
ନୂଆଦିଲ୍ଲୀ,୩୧/୩: ଆଜି ସାରା ଦେଶରେ ପବିତ୍ର ଇଦ୍ ପର୍ବ ପାଳନ କରାଯାଛି। ରବିବାର ଇଦ୍ ଚାନ୍ଦ ଦେଖାଯିବା ପରେ ଲୋକଙ୍କ ମଧ୍ୟରେ ଆନନ୍ଦର ପରିବେଶ ଖେଳିଯାଇଥିଲା।ଇଦ୍ ଅବସରରେ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଶବାସୀଙ୍କୁ ଇଦ୍ ମୁବାରକ୍ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଇଦ୍ ପର୍ବ ଆମକୁ ତ୍ୟାଗ, ପ୍ରେମ ଏବଂ ସେବାର Continue Reading