Home Posts tagged error in 10th class geography book
Odisha News
ଭୁବନେଶ୍ୱର,୨୬/୮: ଦଶମ ଶ୍ରେଣୀର ଭୂଗୋଳ ବହିରେ ଭୁଲ୍। ଯାହା ଭୁଲ୍ ହୋଇଛି ତା’ ଓଡ଼ିଶା ଆନ୍ଧ୍ର ବିବାଦକୁ ଆଉ ଟିକେ ଖୋରାକ ଯୋଗାଇଛି। ଏହି ଭୁଲ୍ ଖୋଦ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀର ଭୂଗୋଳ ବହିରେ ହୋଇଛି।ମାଛକୁଣ୍ଡ ଜଳ ପ୍ରପାତ ଓଡ଼ିଶାରେ ନୁହେଁ ବରଂ ଆନ୍ଧ୍ର ପ୍ରଦେଶର ବୋଲି ପୁସ୍ତକରେ ପ୍ରକାଶ ପାଇଛି। ୨୦୧୮ରେ ପ୍ରକାଶିତ ପୁସ୍ତକରେ ଏହି ତ୍ରୁଟି ହୋଇଥିଲେ ମଧ୍ୟ ଚଳିତ ବର୍ଷ ବି ଏଥିରେ ସଂଶୋଧନ ହୋଇନାହିଁ। ଫଳରେ […]Continue Reading