Home Posts tagged Digha
Odisha News
ଭୋଗରାଇ, ୧୪/୮: କଥାରେ ଅଛି ରଖେ ହରି ତ ମରିବ କିଏ । ପଶ୍ଚିମବଙ୍ଗର ଦିଘା ଠାରେ ସମୁଦ୍ରରେ ଗାଧୋଇ ବା ସମୟରେ ସେଲ୍ଫି ନେବା ମାହାଙ୍ଗା ପଡିଛି ଜଣେ ଯୁବକଙ୍କୁ ।ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ । ଯାହାର ଲାଇଭ୍ ଭିଡିଓ ପର୍ଯ୍ୟଟକ ମାନେ ଉଠାଇଛନ୍ତି । ସୂଚନା ଅନୁସାରେ ବଙ୍ଗୋପସାଗରରେ ଲଗୁଚାପ ଚାପ ଏବଂ ଉଚ୍ଚ ଜୁଆରର ମିଶ୍ରଣ ହେତୁ ସମୁଦ୍ରରେ ଉତ୍ତାଳ ଦେଖାଯାଇଥିଲା ।ପର୍ଯ୍ୟଟକମାନଙ୍କୁ ସମୁଦ୍ରକୁ ଯିବା ପାଇଁ ପ୍ରଶାସନ ମନା କରିଥିଲା । […]Continue Reading
Seo wordpress plugin by www.seowizard.org.