ୍କ ଭାବନାକୁ ସମ୍ମାନ କରନ୍ତି ଏବଂ ଏହି ବିଜ୍ଞାପନରୁ ନିଜର ପଦକ୍ଷେପକୁ ଫେରାଇ ନେଉଛନ୍ତି ।ଟ୍ୱିଟରରେ ପ୍ରକାଶିତ ହୋଇଥିବା […]Continue Reading
Seo wordpress plugin by www.seowizard.org.