Home Posts tagged EX CM NAVEEN PATNAIK BIRTH DAY
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ବର ୧୬/୧୦: ୮୦ ବର୍ଷରେ ପାଦ ଥାପିଲେ ନବୀନ ପଟ୍ଟନାୟକ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୮୦ ବର୍ଷରେ ପାଦ ଥାପିଛନ୍ତି । ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ନବୀନ ପଟ୍ଟନାୟକ କଟକ ଠାରେ ଜନ୍ମଗ୍ରହଣ କରିଥିଲେ ।ବାପା ବିଜୟାନନ୍ଦ ପଟ୍ଟନାୟକ, ମାଆ ଜ୍ଞାନ ପଟ୍ଟନାୟକଙ୍କ କୋଳମଣ୍ଡନ କରିଥିଲେ ନବୀନ । ବାପା ଜନନାୟକ ତଥା ପ୍ରବାଦ ପୁରୁଷ ଭାବରେ ପରିଚିତ ବିଜୁ ପଟ୍ଟନାୟକ ଓ […]Continue Reading