ନୂଆଦିଲ୍ଲୀ,୧୨ ।୧୦: ଗୋଆ ଉପକୂଳରେ ଦୁର୍ଘଟଣା ଗସ୍ତ ହେଲା ନୌସେନାର ମିଗ୍ ୨୯ କେ ଲଢ଼ୁଆ ବିମାନ । ବୁଧବାର ଦିନ ନିୟମିତ ସ୍ବଳ୍ପ ଉଡ଼ାଣରୁ ଘାଟିକୁ ଫେରୁଥିବା ବେଳେ ଭାରତୀୟ ନୌସେନାର ଗୋଟାଏ ‘ମିଗ୍ ୨୯କେ’ ଲଢୁଆ ବିମାନରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହେବାରୁ ଗୋଆ ଉପକୂଳବର୍ତ୍ତୀ ଆରବ ସାଗର ମଧ୍ୟକୁ ଖସିପଡ଼ିଛି।ଉକ୍ତ ବିମାନର ପାଇଲଟ୍ଜଣକ ନିରାପଦରେ ଦୁର୍ଘଟଣାଗ୍ରସ୍ତ ବିମାନରୁ ବାହାରି ଆସିଛନ୍ତି ଏବଂ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ଭାରତୀୟ Continue Reading