
ଭୁବନେଶ୍ୱର,୨୦/୩: ୨୦୨୪ ନିର୍ବାଚନରେ ବିଜେଡି ନେତା ଭି କେ ପାଣ୍ଡିଆନ୍ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। କିନ୍ତୁ ତାଙ୍କୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଥମିବାର ନାଁ ଧରୁନି। ଅଧିକାଂଶ ସମୟରେ ଭାଜପା ନେତାମାନେ ତାଙ୍କୁ ଟାର୍ଗେଟ୍ କରିବାକୁ ପଛାଉ ନାହାନ୍ତି। ଏହି କ୍ରମରେ ଗୁରୁବାର ଭାଜପା ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସାଙ୍ଘାତିକ ଗୁମର ଖୋଳିଛନ୍ତି।ସେ କହିଛନ୍ତି, ପାଣ୍ଡିଆନ ନବୀନ ବାବୁଙ୍କୁ ପାଗଳ କରି ରଖିଥିଲେ। କେତେବେଳେ ଫ୍ଲାଇଂ କିସ Continue Reading