
ଭୁବନେଶ୍ୱର, ୧୫/୧ : ବିମାନବନ୍ଦରରୁ ଜବତ ହେଲା ନିଶାଦ୍ରବ୍ୟ । ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହୋଇଛି ୪କୋଟି ଟଙ୍କାର ନିଶାଦ୍ରବ୍ୟ । କଷ୍ଟମ ବିଭାଗ ଓ ଡିଆର୍ଆଇ ଟିମ୍ ଏହି ନିଶା ସାମଗ୍ରୀକୁ ଧରିଛି ।ସୂଚନା ଅନୁଯାୟୀ, ଭୁବନେଶ୍ବର ଏୟାରପୋର୍ଟରୁ ଧରା ହୋଇଛନ୍ତି ୪ କୋଟିର ଦାମୀ ନିଶାଦ୍ରବ୍ୟ । ଏହି ନିଶା ଦ୍ରବ୍ୟ ବ୍ୟାଙ୍କକ୍ ରୁ ଆସିଥିବା ସୂଚନା ମିଳିଛି । ସୂତ୍ରରୁ ଖବର ପାଇ ଏୟାରପୋର୍ଟରୁ ଧରିଛି କଷ୍ଟମ ବିଭାଗ । ନିଶାଦ୍ରବ୍ୟକୁ […]Continue Reading