Home Posts tagged election campaign
Odisha News
ସ୍ୱାଗତିକା ଭୂତିଆଗଣତନ୍ତ୍ରରେ ନିର୍ବାଚନ ଏକ ସ୍ୱଭାବିକ ପ୍ରକ୍ରିୟା । ସେହି କ୍ରମରେ ଭୋଟ ଦେବା ସମସ୍ତ ନାଗରିକଙ୍କ ଅଧିକାର । ସମଗ୍ର ଗଣତାନ୍ତ୍ରିକ ଦେଶରେ ଭୋଟ ଦେଇ ଲୋକ ପ୍ରତିନିଧି ବାଛିବା ସମସ୍ତ ନାଗରିକର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ । ଲୋକ ପ୍ରତିନିଧିକୁ ସମସ୍ତ ନାଗରିକ ନିଜ ଇଛା ଅନୁସାରେ ବାଛିବାର ସମ୍ବିଧାନରେ ଲେଖା ଅଛି । ହେଲେ ବର୍ତ୍ତମାନ ସମୟରେ ନିର୍ବାଚନର ପରମ୍ପରା ଓ ନେତାଙ୍କ ଭିତରେ ଭୋଟ ମାଗିବାର ପ୍ରକ୍ରିୟା ସମ୍ପୁର୍ଣ୍ଣ ଭାବେ […]Continue Reading
Seo wordpress plugin by www.seowizard.org.