Home Posts tagged EMINENT POET WRITER JAGANNATH PRASAD DAS IS NO MORE
Odisha News
ଭୁବନେଶ୍ୱର, ୪/୬ : ପ୍ରଖ୍ୟାତ କବି, ଲେଖକ ତଥା ପ୍ରଶାସକ ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ ହୋଇଛି। ୯୦ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଅନ୍ୟତମ ଜେ.ପି. ଦାସଙ୍କୁ କବିତା, କଥାସାହିତ୍ୟ, ନାଟକ, ଆଲୋଚନା ଓ କଳା ଇତିହାସରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ବେଶ୍ ଜଣାଯାଏ ।୧୯୩୬ ମସିହାରେ ଓଡ଼ିଶାର ପୁରୀ ଜିଲ୍ଲାରେ ଜନ୍ମିତ ଜେ.ପି.ଦାସ Continue Reading