Home Posts tagged elephant attack
Odisha News
ଢେଙ୍କାନାଳ, ୧୦/୨ : ପୁଣି ହାତୀପଲଙ୍କ ଦୌରାମ୍ୟ। ୩ ଜଣଙ୍କୁ ଅତି ନୃଶଂସ ଭାବେ ଦଳିଦେଲେ ହାତୀପଲ। ଅନ୍ୟ ୩ ଜଣ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ପାଟପୁରୀ ଜଙ୍ଗଲରେ ଜାଳେଣୀ କାଠ ସଂଗ୍ରହ ବେଳେ ଘଟିଛି ଏହି ଦୁର୍ଘଟଣା।ଅନ୍ୟପଟେ ପୋଲିସ ଏବଂ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ମୃତକଙ୍କ ପରିଵାର।ସୂଚନା ଅନୁସାରେ, ଆଜି ୧୨ତା ସମୟରେ ଢେଙ୍କାନାଳ Continue Reading
Odisha News
ସୁନ୍ଦରଗଡ଼, ୧୫/୧୨ : ସୁନ୍ଦରଗଡ଼ ଜିଲ୍ଲା ତାମରା ରେଞ୍ଜର କଣ୍ଟାପାଲି ଗାଁ ମୁଣ୍ଡା ସାହିରେ ଦୁଇ ଜଣ ଛୁଆଙ୍କୁ ମାରି ଦେଇଛି ହାତୀ। ସେମାନଙ୍କ ମଧ୍ୟରୁ ଜଣେ ପୁଅ ଓ ଅନ୍ୟ ଜଣେ ଝିଅ। ପୁଅଟିକୁ ୧୨ ବର୍ଷ ହୋଇଥିଲା। ଝିଅଟିକୁ ୩ ବର୍ଷ ହୋଇଥିଲା।ଗତକାଲି ରାତିରେ ସମସ୍ତେ ଶୋଇଥିବା ବେଳେ ହାତୀଟି ଘର ଭାଙ୍ଗି ଦେଇଥିଲା। ହାତୀ ଘର ଭାଙ୍ଗୁ ଥିବା ଦେଖି ପରିବାରର ସଦସ୍ୟମାନେ ଘର ବାହାରକୁ ଦୌଡ଼ି ପଳାଇ ଯାଇଥିଲେ।ପରିବାରର ଅନ୍ୟ ସଦସ୍ୟଙ୍କ […]Continue Reading
Odisha News
ବରଗଡ଼, ୧୮/୬: ବରଗଡ଼ ଜିଲ୍ଲାରେ ହାତୀ ଆକ୍ରମଣରେ ଗୋଟିଏ ପରିବାରର ତିନିଜଣଙ୍କ ପ୍ରାଣହାନି ଘଟିଥିବା ସୂଚନା ରହିଛି। ଝାରବନ୍ଧ ବ୍ଲକ୍ ଅନ୍ତର୍ଗତ ଗୋଠୁଗୁଡ଼ା ଗ୍ରାମ ପଞ୍ଚାୟତର ସଲଡିହି ଗ୍ରାମରେ ଏକ ପରିବାରର ତିନି ଜଣକର ମୃତ୍ୟୁ ଘଟିଥିବା ବେଲେ ଜଣେ ଗୁରୁତର ଥିବା ସୂଚନା ମିଳିଛି।ତିନି ମୃତକ ହେଲେ ମାଆ ପାନ ବରିହା(୨୮) ଏବଂ ତାଙ୍କର ଦୁଇ ଝିଅ ସୁନନ୍ଦା ବରିହା (୧୧) ଓ ପୁଅ ଆଦିତ୍ୟ ବରିହା(୩)। ଏମାନେ ଘରେ ଶୋଇଥିବା ବେଳେ ହାତୀ କାନ୍ଥ […]Continue Reading