Home Posts tagged edible oil
Odisha News
ଭୁବନେଶ୍ୱର,୩/୪ : ଖାଇବା ତେଲର ମୂଲ୍ୟ ହ୍ରାସ ପାଇଛି । ଯାହା ସାଧାରଣ ଲୋକଙ୍କ ପାଇଁ କିଛି ମାତ୍ରାରେ ଆସ୍ୱସ୍ଥି ଆଣି ଦେଇଛି । ହେଲେ ଏହି ଖାଇବା ତେଲେ ମୂଲ୍ୟ ହ୍ରାସ ଦ୍ୱାରା ମାଲଗୋଦାମ ବ୍ୟବସାୟୀମାନେ ଲକ୍ଷା ଧିକ ଟଙ୍କା କ୍ଷତି ସହୁଛନ୍ତି ।ଖାଇବା ତେଲ ବଜାରରେ ନିଅଣ୍ଟ ହେବା ଏବଂ ଏମ୍ଆରପିଠାରୁ ଅଧିକ ମୂଲ୍ୟରେ ବିକ୍ରି ପ୍ରସଂଗରେ ସାମନାକୁ ଆସିଛି ମାଲଗୋଦାମ ବଣିକ ସଂଘ। ସଂଘ ପକ୍ଷରୁ କୁହାଯାଇଛି ଯେ ଏବେ ମାଲଗୋଦାମରେ ତେଲ […]Continue Reading