
ଭୁବନେଶ୍ୱରରେ,୨୩/୯: ଭୁବନେଶ୍ୱରରେ ଦୁର୍ଗାପୂଜା ପାଳନକୁ ନେଇ କିଛିଟା କଟକଣା ଲଗାଯାଇଛି । ଏନେଇ ପୂଜା କମିଟି ମାନଙ୍କୁ ତାଗିଦ କରିଛନ୍ତି ଭୁବନେଶ୍ୱର ଡିସିପି। ସାଉଣ୍ଡ, ଡିଜେ, ଲାଇଟ୍, ଭସାଣ ଶୋଭାଯାତ୍ରା ନେଇ ତାଗିଦ କରିଛନ୍ତି ଡିସିପି। ମଣ୍ଡପରେ ଓ ଭସାଣରେ ବ୍ୟବହୃତ ସାଉଣ୍ଡ ବକ୍ସ ୬୫ ଡେସିବେଲ୍ ଟପିବନି ବୋଲି ସ୍ପଷ୍ଟ କରିଛନ୍ତି।ଏହା ସହ ଭସାଣରେ ଗୋଟିଏ ବ୍ୟାଣ୍ଡ, ଗୋଟିଏ ମ୍ୟୁଜିକ ପାର୍ଟି ସାମିଲ ହେବେ। ଦଶହରା ମଣ୍ଡପରେ ୪ରୁ ୫ଟି ସାଉଣ୍ଡ ବକ୍ସ Continue Reading