Home Posts tagged dibynga attempt commit suicide in ganjam
Odisha News
ବ୍ରହ୍ମପୁର, ୨୫/୭: ବାରମ୍ୱାର ଗୁହାରି କଲେ। ହେଲେ କେହି ଶୁଣିଲେ ନାହିଁ। ଏଥିପାଇଁ ମଗାଗଲା ଲାଞ୍ଚ। ଜଣେ ୯୦ ପ୍ରତିଶତ ଦିବ୍ୟାଙ୍ଗ ବ୍ୟକ୍ତି ଲାଞ୍ଚ ଦେବାକୁ ଅସହାୟତା ପ୍ରକାଶ କଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣିଲେନି। ସବୁଆଡୁ ନିରାଶ ହେବା ପରେ ଆଜି ସେ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଏସ୍ପିଙ୍କ ସମ୍ମୁଖରେ ବିଷ ପିଇଦେଲେ।ସୋମବାର ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ହୋଇଥିଲା ମିଳିତ ଜନ ଶୁଣାଣି। ଏଥିରେ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଆରକ୍ଷୀ Continue Reading
Seo wordpress plugin by www.seowizard.org.