Home Posts tagged Draupadi Murmu
Odisha News
ପୁରୀ,୮/୭: ଗତକାଲି ରଥଯାତ୍ରା ଦେଖିବାକୁ ଆସି ପୁରୀ ରାଜଭବନରେ ରହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସକାଳେ ସୁମଦ୍ରକୂଳରେ ସେ ପ୍ରାତଃ ଭ୍ରମଣ କରୁଥିବାର ଦେଖିବାକୁ ମିଳିଥିଲା।ଅବଶ୍ୟ ତାଙ୍କ ସାଙ୍ଗରେ ସୁରକ୍ଷା କର୍ମୀ ବି ଥିଲେ। ଏହାଛଡ଼ା ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଥିଲା। ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ସମୟରେ କୌଣସି ପର୍ଯ୍ୟଟକଙ୍କୁ ସମୁଦ୍ରକୂଳକୁ ଯିବାକୁ ଅନୁମତି ନଥିଲା। ତେବେ ମହାମହିମଙ୍କୁ ଦେଖିବାକୁ ଦୂରରେ ଅପେକ୍ଷା Continue Reading
Odisha News
ନୂଆଦିଲ୍ଲୀ ୨୪/୭: ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥପାଠ ଉତ୍ସବ ଲାଗି ପ୍ରସ୍ତୁତି ସରିଛି।ସୋମବାର ପୂର୍ବାହ୍ନ ୧୦ଟା ୧୫ ମିନିଟରେ ସଂସଦ ଭବନ କେନ୍ଦ୍ରୀୟ ସଭାଗାରରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥଗ୍ରହଣ ଉତ୍ସବରେ ତାଙ୍କ ପରିବାର ପକ୍ଷରୁ ସାନ ଭାଇ ଓ ଭାଉଜଙ୍କ ସମେତ ଝିଅ ଏବଂ ଜ୍ୱାଇଁ ଯୋଗ ଦେବେ। ଏଥିପାଇଁ ସେମାନେ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି।ଶପଥପାଠ ଉତ୍ସବ ପରେ ଭଉଣୀଙ୍କ ମୁହଁ ମିଠା Continue Reading
Top Stories
By Sukanta Kumar Mohanty BHUBANESWAR,JULY 21:  The CEO of Grow-Trees.com recounts the presidential candidate’s role in ideating the massive plantation drive of over five million trees.  Social organisation Grow-Trees.com’s project ‘Trees for Tiger’ which has planted over five million trees in Odisha, is infact the brainchild of Draupadi Murmu, one of the candidates Continue Reading
Odisha News
ଭୁବନେଶ୍ୱର,୮/୭: ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବାକୁ ପାରମ୍ପରିକ ନାଚଗୀତରେ ଦୁଲୁକିଥିଲା ବିମାନବନ୍ଦର।ଢୋଲ ଓ ଦୁଲଦୁଲି ବାଜାର ତାଳେ ତାଳେ ଦ୍ରୌପଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇ ବିମାନବନ୍ଦରରୁ ରାଜ୍ୟ ଅତିଥି ଭବନକୁ ପାଛୋଟି ନିଆଯାଇଛି।ଏହି ସମୟରେ ବିମାନବନ୍ଦରରେ ଅସମ୍ଭବ ଭିଡ଼ ଜମିଥିଲା। ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା ନିମନ୍ତେ ସାଧାରଣ Continue Reading
Odisha News
ନୂଆଦିଲ୍ଲୀ, ୨୪/୬: ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟାହ୍ନରେ ପ୍ରାର୍ଥିପତ୍ର ଦାଖଲ କରିବେ।ଏହି ସମୟରେ ଓଡ଼ିଶା ବିଜେପିର ସମସ୍ତ ବିଧାୟକ ଓ ବିଜେଡି ପକ୍ଷରୁ ପ୍ରସ୍ତାବ ସାଜିଥିବା ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ଉପସ୍ଥିତ ରହିବେ।ଏହାବାଦ ବିଜେପି ଓ ଏହାର ସହଯୋଗୀ ଦଳର ଅନେକ ନେତା ମଧ୍ୟ ଶ୍ରୀମତୀ ମୁର୍ମୁଙ୍କ ନାମାଙ୍କନ ବେଳେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।ତେବେ ନାମାଙ୍କନ ଦାଖଲ କରିବା Continue Reading
Odisha News
ନୂଆଦିଲ୍ଲୀ ,୨୩/୬: ମୋଦୀଙ୍କୁ ସାକ୍ଷାତ କଲେ ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀଙ୍କ ବାସଭବନ ଯାଇ ସେ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ସହ ଅନେକ ଗୁଡିଏ ପ୍ରସଙ୍ଗରେ ହେଲା ଆଲୋଚନା ।ତେବେ ଆଲୋଚନା ପରେ ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱରେ ଦେଶର ସହମତି ରହିଛି । ବିଶେଷକରି ମୁଁ ତାଙ୍କ ପ୍ରାର୍ଥିତ୍ୱରେ ବେଶ୍ ଖୁସି ।ସେହିପରି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ Continue Reading
Odisha News
ଭୁବନେଶ୍ୱର, ୨୩/୬: ଦିଲ୍ଲୀ ଅଭିମୁଖେ ଏନଡିଏ ରାଷ୍ଟପ୍ରତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ପାରମ୍ପରିକ ଆଦିବାସୀ ନାଚ ଗୀତରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଭୁବନେଶ୍ୱରରୁ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବା ପରେ ସେଠାରୁ ସିଧାସଳଖ ଓଡ଼ିଶା ଭବନ ଯିବେ । ଦ୍ରୌପଦୀଙ୍କ ଓଡ଼ିଶା ଭବନରେ ରହିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।ଆସନ୍ତାକାଲି ସେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ । ଏହି Continue Reading
Odisha News
ନୂଆଦିଲ୍ଲୀ,୨୧/୬: ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏ ରାଷ୍ଟ୍ରପତି ପାର୍ଥୀ ଘୋଷଣା ପରେ ‘ଜେଡ୍ ପ୍ଲସ୍‌’ ସୁରକ୍ଷ ମିଳିଛି । ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକରେ ଦ୍ରୌପଦୀଙ୍କ ନାଁ ଘୋଷଣା କରାଯିବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରେସ୍ମିଟ୍ରେ ସୂଚନା ଦେଇଥିଲେ।ଏହାପରେ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏବେ ଦ୍ରୌପଦୀ ମୁର୍ମୁଙ୍କୁ ‘ଜେଡ୍ ପ୍ଲସ୍‌’ ସୁରକ୍ଷା ମିଳିଛି।ଏନ୍ଡିଏ Continue Reading
National News
NEW DELHI,JUNE 21: The BJP-led NDA has announced Draupadi Murmu as its Presidential candidate for the upcoming elections. Murmu would become the first tribal President of India and second ever female President if she is elected. Born on June 20, 1958, Murmu served as the Governor of Jharkhand from 2015 to 2021. Hailing from Odisha’s […]Continue Reading
Seo wordpress plugin by www.seowizard.org.