
ଇରାନ୍,୨୯/୧: ଭୟଙ୍କର ଭୂମିକମ୍ପରେ ଦୋହଲିଲା ଇରାନ୍। ଭୂମିକମ୍ପ ଯୋଗୁଁ ଉତ୍ତର-ପଶ୍ଚିମ ଇରାନର ଖୋଇ ସହରରେ ଅନେକ ଘର ଭାଙ୍ଗି ଯାଇଛି। ତୁର୍କୀ-ଇରାନ ସୀମା ନିକଟରେ ଏହି ସ୍ଥାନଟି ରହିଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୯ ରେକର୍ଡ କରାଯାଇଛି। ଶନିବାର ଆସିଥିବା ଭୂକମ୍ପ ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ୪୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଅନେକ ଘର ଭାଙ୍ଗି ଯାଇଛି। ଏବେ ବି ଧ୍ୱଂସାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଛନ୍ତି। ଭୂକମ୍ପର […]Continue Reading