Home Posts tagged Dhenkanal district
Odisha News
ଢେଙ୍କାନାଳ,୩୧/୮ : ଭୁବନେଶ୍ୱର, ଝାରସୁଗୁଡା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌। ସୋମବାର ସ୍ଥାନୀୟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚାଉଳ ଏଟିଏମ୍‌ର ଶୁଭାରମ୍ଭ କରିଛନ୍ତି। ହିତାଧିକାରୀଙ୍କ ପାଇଁ ୨୪ ଘଣ୍ଟା ଏହି ସେବା ଉପଲବ୍ଧ ହେବ।ପିଙ୍ଗର ପ୍ରିଣ୍ଟ ଏବଂ କାର୍ଡ ନମ୍ବର ପକାଇ ହିତାଧିକାରୀ ଏଟିଏମ୍‌ରୁ ଚାଉଳ ଉଠାଇ ପାରିବେ। ଆଗକୁ ରାଜ୍ୟର ପ୍ରତ୍ୟେକ ଜିଲାରେ ଚାଉଳ Continue Reading
Odisha News
ଢେଙ୍କାନାଳ, ୨୯/୮: ଢେଙ୍କାନାଳ ଜିଲ୍ଲାରୁ ଆସିଛି ଏକ ଛାତିଥରା ହତ୍ୟାକାଣ୍ଡ। ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କା ନ ଦେବାରୁ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ସହ ମୃତଦେହକୁ ଘର ପାଖ ପାଇଖାନା ଟାଙ୍କି ଭିତରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ଏହି ଲୋମଟାଙ୍କୁରା ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଆଇନ୍ଦିପୁର ଜୁଆଙ୍ଗ ସାହିରେ ଘଟିଛି।ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଦୀର୍ଘଦିନ ଧରି ମଦ୍ୟପାନରେ ଅଭ୍ୟସ୍ତ ଥିଲେ। ସେ Continue Reading
Odisha News
କାମାକ୍ଷାନଗର/ ଢେଙ୍କାନାଳ, ୨୬/୭ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଗୁନେଇବିଲି ପଞ୍ଚାୟତର ବାଲିପଡା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଚାଷ ଜମିରେ ଧାନ ତଳି ରୋଉଥିବା ବେଳେ ବଜ୍ରାପାତରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି।ମୃତକମାନେ ହେଲେ ବାପ ସନ୍ତୋଷ ଦେହୁରୀ ଓ ତାଙ୍କ ପୁଅ ସତ୍ୟ ନାରାୟଣ ଦେହୁରୀ।ସୂଚନା ଅନୁସାରେ ବାପ ପୁଅ ମିଶି ଠିକାରେ ଅନ୍ୟ ଜଣଙ୍କ ବିଲରେ ତଳି ରୋଇବାକୁ ଯାଇଥିଲେ। ଉଭୟେ ମିଶି ଚାଷ ଜମିରେ ଧାନ […]Continue Reading
Odisha News
ଢେଙ୍କାନାଳ, ୧୭/୬ : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ୨ଟାରେ ବିଦ୍ୟୁତ୍ ସଂଯୋଗରେ ଝଟକା ଲାଗି ଦୁଇ ଯାଆଙ୍କର ମୃତ୍ୟୁ ହୋଇଛି। ମୃତକମାନେ‌ ହେଲେ ମନିଷା ଦେହୁରୀ (୪୦) ଏବଂ ରଞ୍ଜୁ ଦେହୁରୀ (୩୮)।ସୂଚନା ଅନୁସାରେ ପରିବାର ଲୋକଙ୍କ ସହିତ ମନିଷା ଏବଂ ରଂଜୁ ଗତକାଲି ରାତ୍ରୀ ଭୋଜନ ପରେ ଶୋଇଥିଲେ। ମନିଷା, ରଂଜୁ ଏବଂସେମାନଙ୍କର ଜଣେ ସଂପର୍କୀୟ ଖୁଡ଼ି ଗୋଟିଏ ସ୍ଥାନରେ […]Continue Reading
Odisha News
କାମାକ୍ଷାନଗର ୧୯/୫ : ପାରିବାରିକ କଳହର ଉଗ୍ର ରୂପ। ୮୦ ବର୍ଷୀୟ ଶ୍ଵଶୁରଙ୍କ ଉପରକୁ ଗରମ ପାଣି ଓ ତେଲ ଛାଟିଦେଲା ବୋହୂ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ନାଉପାଳ କାଟେଣୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।ସୂଚନା ମୁତାବକ କୌଣସି ଏକ କଥାକୁ ନେଇ ଘରେ ଥିବା ବିଧବା ବହୁ କୁସ୍ମିତା ଭୂତିଆ ଗରମ ପାଣି ସହ ରିଫାଇନ ତେଲ ମିଶାଇ ଗ୍ୟାସ ରେ ଗରମ କରି ଶ୍ବଶୁର ଶ୍ରୀକାନ୍ତ ଭୂତିଆ (୮୦)ଙ୍କ ଉପରେ ଢାଳି […]Continue Reading
