Home Posts tagged elina das move highcourt regarding balle balle dhabha
Odisha News
କଟକ, ୪/୭: ଯାଜପୁର ଜିଲ୍ଲା ଧର୍ମଶାଳାର ବିବାଦୀୟ ବଲ୍ଲେ ବଲ୍ଲେ ଢାବା ସିଲ୍ ଘଟଣାରେ ଅଭିନେତ୍ରୀ ଏଲିନା ଦାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ବିଜେଡି ନେତ୍ରୀ ଶ୍ରୀମତୀ ଦାସ ଆଜି ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଛନ୍ତି।ଏଲିନାଙ୍କ ଓକିଲ କହିଛନ୍ତି, ବଲ୍ଲେ ବଲ୍ଲେ ଢାବା ସହ ଏଲିନା ଓ ତାଙ୍କ ପରିବାରର କୌଣସି ସମ୍ପର୍କ ନାହିଁ। ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି, ବଲ୍ଲେ ବଲ୍ଲେ ଢାବା ସହ ଏଲିନା କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ Continue Reading
Seo wordpress plugin by www.seowizard.org.