Odisha News
ଢେଙ୍କାନାଳ, ୯/୫ : ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଆତ୍ମହତ୍ୟା କରିବାକୁ ଧମକ ଦେଉଛନ୍ତି ଯୁବକ । ସେ ହେଲେ କାମାକ୍ଷାନଗର ଥାନା ସୋଗର ଗାଁର ରୁଦ୍ର ନାରାୟଣ ଦାସ ।ରୁଦ୍ର ନାରାୟଣ ୨୦୧୮ ମସିହାରେ ଢେଙ୍କାନାଳ ଫାଷ୍ଟ ଓଏସଓପି ବାଟାଲିୟନରେ କନେଷ୍ଟବଳ ଭାବରେ ନିଯୁକ୍ତି ହୋଇଥିଲେ । ପରେ ବିନା କାରଣରେ ଛଟେଇ କରି ଦିଆଯାଇଥିଲା । ପୁନଃ ନିଯୁକ୍ତି […]Continue Reading
Odisha News
ଢେଙ୍କାନାଳ, ୧୦/୨ : ପୁଣି ହାତୀପଲଙ୍କ ଦୌରାମ୍ୟ। ୩ ଜଣଙ୍କୁ ଅତି ନୃଶଂସ ଭାବେ ଦଳିଦେଲେ ହାତୀପଲ। ଅନ୍ୟ ୩ ଜଣ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ପାଟପୁରୀ ଜଙ୍ଗଲରେ ଜାଳେଣୀ କାଠ ସଂଗ୍ରହ ବେଳେ ଘଟିଛି ଏହି ଦୁର୍ଘଟଣା।ଅନ୍ୟପଟେ ପୋଲିସ ଏବଂ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ମୃତକଙ୍କ ପରିଵାର।ସୂଚନା ଅନୁସାରେ, ଆଜି ୧୨ତା ସମୟରେ ଢେଙ୍କାନାଳ Continue Reading
Odisha News
ଢେଙ୍କାନାଳ,୧୪/୧ : ମାଞ୍ଜାସୂତା ଲାଗି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଢେଙ୍କାନାଳ ସହରର ପ୍ରମୁଖ ବଜାର ମୀନାବଜାର ଅଂଚଳରେ ବୁଧବାର ଅପରାହ୍ନରେ କିଛି ଯୁବକ ମାଞ୍ଜା ସୂତା ଲଗାଇ ଗୁଡି ଉଡାଉଥିଲେ । ସେହି ସମୟରେ ପ୍ରମୁଖ ରାସ୍ତାରେ ବାଇକରେ ଯାଉଥିବା ଅଭିଷେକ ସାହୁ(୨୩) ନାମକ ଜଣେ ଯୁବକଙ୍କ ମୁହଁରେ ମାଞ୍ଜାସୂତା ଆସି ଲାଗି ଯାଇଥିଲା । ଏଥିରେ ତାଙ୍କର ନାକ ଓ ଆଙ୍ଗୁଠି କଟିଯାଇଥିବା ନେଇ ସୂଚନା ରହିିଛି ।ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା […]Continue Reading
Odisha News
ଢେ଼ଙ୍କାନାଳ , ୧୬/୧୧: ପୁଅ ଜନ୍ମ ନହେବାରୁ ମା ସହିତ ପାଞ୍ଚ ଝିଅ ଗଲେ ସୁଧାର କେନ୍ଦ୍ର। ତୁ ମତେ ପୁଅ ଦେଇ ପାରୁନୁ ,ଏହି ଘରେ ରହିବାର ଅଧିକାର ତୋର ନାହିଁ। ପଞ୍ଚମ ଝିଅ ଜନ୍ମ ପରେ ସ୍ଵାମୀ ଆକ୍ରୋଶର ଶିକାର ହେଲେ ମା, ମାଡ଼ ମାରି ଘରୁ ବାହାର କରିଦେଲେ। ମାତ୍ର ପନ୍ଦର ଦିନର କନ୍ୟା ଶିଶୁ ଏବଂ ଜନ୍ମିତ ଅନ୍ୟ ଚାରି ଝିଅଙ୍କୁ ଧରି ଶୀତ ରାତିରେ ଆଶ୍ରୟ ପାଇଁ ପହଞ୍ଚିଥିଲେ ଭୁବନ […]Continue Reading
Odisha News
ଢେଙ୍କାନାଳ , ୨୬/୧୦ : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ପଞ୍ଚାୟତ କଟରାପଡ଼ା ଗ୍ରାମରେ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି। ଅବକାରୀ ବିଭାଗ ପକ୍ଷରୁ ଏହି ମଦ ପ୍ରସ୍ତୁତି କାରଖାନାରେ ଚଢ଼ାଉ କରାଯାଇଛି।ଚଢ଼ାଉ ବେଳେ ପ୍ରସ୍ତୁତ ହୋଇ ରହିଥିବା ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ନକଲି ମଦ, ପ୍ୟାକିଙ୍ଗରେ ବ୍ୟବହୃତ ଷ୍ଟିକର, ମେସିନ, ଖାଲି ବୋତଲ, ସ୍ପିରିଟ ଆଦି ଜବତ କରାଯାଇଛି। ପ୍ରାୟ ୩୦ ଲକ୍ଷ ଟଙ୍କାର ମଦ, ମଦ ତିଆରି ମେଶିନ, […]Continue Reading